Back
Paradip में भारी बारिश की चेतावनी: मछुआरों के लिए बदतर समय शुरू
NBNARAYAN BEHERA
Sept 26, 2025 16:00:11
Paradeep, Odisha
Slug - Heavy Rain
Dt - 26/09/2025
Place - Paradip
Format - Avb
Anchor -ପାଣିପାଗ ସତର୍କୀତ ସୂଚନା । ପାରାଦୀପ ମାଛଧରା ବନ୍ଦର ରେ ଥିବା ସମସ୍ତ ବୋଟ୍ ଓ ଡଙ୍ଗା ମାଲିକ ଓ ମତ୍ସ୍ୟଜୀବୀ ଙ୍କୁ ଡାକବାଜୀ ଯନ୍ତ୍ର ଦ୍ବାରା ଅବଗତ କରାଇ ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ର ଆକଳନ ଅନୁଯାୟୀ ଉତ୍ତର ଓ ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ଆସନ୍ତା ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା ସହିତ ପ୍ରବଳରୁ ଅଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ସମସ୍ତ ମତ୍ସ୍ୟଜୀବୀ ଭାଇ ମାନଙ୍କୁ ମାଛ ଧରିବା ପାଇଁ ସମୁଦ୍ର ଭିତରକୁ ଯିବା ବାରଣ କରା ଯାଇଛି। ଏବଂ ଯେଉଁ ମତ୍ସ୍ୟଜୀବୀ ଭାଇମାନେ ସମୁଦ୍ର ଭିତରେ ଅଛନ୍ତି ସମସ୍ତ ଙ୍କୁ କୂଳକୁ ଫେରି ଆସିବାକୁ ଖବର ଦେବାପାଇଁ ଅନୁରୋଧ କରାଯାଇଛି। ଧନ ଜୀବନ ସୁରକ୍ଷା ନିମନ୍ତେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ତରଫରୁ ଏହି ସୂଚନା ଜାରୀ କରାଯାଇଛି।
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
LJLakhani Jaydeep
FollowSept 26, 2025 17:31:290
Report
LJLakhani Jaydeep
FollowSept 26, 2025 17:31:110
Report
VKVIJAY KUMAR2
FollowSept 26, 2025 17:30:570
Report
MKMUKESH KUMAR
FollowSept 26, 2025 17:30:290
Report
1
Report
ASAmit Singh01
FollowSept 26, 2025 17:16:590
Report
RRRakesh Ranjan
FollowSept 26, 2025 17:16:490
Report
RRRakesh Ranjan
FollowSept 26, 2025 17:16:410
Report
RKRakesh Kumar Bhardwaj
FollowSept 26, 2025 17:16:19Jodhpur, Rajasthan:2609ZRJ_JDP_JAIL_R TVU 111
सोनम वांगचुक को कड़ी सुरक्षा के बीच जोधपुर लाने की सूचना
0
Report
SLSanjay Lohani
FollowSept 26, 2025 17:16:090
Report
RSRAKESH SINGH
FollowSept 26, 2025 17:15:540
Report
RRRakesh Ranjan
FollowSept 26, 2025 17:15:22Noida, Uttar Pradesh:PLAYOUT ALERT: LUCKNOW (UP): UP CM YOGI ADITYANATH HOLDS MEETING WITH OFFICIALS OVER UPCOMING FESTIVALS & LAW & ORDER SITUATION /VISUALS
0
Report
RRRakesh Ranjan
FollowSept 26, 2025 17:15:150
Report
RRRakesh Ranjan
FollowSept 26, 2025 17:15:100
Report