Back
संबलपुर के वस्त्र नामकरण विवाद का रहस्यमय इतिहास उजागर
ANAJAY NATH
Nov 18, 2025 11:26:33
Sambalpur, Odisha
ସମ୍ବଲପୁରୀ ବସ୍ତ୍ର କୁ ଯେଭଳି ଭାବରେ ଏବେ କିଛି ଅଂଚଳ ରେ ଅନ୍ୟ ବସ୍ତ୍ର ଭାବରେ ନାମିତ କରାଯାଉଛି ତାକୁ ବిరୋଧ କରିଛନ୍ତି ସମ୍ବଲପୁର ର ଏ ବି ସି ଡି ଚାରିଟିବଲ ଟ୍ରଷ୍ଟ| ପୁରାତନ ତଥ୍ୟ ଅନୁଯାୟୀ ସମ୍ବଲପୁର ର ବୁଣାକାର ରାଧାଶ୍ୟାମ ମେହେର ପ୍ରଥମେ ଏହି ଶାଢ଼ୀ ଓ ବସ୍ତ୍ର ର ନାମିତ କରି ପ୍ରଚାର ପ୍ରସାର କରିଥିଲେ ବୋଲି ମତ ରଖିଛନ୍ତି ତାଙ୍କର ନାତି ପ୍ରଦୀପ କୁମାର ମେହେର|ପ୍ରଥମେ ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ, ଇନ୍ଦିରା ଗାନ୍ଧୀ,ରବୀନ୍ଦ୍ର ନାଥ ଠାକୁର ଙ୍କୁ ସମ୍ବଲପୁରୀ ବସ୍ତ୍ର ଦେଇ ତାଙ୍କୁ ଏ ବାବଦରେ ଅବଗତ କରି ଥିଲେ |ସେତେବେଳେ ସେ ପ୍ରଥମେ ବମ୍ବେ ଯାଇ ହିନ୍ଦୀ ଚଳଚିତ୍ର ଅଭିନେତ୍ରୀ ମୀନା କୁମାରାୀ ଙ୍କ ଦ୍ୱାରା ସମ୍ବଲପୁରୀ ଶାଢ଼ୀ ତାଙ୍କୁ ଦେଇ ଏ ବସ୍ତ୍ର ବାବଦରେ ଜଣାଇଥିଲେ| ଯାହା କି ପରବର୍ତ୍ତୀ ସମୟରେ ହିନ୍ଦୀ ସିନେମା ରେ ମଧ୍ୟ ଦେଖିବାକୁ ମିଳିଥିଲା| ଏ ବାବଦରେ ସମସ୍ତ ତଥ୍ୟ ତାଙ୍କର ଘରେ ମହଜୁଦ ଥିବା କହିଛନ୍ତି ତାଙ୍କର ନାତି|
173
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
DSDurag singh Rajpurohit
FollowNov 18, 2025 12:48:220
Report
AYAmit Yadav
FollowNov 18, 2025 12:48:000
Report
SVShweta Verma
FollowNov 18, 2025 12:47:260
Report
PSPradeep Soni
FollowNov 18, 2025 12:47:050
Report
AKAshwani Kumar
FollowNov 18, 2025 12:46:520
Report
KSKULWANT SINGH
FollowNov 18, 2025 12:46:330
Report
RBRajneesh Bansal
FollowNov 18, 2025 12:45:360
Report
0
Report
ATAlok Tripathi
FollowNov 18, 2025 12:42:530
Report
0
Report
ATAlok Tripathi
FollowNov 18, 2025 12:40:350
Report
DKDARSHAN KAIT
FollowNov 18, 2025 12:36:120
Report
DKDARSHAN KAIT
FollowNov 18, 2025 12:35:530
Report
RRRakesh Ranjan
FollowNov 18, 2025 12:33:150
Report
DIDamodar Inaniya
FollowNov 18, 2025 12:32:300
Report