Back
सम्बलपुर महानगर में 75 बसों का संचालन, यात्री सुविधाओं में बड़ा इजाफा
ANAJAY NATH
Mar 13, 2026 13:31:56
Sambalpur, Odisha
ସମ୍ବଲପୁର ମହାନଗର ନିଗମ अଂଚଳ ରେ ନାହିଁ ଭଲ ଯାତ୍ରୀ ପ୍ରେକ୍ଷାଳୟ | ୫୦ଟି ଟାୂନ ବସ ସମ୍ବଲପୁର ମହାନଗର ନିଗମ ଅଂଚଳ ରେ ଚଳାଚଳ କରୁଥିଲେ ମଧ୍ୟ ନାହିଁ ଯାତ୍ରୀ ପ୍ରେକ୍ଷାଳୟ |ଢୋ ଢୋ ଖରା ରାସ୍ତା ଉପ ରେ ଛାତ୍ରଛାତ୍ରୀ ଟାୌନ ବସ କୁ ଅପେକ୍ଷା କରୁଛନ୍ତି |ଅତ୍ୟଧିକ ଖରା ବର୍ଷା ଓ ଶୀତ କାରଣ ରୁ ଅନେକ ସମୟରେ ଦେହ ମଧ୍ୟ ଖରାପ ହୋଇଯାଉଥିବା ର ଅଭିଯୋଗ ହୋଇଛି | ଏବେ ୫୦ ଟି ବସ ଚଳାଚଳ କରୁଥିବା ବେଳେ ଆଗାମୀ ସମୟରେ ଆହୁରି ୨୫ ଟି ନୁଆଁ ବସ ଚଳାଚଳ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି |ଏହାଦ୍ୱାରା ଯାତାୟାତ ରେ ଅନେକ ସୁବିଧା ହେବ |ଏହା ସହ ମହାନଗର ନିଗମ ଅଂଚଳ ରେ ୨୫ ଟି ବସ ଷ୍ଟପ ବା ଯାତ୍ରୀ ପ୍ରେକ୍ଷାଳୟ ପାଇଁ ମଧ୍ୟ ଜଗା ଚି଼ହ୍ନଟ କରାଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ | ବର୍ତମାନ ୫୦ ବସ ଚଳାଚଳ କରୁଛି ଆଉ ୨୫ ଯୋଡି ହେଲେ ସର୍ବମୋଟ ଟାୌନ ବସ ସଂଖ୍ୟା ୭୫ ହେବ |କିନ୍ତୁ ତା ସହ ଜାଗା ଚି଼হନଟ କରି ତୁରନ୍ତ ବସ ଷ୍ଟପ ବା ଯାତ୍ରୀ ପ୍ରେକ୍ଷାଳୟ ତିଆରି କରିବା ପାଇଁ ସାଧାରଣ ରେ ଦାବୀ ହେଉଛି |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
GPGovind Prasad Pandey
FollowMar 13, 2026 14:20:16Noida, Uttar Pradesh:Woman in Brazil catches a falling dog with a cardboard box
0
Report
DVDinesh Vishwakarma
FollowMar 13, 2026 14:20:040
Report
PKPRINCE KUMAR KUSHWAHA
FollowMar 13, 2026 14:19:5076
Report
KSKartar Singh Rajput
FollowMar 13, 2026 14:19:3738
Report
HSHITESH SHARMA
FollowMar 13, 2026 14:19:1839
Report
RKRishikesh Kumar
FollowMar 13, 2026 14:19:06107
Report
DRDivya Rani
FollowMar 13, 2026 14:18:5191
Report
DRDamodar Raigar
FollowMar 13, 2026 14:18:1941
Report
DGDeepak Goyal
FollowMar 13, 2026 14:18:08103
Report
ACAshish Chaturvedi
FollowMar 13, 2026 14:17:5827
Report
GPGovind Prasad Pandey
FollowMar 13, 2026 14:17:42Noida, Uttar Pradesh:सच्चा प्रेम वही है जो उम्र के आखिरी पड़ाव तक हाथ थामे रखे।
52
Report
ASABHISHEK SHARMA1
FollowMar 13, 2026 14:17:3256
Report
ASANIMESH SINGH
FollowMar 13, 2026 14:17:1887
Report