Back
पराडिप कॉलेज NSC एलुमनी ने दी चेतावनी, ट्रैफिक कांस्टेबल रहस्यमय तरीके से गायब!
NBNARAYAN BEHERA
Sept 16, 2025 13:19:19
Paradeep, Odisha
Slug - Trafic Constable
Dt - 16/09/2025
Place - Paradip
Format - Avb
Anchor - ଭୂବନେଶ୍ୱର ରେ ଟ୍ରାଫିକ କନେଷ୍ଟବଳ ସୁଭସ୍ମିତା ସାହୁଙ୍କ ନିଖୋଜ ଘଟଣା ରେ ପାରାଦୀପ କଲେଜ ର ଏନ୍ଏସି ଆଲୁମୁନି ଆସୋସିଏସନ ତରଫରୁ ପାରାଦୀପ ଆଦର୍ଶ ଥାନାରେ ଦାବିପତ୍ର ପ୍ରଦାନ। କନେଷ୍ଟବଳ ସୁଭସ୍ମିତା ସାହୁ ପାରାଦୀପ କଲେଜ ର ଜଣେ ପୂରାତନ ଛାତ୍ରୀ ଓ ସେ ଏନ୍ଏସି କ୍ୟାଡର ର ଥିଲେ। ସେ ଭୂବନେଶ୍ୱର ରେ ହେଡ୍ କନେଷ୍ଟବଳ ଭାବେ ଟ୍ରାଫିକ ରେ ନିଯୁକ୍ତି ପାଇଥିଲେ। ସେ ଗତ ୬ ସେପ୍ଟେମ୍ବର ମାସ ଠାରୁ ନିଖୋଜ ଥିବା ବେଳେ ତାଙ୍କ ପରିବାର ପକ୍ଷରୁ ଗତ ୭ତାରିଖରେ ଭୂବନେଶ୍ୱର ର ଏକ ଥାନାରେ ଅଭିଯୋଗ କରା ଯାଇଥିଲା। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ଧାନ ମିଳିନାହିଁ।ଯାହା ଫଳରେ କନେଷ୍ଟବଳ ସୁଭସ୍ମିତା ଙ୍କ ବାପା ମାଆ ଭାଙ୍ଗି ପଡିଥିବା ବେଳେ ପାରାଦୀପ କଲେଜ ଏନ୍ଏସି ଆଲୁମୁନି ତରଫରୁ ପାରାଦୀପ କଲେଜ ନିକଟରୁ ଏକ ରାଲି କରି ଆସି ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କନେଷ୍ଟବଳ ସୁଭସ୍ମିତା ଙ୍କୁ ତୁରନ୍ତ ଖୋଜି ବାହାର କରିବା ପାଇଁ ପାରାଦୀପ ଏନସିସି ଆଲୁମୁନି ତରଫରୁ ଦାବୀ କରାଯାଇଛି। ନଚେତ୍ ଆଗକୁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପାରାଦୀପ କଲେଜ ଏନସିସି ଆଲୁମୁନି ତରଫରୁ ଚେତାବନୀ ଦିଆଯାଇଛି।
ବାଇଟ -୧- ଅମ୍ବିକା ମହାeପାତ୍ର। ( ସଭାପତି, ପାରାଦୀପ କଲେଜ ଏନସିସି ଆଲୁମୁନି )
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
3
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
1
Report
SPSatya Prakash
FollowSept 16, 2025 15:05:072
Report
NBNARAYAN BEHERA
FollowSept 16, 2025 15:04:410
Report
NSNAJEEM SAUDAGAR
FollowSept 16, 2025 15:04:310
Report
JSJitendra Soni
FollowSept 16, 2025 15:04:220
Report
RMRAHUL MISHRA
FollowSept 16, 2025 15:04:110
Report
KAKapil Agarwal
FollowSept 16, 2025 15:04:040
Report
APAshwini Pandey
FollowSept 16, 2025 15:03:54Mumbai, Maharashtra:*Temporary Suspension of Monorail Services for System Upgradation
0
Report
VKVIJAY KUMAR
FollowSept 16, 2025 15:03:420
Report
RRRakesh Ranjan
FollowSept 16, 2025 15:03:060
Report
BSBHUPENDAR SINGH SOLANKI
FollowSept 16, 2025 15:02:470
Report
0
Report
ASASHISH SRIVASTAVA SUL
FollowSept 16, 2025 15:01:30Sultanpur, Uttar Pradesh:िीकािी काीिकािी कोीि ाकेीि ाजमेज ेाीकाीक कंा िाकेइि ारइंिा कंा रक
0
Report
SMSURYA MOHANTY
FollowSept 16, 2025 15:01:220
Report
SJSantosh Jaiswal
FollowSept 16, 2025 15:01:110
Report