Back
पश्चिम ओड़िशा किसान संगठन ने धान खरीद में देरी पर आंदोलन की चेतावनी दी
ANAJAY NATH
Dec 11, 2025 13:33:30
Sambalpur, Odisha
ଭୁବନେଶ୍ୱର ରୁ ଧାନ ସଂଗ୍ରହ ପରିଚାଳନା କୁ ବିରୋଧ କର୍ଛନ୍ତି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତି| ସେ ଟୋକନ ହେଉ କି ମଣଡି ହେଉ ବା ମିଲରଙ୍କ ପରିଚାଳନା ଏ ନେଇ ସମସ୍ତ କ୍ଷେତ୍ର ବିଫଳ ହୋଇଛନ୍ତି ସରକାର| ଏଥର ଅନେକ ଥର ଧାନ ସଂଗ୍ରହ ପରିଚାଳନା ରେ ତ୍ରୁଟି ବିଚ୍ୟୁତି ଦେଖିବାକୁ ମିଳିଛି| ଚାଷୀ ଅଭିଯୋଗ କରିଛି ଯେ ପ୍ରଥମ ଥର ଧାନ ସଂଗ୍ରହ ରେ ଏଥର ଗୋଟିଏ ମାସ ବିଳମ୍ବ,ଟୋକନ ସମସ୍ୟା,କଟନୀ ଛଟନୀ ଇତ୍ୟାଦି ସମସ୍ୟା ରେ ଘାଣ୍ଟି ହେଉଛନ୍ତି ଚାଷୀ| କିନ୍ତୁ ଆଜି ପର୍ଯ୍ୟନ୍ତ ସମସ୍ୟା ର ସମାଧାନ ହୋଇ ପାରି ନ ଥିବା ରୁ ଗୋଟିଏ ଦିନ ମାନେ ଆଜି ସୁଦ୍ଧା ଯଦି ଚାଷୀଙ୍କର ସମସ୍ୟା ର ସମାଧାନ ନ ହୁଏ ତା ହେଲେ ଆସନ୍ତା କାଲି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଧମକ ଦେଇଛି ଚାଷୀ| ଏ ପଟେ ଜିଲ୍ଲାପାଳ ଓ ଯୋଗାଣ ବିଭାଗ ଅଧିକାରୀ ସମସ୍ତ ଧାନ ସଂଗ୍ରହ ଠିକଠାକ ଚାଲିଥିବା ସୂଚନା ଦେଲେ|
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
AVArun Vaishnav
FollowDec 11, 2025 14:49:280
Report
PSPramod Sharma
FollowDec 11, 2025 14:48:440
Report
JPJai Pal
FollowDec 11, 2025 14:48:210
Report
JGJugal Gandhi
FollowDec 11, 2025 14:47:590
Report
MPMAHESH PARIHAR1
FollowDec 11, 2025 14:47:440
Report
Barabanki:पद्मश्री किसान रामशरन वर्मा: खेती का जादूगर, जिनके फार्म पर 12 दिसंबर को आएंगे मुख्यमंत्री
0
Report
MSManish Sharma
FollowDec 11, 2025 14:47:290
Report
KCKumar Chandan
FollowDec 11, 2025 14:47:140
Report
PKPramod Kumar Gour
FollowDec 11, 2025 14:47:040
Report
KSKartar Singh Rajput
FollowDec 11, 2025 14:46:420
Report
KSKartar Singh Rajput
FollowDec 11, 2025 14:46:250
Report
NSNeeraj Sharma
FollowDec 11, 2025 14:46:060
Report
DRDamodar Raigar
FollowDec 11, 2025 14:45:530
Report
BSBHARAT SHARMA
FollowDec 11, 2025 14:45:350
Report