Back
Paradip में नवरात्रि: IFKO यूनिट के साथ दांडीया धमाका
NBNARAYAN BEHERA
Sept 27, 2025 08:47:21
Paradeep, Odisha
Slug - Dandia
Dt - 27/09/2025
Place - Paradip
Format - Avb
Anchor - ପାରାଦୀପର ଅଗ୍ରଣୀ ଶିଳ୍ପସଂସ୍ଥା ଇଫକୋ ୟୁନିଟ ତରଫରୁ ନବରାତ୍ର ପୂଜାକୁ ଧୂମଧାମ ରେ ପାଳନ କରାଯାଉଛି । ଦାଣ୍ଡିଆ ଓ ଗରୱା ର ତାଳେତାଳେ ନାଚିଗାଈ ଭାଇଚାରା ର ନୂଆ ଦିଗଦର୍ଶନ ଦେଉଥିବା ବେଳେ ମିନି ଇଣ୍ଡିଆ ପାଲଟିଥିବା ପାରାଦୀପ ଇଫକୋ ୟୁନିଟ ଗୁଜୁରାଟ ର ଭ୍ରମ ସୃଷ୍ଟି କରୁଛି l ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଇଫକୋ ପରିସରରେ ନବରାତ୍ର ପୂଜାକୁ ମହାଆଡମ୍ବର ସହକାରେ ପାଳନ କରାଯିବା ସହିତ ଗୁଜୁରାଟ ରୁ ଆସିଛନ୍ତି ମ୍ୟୁଜିକାଲ ଟିମ । ଗୁଜୁରାଟି ଢାଞ୍ଚାରେ ଗରୱା ଓ ଦାଣ୍ଡିଆ ପରିବେଷଣ ହେଉଥିବା ବେଳେ ଏଠି ଛୋଟ ବଡ଼ର ନାହିଁ ଭେଦଭାବ, ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ଏହି ଉତ୍ସବ ରେ ସାମିଲ ହୋଇଛନ୍ତି । ଇଫକୋ ୟୁନିଟ ର ଭାଇଚାରା ପାରାଦୀପ ର ଅନ୍ୟ ଶିଳ୍ପସଂସ୍ଥା ମାନଙ୍କ ପାଇଁ ପାଲଟିଛି ଉଦାହରଣ । ନଅଦିନ ଧରି ନବରାତ୍ର ଉତ୍ସବ ପାଳନ ଅବସରରେ ପାରାଦୀପ ରେ ଭାଇଚାରା ବଜାୟ ରଖିବା ସହିତ ସମସ୍ତ ଶିଳ୍ପସଂସ୍ଥା ର ଅଧିକାରୀ ମାନଙ୍କୁ ନବରାତ୍ର ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରିବା ସହିତ ବିଭିନ୍ନ ଶିଳ୍ପସଂସ୍ଥା ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ଏବଂ କୌଣସି ଜରୁରୀକାଳୀନ ପରିସ୍ଥିତିରେ କିପରି ଧନଜୀବନ କ୍ଷୟକ୍ଷତି ନ ହେବ ଏହାକୁ ସଫଳତାର ସହିତ ସାମ୍ନା କରିବାକୁ ସମସ୍ତ ଶିଳ୍ପସଂସ୍ଥା ମାନଙ୍କ ମଧ୍ୟରେ ସୁସମ୍ପର୍କ ର ଆବଶ୍ୟକ ରହିଛି । ଯାହା ଏହିଭଳି ଉତ୍ସବ ଏକମାତ୍ର ବିକଳ୍ପ ବୋଲି କହିବା ସହିତ ଦୀର୍ଘ ୧୮ ବର୍ଷ ଧରି ଇଫକୋ ପରିବାର ତରଫରୁ ନବରାତ୍ର ଉତ୍ସବ କୁ ବଡ ଧୁମଧାମ ରେ ପାଳନ କରା ଯାଇ ଆସୁଛି। ଇଫକୋ ସାର ଉତ୍ପାଦନ କ୍ଷେତ୍ର ଛଡା ଭାରତ ର ଐତିହ୍ୟ ଓ ସଂସ୍କୃତି କୁ ବଜାୟ ରଖିବା ପାଇଁ ଏହା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଥାଏ ବୋଲି ଇଫକୋ ପରିବାର ତରଫରୁ ଏହି ଉତ୍ସବ କୁ ବଡ ଧୁମଧାମରେ ପାଳନ କରାଯାଉଛି ବୋଲି କହିଛନ୍ତି ପାରାଦୀପ ଇଫକୋ ୟୁନିଟ ମୁଖ୍ୟ ପି କେ ମହାପାତ୍ର ।
ବାଇଟ -୧- ପି କେ ମହାପାତ୍ର ( ୟୁନିଟ ହେଡ଼,ଇଫକୋ ୟୁନିଟ ପାରାଦୀପ )
ବାଇଟ -୨- ସଙ୍ଗୀତା ରଥ ( ଇଫକୋ, ପାରାଦୀପ )
ବାଇଟ -୩- ଡ. ପ୍ରସନ୍ନ ଵେଉରା। (ଲୋକ ସଂପର୍କ ଅଧିକାରୀ ଇଫକୋ , ପାରାଦୀପ )
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
1
Report
HDHARSH DWIVEDI
FollowSept 27, 2025 10:08:310
Report
RSRavi sharma
FollowSept 27, 2025 10:08:110
Report
0
Report
SKSandeep Kumar
FollowSept 27, 2025 10:08:050
Report
AKAjay Kashyap
FollowSept 27, 2025 10:07:550
Report
RKRakesh Kumar Bhardwaj
FollowSept 27, 2025 10:07:260
Report
RKRakesh Kumar Bhardwaj
FollowSept 27, 2025 10:07:120
Report
NSNITIN SRIVASTAVA
FollowSept 27, 2025 10:07:070
Report
VKVishwas Kumar
FollowSept 27, 2025 10:06:570
Report
ASAmit Singh01
FollowSept 27, 2025 10:06:450
Report
BPBHUPESH PRATAP
FollowSept 27, 2025 10:06:360
Report
0
Report
ANAJAY NATH
FollowSept 27, 2025 10:06:24Sambalpur, Odisha:ନବରାତ୍ର ଅବସରରେ ମା ସମଲେଶ୍ୱରୀ ଙ୍କର ପ୍ରାତଃ ଆଳତୀ |
0
Report
HDHARSH DWIVEDI
FollowSept 27, 2025 10:06:180
Report