Back
Sambalpur Hospital में ऑपरेशन के दौरान पेट से कपड़ा निकलने का दावा, जांच शुरू
ANAJAY NATH
Feb 11, 2026 06:00:32
Sambalpur, Odisha
ପାଖାପାଖି ପାଞ୍ଚ ମାସ ପରେ ମହିଳାଙ୍କ ମଳଦ୍ୱାର ଦେଇ ବାହାରିଲା ଅପରେସନ ସମୟର କପଡା |ଏଭଳି ଏକ ଘଟଣା ଏବେ ସମ୍ବଲପୁରରେ ଚହଳ ସୃଷ୍ଟି କରିଛି | ସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର ମାସରେ ଜଣେ ମହିଳାଙ୍କ ସଦର ହସ୍ପିଟାଲ ରେ ଅପରେସନ ହୋଇଥିଲା|ସେ ସମୟରେ ଡାକ୍ତର କପଡା ପେଟ ଭିତରେଛାଡି ଦେଇଥିବା ଅଭିଯୋଗ କରିଛନ୍ତି ମହିଳା|ଯାହା କି ତାଙ୍କର ପେଟ ବ୍ୟଥା ହୋଇ ଅନେକ କଷ୍ଟ ଦେଉଥିଲା|ଯାହା କି ଏବେ ମଳଦ୍ୱାର ଦେଇ ବାହାରିଲା ସେହି ସମୟ ର ଅପରେସନ କପଡା | ମହିଳା ଜଣକ ଗତ ସେପ୍ଟେମ୍ବର ମାସରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅପରେସନ ହୋଇଥିଲେ ଓ ସେ ସମୟରେ ଏକ ଶିଶୁପୁତ୍ର ମଧ୍ୟ ଜନ୍ମ ଦେଇଥିଲେ ତେବେ ସେହି ସମୟରେ ତାଙ୍କ ପେଟ ଭିତରେ କପଡା ରହିଯାଇଥିବା ସେ ଅଭିଯୋଗ କରିଛନ୍ତି , ସେ କହିଛନ୍ତି ଯେ ଅପରେସନ ସମୟରେ ତାଙ୍କ ପେଟରେ କପଡା ଛାଡ଼ି ଦେଇଥିଲେ ଡାକ୍ତର ଫଳରେ ତାଙ୍କର ପ୍ରବଳ ପେଟ ବିନ୍ଧା ମଧ୍ୟ ହୋଇଥିଲା ମାତ୍ର ଏବେ ପାଖାପାଖି ୫ ମାସ ପରେ କପଡା ବାହାରିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି, ଅନ୍ୟପଟେ ଏହି ଘଟଣାକୁ ଗୁରୁତର ସହ ନେଇ ଜିଲ୍ଲା ଚିକିତ୍ସା ଅଧିକାରୀ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AOAjay Ojha
FollowFeb 11, 2026 07:37:020
Report
ASAshok Singh Shekhawat
FollowFeb 11, 2026 07:36:400
Report
NZNaveen Zee
FollowFeb 11, 2026 07:36:280
Report
DDDeepak Dwivedi
FollowFeb 11, 2026 07:36:130
Report
NSNeeraj Sharma
FollowFeb 11, 2026 07:36:050
Report
AAAkshay Anand
FollowFeb 11, 2026 07:35:50Noida, Uttar Pradesh:Afzal Ansari exclusive interview on Vande Mataram. समाजवादी पार्टी के सांसद अफजाल अंसारी ने वंदे मातरम के अनिवार्य बनाने पर सरकार पर आपत्ति जताई.
0
Report
DRDivya Rani
FollowFeb 11, 2026 07:34:590
Report
AAAkshay Anand
FollowFeb 11, 2026 07:34:45Noida, Uttar Pradesh:रेणुका चौधरी वन्देमातरम पर कहा इनको अब समझ आया है इस लिए नियम लाए है
0
Report
IAImran Ajij
FollowFeb 11, 2026 07:33:310
Report
HSHITESH SHARMA
FollowFeb 11, 2026 07:33:070
Report
RKRajesh Kumar Sharma
FollowFeb 11, 2026 07:32:590
Report
SSsubhash saheb
FollowFeb 11, 2026 07:32:300
Report
PKPushpender Kumar
FollowFeb 11, 2026 07:32:160
Report
RSRUPENDRA SHRIWASTVA
FollowFeb 11, 2026 07:31:470
Report
HSHITESH SHARMA
FollowFeb 11, 2026 07:31:410
Report