Back
Paradip में ड्राइवर छोटु कुमार पर हमला: चाबी छीनकर बदमाश फरार
NBNARAYAN BEHERA
Sept 15, 2025 12:15:31
Paradeep, Odisha
Slug - Attack On Driver
Dt - 15/09/2025
Place - Paradip
Format - Avb
Anchor - ଡ୍ରାଇଭରକୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଚାବି ଛଡାଇ ନେଲେ ଦୁର୍ବୁତ୍ତ। ପାରାଦୀପ ଲକ୍ ଥାନା ଅଧିନ ଭୂତମୁଣ୍ଡାଇ ପୋଲ ନିକଟ ରାସ୍ତା ମଝିରେ ଅଟକି ରହିଛି ୧୮ଚକିଆ ହାଇଓ୍ବା। ଡ୍ରାଇଭର କୁ ସଂଘବଦ୍ଧ ଭାବେ ମାଡ ମାରି ଚାବି ଛଡେଇ ନେଲେ ଦୁର୍ବୁତ୍ତ। ବ୍ୟବସାୟୀ କ ଶତୃତାକୁ ନେଇ ଆକ୍ରୋଶ ମୂଳକ ଭାବେ ଏଭଳି କରା ଯାଉଥିବା ସନ୍ଦେହ। ଘଟଣା ଘଟିଛି କଟକ-ପାରାଦୀପ ରାସ୍ତାର ଭୂତମୁଣ୍ଡାଇ ପୋଲ ନିକଟରେ । ଗତକାଲି ବିଳମ୍ବିତ ରାତିରେ ଇଫକୋ ରୁ ଜିପସମ୍ ନେଇ କଟକ ଅଭିମୁଖେ ୧୮ଚକିଆ ହାଇଓ୍ବା ଟି ଯାଉଥିବା ସମୟରେ ଭୂତମୁଣ୍ଡାଇ ପୋଲ ନିକଟରେ ଦୁର୍ବୁତ୍ତ ମାନେ ଗାଡି କୁ ମଝି ରାସ୍ତାରେ ଅଟକାଇ ଡ୍ରାଇଭର କୁ ମାଡମାରି ଗାଡି ର ଚାବି ଛଡାଇ ନେଇଥିବା ଅଭିଯୋଗ ହୋଇଛି। ଖବର ପାଇ 'କଳିଙ୍ଗ ସର୍ଭିସ୍' ଟ୍ରାନ୍ସପୋର୍ଟର ର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହାତ ଡ୍ରାଇଭର କୁ ଅଠରବାଙ୍କୀ ମେଡ଼ିକାଲ ରେ ଚିକିତ୍ସା କରାଇବା ସହିତ ଥାନାରେ ଅଭିଯୋଗ କରିଥିବା କହିଛନ୍ତି। ତେବେ ଗାଡି ର ସମସ୍ତ କାଗଜପତ୍ର ଥିବା ବେଳେ ହାଇଓ୍ବା ରେ 'କଳିଙ୍ଗ ସର୍ଭିସ୍' ଟ୍ରାନ୍ସପୋର୍ଟ ର ଜିପସମ୍ ଯାଉଥିବା ସମୟରେ ୧୦ ରୁ ଉର୍ଦ୍ଧ ଦୁର୍ବୁତ୍ତ ମାନେ ଏଭଳି ଘଟଣା ଘଟାଇଥିଲେ। ଦୁର୍ବୁତ୍ତ ମାନେ ଟ୍ରକ ଆସୋସିଏସନ ର କର୍ମଚାରୀ ବୋଲି କହିବା ସହିତ ଡ୍ରାଇଭର କୁ ମାଡ ମାରି ଚାବି ଛଡାଇ ନେଇଛନ୍ତି ବୋଲି ଡ୍ରାଇଭର ଜଣଙ୍କ କହିଥିବା ବେଳେ ଇଫକୋ ରେ ଜିପସମ୍ ପରିବହନ ପାଇଁ ଭେଣ୍ଡର ଥିବା ସଂସ୍ଥା କୁ ଏଭଳି ହଇରାଣ କରାଯାଉଛି ବୋଲି କହିଛନ୍ତି ଟ୍ରାନ୍ସପୋର୍ଟ ର କର୍ମଚାରୀ। ତେବେ ହାଇଓ୍ବା ଗାଡିଟି ରାସ୍ତା ଉପରେ ଛିଡା ହୋଇ ରହିଥିବା ରୁ ସାଧାରଣ ଲୋକେ ଯାତାୟାତ କରିବା ର ସମ୍ମୁଖୀନ ହେଉଛନ୍ତି। ତେବେ ଘଟଣା କୁ ନେଇ ପାରାଦୀପ ଲକଥାନା ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଚଳାଇଛି।
ବାଇଟ -୧- ଛୋଟୁ କୁମାର ( ଡ୍ରାଇଭର )
ବାଇଟ -୨- ରିଜୁଆନ୍ ଖାନ୍ ( କର୍ମଚାରୀ, କଳିଙ୍ଗ ସର୍ଭିସ୍ )
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SSandeep
FollowSept 15, 2025 13:43:030
Report
0
Report
BSBHUPENDAR SINGH SOLANKI
FollowSept 15, 2025 13:38:481
Report
SKSHIV KUMAR
FollowSept 15, 2025 13:38:34Piprola Ahmedpur, Uttar Pradesh:OPEN PTC- मुजफ्फरनगर में पारिवारिक विवाद में दो पक्षों में जमकर लाठी डंडे चले हैं
CLOSE PTC- ये पूरा मामला नई मंडी थाना क्षेत्र के बागोवाली का बताया जा रहा है
3
Report
ATALOK TRIPATHI
FollowSept 15, 2025 13:38:150
Report
0
Report
DSDurag singh Rajpurohit
FollowSept 15, 2025 13:37:570
Report
0
Report
BDBabulal Dhayal
FollowSept 15, 2025 13:37:400
Report
DSdevendra sharma2
FollowSept 15, 2025 13:37:290
Report
PCPranay Chakraborty
FollowSept 15, 2025 13:37:140
Report
ASANIMESH SINGH
FollowSept 15, 2025 13:37:070
Report
PCPranay Chakraborty
FollowSept 15, 2025 13:36:570
Report
GJGaurav Joshi
FollowSept 15, 2025 13:36:490
Report
RRRakesh Ranjan
FollowSept 15, 2025 13:36:39Noida, Uttar Pradesh:उत्तर प्रदेश के अंदर हम लोगों ने स्टार्टअप और इनोवेशन को बढ़ावा देने के लिए तेजी के साथ कार्य किया है,
वर्तमान में 17,000 से अधिक स्टार्टअप उत्तर प्रदेश के अंदर कार्यरत हैं..
0
Report