Back
केंदुझर वनखंड में हाथी के बच्चे की दर्दनाक चोट, चिकित्सक जुटे?
AMABHAYA MOHANTY
Sept 26, 2025 10:32:11
Keonjhar, Odisha
ଆଙ୍କର _ କେନ୍ଦୁଝର ବନଖଣ୍ଡ ରେ ଏକ ହାତୀ ଛୁଆ ଆହାତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ହାତୀ ଛୁଆଟି ର ବାମ ଗୋଡ ରେ ଆଘାତ ଲାଗିବା ଫଳରେ ଗୋଡଟି ଫୁଲି ଯାଇଥିବା ବେଳେ ହାତୀ ଛୁଆଟି ଅତି କଷ୍ଟ ରେ ଛୋଟେଇ ଛୋଟେଇ ଚାଲୁଥିବା ଦେଖିବାକୁ ମିଳିଛି , ଯାହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ସହ ବନ ବିଭାଗ ଚିନ୍ତିତ ହୋଇ ପଡିଛନ୍ତି । ଆହାତ ହାତୀ ଛୁଆଟି ଉପରେ ବନ ବିଭାଗର ଏକାଧିକ ଦଳ ୨୪ ଘଣ୍ଟିଆ ନଜର ରଖିଥିବା ଡିଏଫଓ ସୂଚନା ଦେଇଛନ୍ତି ।
ଭିଓ-(୧)-ଡିଏଫଓ ଙ୍କ ସୂଚନା ଅନୁସାରେ ଆଜି ଦିନର କେନ୍ଦୁଝର ବନଖଣ୍ଡର ୭ ଟି ରେଞ୍ଜ ରେ ୧୮୪ ଟି ହାତୀ ଅଛନ୍ତି | ଏମାନଙ୍କ ମଧ୍ୟରୁ ଏକ ୨୯ ଟିକିଆ ହାତୀପଲ ଙ୍କ ଗତ କିଛି ଦିନ ଧରି ଶାହାରପଡ଼ା , କେନ୍ଦୁଝର , ଚମ୍ପୁଆ ଓ ପାଟଣା ଆଦି ଅଞ୍ଚଳରେ ଘୁରି ବୁଲିବା ସହ ଫସଲ ଓ ଘର ଦ୍ଵାର ଭାଙ୍ଗି କ୍ଷତି କରୁଛନ୍ତି । ଏହି ୨୯ ଟିକିଆ ହାତୀ ପଲରେ ୧୧ ଟି ଦନ୍ତା , ୧୨ ଟି ମାଇ ଓ ୬ ଟି ଛୁଆ ରହିଛନ୍ତି | ଏହି ହାତୀ ପଲ ଏବେ ପାଟଣା ଅଞ୍ଚଳ ରେ ଡେରା ପକାଇଥିବା ବେଳେ ଏହି ଦଳ ମଧ୍ୟ ରୁ ଗୋଟିଏ ଛୁଆ ହାତୀ ର ବାମ ଗୋଡ଼ ଫୁଲିଥିବା ଗତକାଲି ବନ ବିଭାଗ ନଜର କୁ ଆସିବା ପରେ ଏକ ୩ ଜଣିଆ ଭେଟନାରୀ ଡାକ୍ତରୀ ଦଳ , ୱାଇଲ୍ଡ ଲାଇଫ ବାୟୋଲୋଜିଷ୍ଟ ଓ ଡ୍ରୋନ ଏକ୍ସପର୍ଟ ହାତୀ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି । ଏଠାରେ ପ୍ରବକ ବର୍ଷା ସାଙ୍ଗକୁ ହାତୀ ପଲ ଆହାତ ହାତୀ ଛୁଆଟି କୁ ଘେରି ରହିଥିବାରୁ ହାତୀ ନିକଟକୁ ଯାଇ ହେଉ ନାହିଁ | ତେଣୁ ଥର୍ମାଲ ଡ୍ରୋନ ମାଧ୍ୟମରେ ତାର ଚିତ୍ର ଉତୋଳନ କରାଯାଇଛି | ଯେଉଁଥିରେ ତାର ଆଗ ବାମ ଗୋଡ ଫୁଲିଥିବା ଜଣା ପଡ଼ିଛି । ହୁଏତ ହାତୀ ଦୌଡା ଦୌଡ଼ି ସମୟ ରେ ଅନ୍ୟ ହାତୀ ଦ୍ୱାରା ଏପରି ହୋଇଥାଇ ପାରେ ବୋଲି ବନ ବିଭାଗ ଅନୁମାନ କରୁଛି । ଏହି ଫୁଲା ଦିନେ ଦୁଇ ଦିନ ମଧ୍ୟରେ କମିଯାଇ ପାରେ । ନଚେତ ଯଦି ତାର ଗୋଡ ର ହାଡ ଭାଙ୍ଗିଥାଏ ତେବେ ତେବେ ଉଚିତ୍ ସମୟରେ ବନ ବିଭାଗ ହସ୍ତକ୍ଷେପ କରି ଚିକିତ୍ସା କରିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି । ଏହା ସହ ହାତୀ ମାନେ ଯେଉଁ ଅଞ୍ଚଳ ଦେଇ ଯାଉଛନ୍ତି ଲୋକ ମାନେ ତାଙ୍କୁ ନିଆ ହୁଳା ଦେଖାଇ , ଟେକା ପଥର ମାରି , ପାଟି ତୁଣ୍ତ କରି ହାତୀ ପଲ ଙ୍କୁ ତଡିବାକୁ ଚେଷ୍ଟା ନ କରିବାକୁ ଅନୁରୋଧ କରିଛନ୍ତି । ହାତୀ ପଲ ଙ୍କୁ ସବୁ ଦିଗରୁ ଘେରାଓ ନ କରି ନୀରବ ରେ ଛାଡି ଦେବାକୁ ଅନୁରୋଧ କରିଛନ୍ତି । ଏଥିସହ ହାତୀ ଦ୍ଵାରା ହୋଇଥିବା କ୍ଷତି ପୂରଣ ତୁରନ୍ତ ବନ ବିଭାଗ ପକ୍ଷରୁ ଦିଆଯିବ ବୋଲି ମଧ୍ୟ କହିଛନ୍ତି |
ବାଇଟ-(୧)- ଏଚ ଡି ଧନରାଜ - ( ଡିଏଫଓ କେନ୍ଦୁଝର)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
LJLakhani Jaydeep
FollowSept 26, 2025 17:31:290
Report
LJLakhani Jaydeep
FollowSept 26, 2025 17:31:110
Report
VKVIJAY KUMAR2
FollowSept 26, 2025 17:30:570
Report
MKMUKESH KUMAR
FollowSept 26, 2025 17:30:290
Report
1
Report
ASAmit Singh01
FollowSept 26, 2025 17:16:590
Report
RRRakesh Ranjan
FollowSept 26, 2025 17:16:490
Report
RRRakesh Ranjan
FollowSept 26, 2025 17:16:410
Report
RKRakesh Kumar Bhardwaj
FollowSept 26, 2025 17:16:19Jodhpur, Rajasthan:2609ZRJ_JDP_JAIL_R TVU 111
सोनम वांगचुक को कड़ी सुरक्षा के बीच जोधपुर लाने की सूचना
0
Report
SLSanjay Lohani
FollowSept 26, 2025 17:16:090
Report
RSRAKESH SINGH
FollowSept 26, 2025 17:15:540
Report
RRRakesh Ranjan
FollowSept 26, 2025 17:15:22Noida, Uttar Pradesh:PLAYOUT ALERT: LUCKNOW (UP): UP CM YOGI ADITYANATH HOLDS MEETING WITH OFFICIALS OVER UPCOMING FESTIVALS & LAW & ORDER SITUATION /VISUALS
0
Report
RRRakesh Ranjan
FollowSept 26, 2025 17:15:150
Report
RRRakesh Ranjan
FollowSept 26, 2025 17:15:100
Report