Back
बालेश्वर में पति ने पत्नी की हत्या, धारदार हथियार से सिर काटा
AMABHAYA MOHANTY
Sept 27, 2025 12:24:41
Keonjhar, Odisha
SLUG -HATYA
REPORT-BALESHWAR
ANCHOR--- ପାରିବାରିକ କଳହ ଓ ପରକୀୟା ପ୍ରୀତିପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଧାରୁଆ ଅସ୍ତ୍ରରେ ମୁଣ୍ଡ ଗଣ୍ଡିକୁ କଲା ଅଲଗା, ମୃତକ ମହିଳା ଜଣକ ହେଲେ ଜୟନ୍ତୀ ପାତ୍ର, ହତ୍ୟାକାରୀ ସ୍ୱାମୀ ଚନ୍ଦ୍ର ମହୋନ ପାତ୍ର ଘଟଣା ସ୍ଥଳରୁ ଫେରା ହୋଇଥିଲା ବେଳେ ପୋଲିସ ପହଂଚି ଶବ ଜବତ କରି ତଦନ୍ତ ଜାରୀ ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଂଚାୟତର ଚାକୁଆପାଳ ଗ୍ରାମରେ, ଗ୍ରାମର ଚନ୍ଦ୍ର ମୋହନ ପାତ୍ର ଓ ତାଙ୍କ ସ୍ତ୍ରୀ ଜୟନ୍ତୀ ପାତ୍ର ମଧ୍ୟରେ ଦୀର୍ଘ ଦିନ ଧରି ପାରିବାରିକ କଳହ ଲାଗି ରହିଥିଲା। ସ୍ତ୍ରୀ ଜୟନ୍ତୀ ପରକୀୟା ପ୍ରୀତି କରି ଆସୁଥିବା ନେଇ ଚନ୍ଦ୍ର ମୋହନ ସନ୍ଦେହ କରି ଆସୁଥିଲା। ସ୍ତ୍ରୀ ଜୟନ୍ତୀ ଦୀର୍ଘ ଦିନ ଧରି ବାହାରେ ରହିଆସୁଥିଲା ବେଳେ ଗତ ଶନିବାର ଘରକୁ ଫେରି ଥିଲା ତେବେ ଗତ କାଲି ବିଳମ୍ବିତ ରାତିରେ କୌଣସି ଏକ ଘଟଣାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା, ସ୍ୱାମୀ ଚନ୍ଦ୍ର ମୋହନ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ଜୟନ୍ତୀର ମୁଣ୍ଡ ଗଣ୍ଡିକୁ ଅଲଗା କରି ହତ୍ୟା କରି ଫେରା ହୋଇଥିଲା ବେଳେଖବର ପାଇ ଘଟଣା ସ୍ଥଳ ରାଇବଣିଆ ପୋଲିସ ଓ ଜଳେଶ୍ୱର sdpo ସୁବ୍ରତ ବେହେରା ପହଂଚି ଶବ ଜବତ କରି ତଦନ୍ତ ଜାରୀ ରଖିଛି।
ବାଇଟ --ସୁବ୍ରତ ବେହେରା (SDPO )
ବାଇଟ -ପ୍ରଫୁଲ ପାତ୍ର (ହତ୍ୟାକାରୀ ସ୍ୱାମୀ ବଡ଼ ଭାଇ ]
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ASAkhilesh Sharma
FollowSept 27, 2025 15:03:370
Report
ADAbhijeet Dave
FollowSept 27, 2025 15:03:210
Report
SPSanjay Prakash
FollowSept 27, 2025 15:02:290
Report
NSNiroj Satapathy
FollowSept 27, 2025 15:02:210
Report
KBKuldeep Babele
FollowSept 27, 2025 15:01:570
Report
MKMohammad Khan
FollowSept 27, 2025 15:01:450
Report
MDMahendra Dubey
FollowSept 27, 2025 15:01:360
Report
PSParmeshwar Singh
FollowSept 27, 2025 15:01:250
Report
UCUmesh Chouhan
FollowSept 27, 2025 15:01:160
Report
DKDeepesh Kumar
FollowSept 27, 2025 15:00:590
Report
RRRakesh Ranjan
FollowSept 27, 2025 15:00:47Noida, Uttar Pradesh:परवेज जमाल, फ़ोटो। काला जैकेट पहने हुये । रेयाज अंसारी, फोटो । लाल जैकेट पहने हुये।
0
Report
ABATISH BHOIR
FollowSept 27, 2025 15:00:390
Report
ADASHISH DWIVEDI
FollowSept 27, 2025 15:00:140
Report
3
Report
2
Report