Back
संबलपुर में CII मॉडल कैरियर सेंटर का उद्घाटन, युवाओं को रोजगार के अवसर
ANAJAY NATH
Feb 16, 2026 11:01:30
Sambalpur, Odisha
ସମ୍ବଲପୁର କୌଶଳ କେନ୍ଦ୍ର ର ଉଦଘାଟନ କଲେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |ସମ୍ବଲପୁରର ଯୁବପିଢ଼ିଙ୍କ ପାଇଁ ବଡ଼ ଉପହାର|ସମ୍ବଲପୁରର ବିକାଶ ଏବଂ ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରିବା ଦିଗରେ ଗତକାଲି ଏକ 'ସି ଆଇ ଆଇ ମଡେଲ କ୍ୟାରିୟର ସେଣ୍ଟର' ସମ୍ବଲପୁର ରେ ଉଦଘାଟନ କରାଯାଇଥିଲା । ଏହି କେନ୍ଦ୍ର ପିଲାମାନଙ୍କର ଶିକ୍ଷା ଓ ରୁଚି ਅਨੁଯାୟୀ ସେମାନଙ୍କୁ ସଠିକ୍ କ୍ୟାରିୟର ପରାମର୍ଶ ଦେବ । ସି ଆଇ ଆଇ ର ବିଭିନ୍ନ ତାଲିମ ସହଯୋଗୀଙ୍କ ଜରିଆରେ ଆଧୁନିକ କୌଶଳ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ଅବସରରେ ଦକ୍ଷତା ପ୍ରଶିକ୍ଷଣ ପରେ ନିଯୁକ୍ତି ପତ୍ର ପାଇଥିବା ଯୁବପିଢ଼ିଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ସମ୍ବଲପୁରରେ Confederation of Indian Industry ସହାୟତାରେ ଅନେକ ପଦକ୍ଷେପ ନିଆଯାଇଛି । ସି ଆଇ ଆଇ ଏବଂ ଜିଟକୋ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁରର ୧୭ ଜଣ ପିଲା ମ୍ୟାନୁଫ୍ୟାକ୍ଚରିଂ ଏବଂ ହସ୍ପିଟାଲିଟି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଜାପାନ ଯିବେ । ଏହା ଦ୍ୱାରା ସମ୍ବଲପୁର ଏବେ ତା’ର କଳା, ସଂସ୍କୃତି ଏବଂ ହୀରାକୁଦ ବନ୍ଧ ସହ 'ଦକ୍ଷ ଶ୍ରମଶକ୍ତି' ପାଇଁ ଆନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ସୃଷ୍ଟି କରିବବୋଲି କହିଛନ୍ତି ମନ୍ତ୍ରୀ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
JGJugal Gandhi
FollowMar 07, 2026 14:35:390
Report
JGJugal Gandhi
FollowMar 07, 2026 14:35:330
Report
DSDurag singh Rajpurohit
FollowMar 07, 2026 14:35:190
Report
DRDamodar Raigar
FollowMar 07, 2026 14:35:030
Report
AMAbhishek Mathur
FollowMar 07, 2026 14:34:05Hapur, Uttar Pradesh:MID PTC- इलाके में पथराव से हड़कंप मच गया...स्थानीय लोगों ने पथराव की सूचना पुलिस को दी...मौके पर पहुंची पुलिस ने किसी तरह हालात पर काबू पाया
0
Report
RRRakesh Ranjan
FollowMar 07, 2026 14:32:54Noida, Uttar Pradesh:पीड़ित शाहरुख ने न्याय की गुहार लगाते हुए दबंगों की शिकायत पुलिस से की है
0
Report
KSKartar Singh Rajput
FollowMar 07, 2026 14:32:450
Report
PKPramod Kumar Gour
FollowMar 07, 2026 14:31:300
Report
AKAjay Kashyap
FollowMar 07, 2026 14:31:220
Report
RVRaunak Vyas
FollowMar 07, 2026 14:31:110
Report
PSPramod Sinha
FollowMar 07, 2026 14:30:450
Report
JGJugal Gandhi
FollowMar 07, 2026 14:30:270
Report
JGJugal Gandhi
FollowMar 07, 2026 14:30:080
Report
0
Report
0
Report