Back
सबुज सनातन पालि किसान सहकारी के सहयोग से फूल-फलों की खेती से अच्छी आय
ANAJAY NATH
Oct 16, 2025 16:45:51
Sambalpur, Odisha
ସବୁଜ ସନାତନ ପାଲି କୃଷକ ଉତ୍ପାଦକ କମ୍ପାନୀ ର ସହଯୋଗ ରେ ଛତୁ, ପନିପରିବା ଓ ଫୁଲ ଚାଷ କରି ଭଲ ରୋଜଗାର କରୁଛନ୍ତି ସନାତନ ପାଲି ର ଚାଷୀ | ବഹୁ ପୂର୍ବରୁ ସେମାନେ କେବଳ ଧାନ ଚାଷ ଉପରେ ନିର୍ଭରଶୀଳ ଥିଲେ | କିନ୍ତୁ ପରିଶ୍ରମ ତୁଳନା ରେ ବିଶେଷ ଲାଭ ହେଉ ନ ଥିଲା| କିନ୍ତୁ ପରବର୍ତ୍ତୀ ସମୟ ରେ ସବୁଜ ସନାତନ ପାଲି କୃଷକ ଉତ୍ପାଦକ କମ୍ପାନୀ ତରଫରୁ ଚାଷୀଙ୍କୁ ସହଯୋଗ ର ହାତ ବଢାଗଲା| ଲାଭକାରୀ ଫସଲ ଭାବେ ଛତୁ ଫୁଲ ଓ ପନିପରିବା ଦ୍ୱାରା ଭଲ ଲାଭ ହେବ ବୋଲି ଚାଷୀଙ୍କୁ କୁହାଗଲା ଓ ଭିତ୍ତଭୂମି ନିର୍ମାଣ ପାଇଁ ସହଯୋଗ କରାଗଲା| କିଭଳି ମଞ୍ଜି ଆସିବ ଏବଂ କିଭଳି ଭାବରେ ଚାଷ ହେବ ଓ ବିନା ମଧ୍ୟସ୍ତି ସହାୟତା ରେ ବିକ୍ରି ହୋଇପାରିବ ସେ ଦିଗରେ ଚାଷୀ ଙ୍କୁ ସହଯୋଗ କରାଗଲା ବୋଲି কୁହାଯାଇଥିଲା |ଏବେ ଚାଷୀ ମାନେ ସମସ୍ତ ଚାଷ ନିଜେ ନିଜେ କରୁଥିବା ବେଳେ ଭଲ ରୋଜଗାର କରିବା ସହ ପରିବାର ପ୍ରତିପୋଷଣ ରେ ମଧ୍ୟ ସହାୟକ ହେଉଛନ୍ତି|
2
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
NKNeeraj Kumar Gaur
FollowOct 16, 2025 20:00:285
Report
NKNeeraj Kumar Gaur
FollowOct 16, 2025 20:00:098
Report
तीन पुलिस अधिकारियों व एक कर्मचारी को ACB/EOW में प्रतिनियुक्ति पर भेजा गया Three Police Officers an
13
Report
NSNITIN SRIVASTAVA
FollowOct 16, 2025 19:00:4110
Report
AMAsheesh Maheshwari
FollowOct 16, 2025 19:00:299
Report
AMAsheesh Maheshwari
FollowOct 16, 2025 19:00:1312
Report
5
Report
AGAdarsh Gautam
FollowOct 16, 2025 18:47:589
Report
RGRupesh Gupta
FollowOct 16, 2025 18:47:4812
Report
NJNEENA JAIN
FollowOct 16, 2025 18:47:3614
Report
NJNEENA JAIN
FollowOct 16, 2025 18:47:2110
Report
AOAjay Ojha
FollowOct 16, 2025 18:46:586
Report
AJAvinash Jagnawat
FollowOct 16, 2025 18:46:4010
Report
PSPrince Suraj
FollowOct 16, 2025 18:46:187
Report
PSPrashant Shukla
FollowOct 16, 2025 18:46:077
Report