Back
जगतसिंहपुर में सप्तमी पूजा: मां शारला की भव्य आस्था रोज़ छा रही
NBNARAYAN BEHERA
Sept 28, 2025 15:00:10
Paradeep, Odisha
Slug - Saptami
Dt - 28/09/2025
Place - Jagatsinghpur
Format - Avo
Anchor - ମା ଶାରଳାଙ୍କ ପୀଠରେ ସପ୍ତମୀ ପୂଜା। ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଆଜି ସପ୍ତମୀ ପୂଜା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପି ଶାରଦୀୟ ଦୁର୍ଗା ପୂଜା ମାଙ୍କ ପୀଠରେ ଅନୁଷ୍ଠିତ ହେଉଛି ।ଆଜି ଭୋର ୪ଟାରେ ମାଙ୍କ ଦ୍ୱାର ଫିଟା ନୀତି ପରେ ୫ ଟାରେ ମଙ୍ଗଳ ଆଳତୀ କରାଯାଇଛି ।ଏହି ଶାରଦୀୟ ପାର୍ବଣ ସମୟରେ ପ୍ରତେହ ମା ଜଗତ ଜନନୀଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଆଦି କରାଯାଇଥାଏ । ଏଥି ସହିତ ମା ଙ୍କୁ ପ୍ରତେହ ସନ୍ଧ୍ୟାରେ ସୁନାବେଶ କରାଯିବା ସହିତ ସୁସଜିତ ବିମାନରେ ବେଢ଼ା ପରିକ୍ରମା କରାଯାଏ ।ଷଷ୍ଠୀ,ସପ୍ତମୀ ଓ ଅଷ୍ଟମୀରେ ମାଙ୍କୁ ମହିଷାମର୍ଦ୍ଧିନି ବେଶରେ ସୁସଜ୍ଜିତ କରାଯାଇଥାଏ ।ଆସନ୍ତାକାଲି ମହାଷ୍ଟମୀରେ ସନ୍ଧି ପୂଜା କରାଯିବା ସହିତ ୧୦୮ ପ୍ରକାରର ପିଠା ହାଣ୍ଡି ଓ ପଣା ହାଣ୍ଡି ଭୋଗ କରାଯିବ ।ଏହି ସମୟରେ ଦର୍ଶନ କରିବାକୁ ବହୁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି । ଏନେଇ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।
ଜଗତସିଂହପୁର ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
1
Report
NCNITIN CHAWRE
FollowSept 28, 2025 16:31:300
Report
NCNITIN CHAWRE
FollowSept 28, 2025 16:31:140
Report
DKDARSHAN KAIT
FollowSept 28, 2025 16:31:060
Report
VSVISHAL SINGH
FollowSept 28, 2025 16:30:500
Report
MPMAHESH PARIHAR1
FollowSept 28, 2025 16:30:410
Report
VPVinay Pant
FollowSept 28, 2025 16:30:320
Report
RRRakesh Ranjan
FollowSept 28, 2025 16:30:27Noida, Uttar Pradesh:अपडेट। इस आईडी में विजुअल है।
2809ZUP_BCH_DFO_BT_R DFO रामसिंह यादव बहराइच... बयान
0
Report
1
Report
ANAJAY NATH
FollowSept 28, 2025 16:16:563
Report
RKRANJEET Kumar OJHA
FollowSept 28, 2025 16:16:482
Report
KMKuldeep Malwar
FollowSept 28, 2025 16:16:340
Report
DGDeepak Goyal
FollowSept 28, 2025 16:16:240
Report
VSVISHAL SINGH
FollowSept 28, 2025 16:16:160
Report
VSVISHAL SINGH
FollowSept 28, 2025 16:16:07Noida, Uttar Pradesh:DFO रामसिंह यादव बहराइच... बयान
आपरेशन के दौरान
मृत अवस्था मे मिला है भेड़िया।पोस्टमार्टम कराया जाएगा
Dfo बहराइच की बाईट
0
Report