Back
सम्बलपुर बार एसोसिएशन ने दो दलों को एकजुट करने की बड़ी तैयारी की
ANAJAY NATH
Oct 26, 2025 15:15:45
Sambalpur, Odisha
ରାଜ୍ୟ ରେ ଦୁଇ ଭାଗ ହୋଇ ଯାଇଥାଇଥିବା ଅଲ ଓଡିଶା ଲୟର୍ସ ଏସୋସିଏସନ କୁ ଗୋଟିଏ ସୁତା ରେ ଯୋଡିବା ପାଇଁ ସମ୍ବଲପୁର ବାର ଏସୋସିଏସନ ର ପ୍ରୟାସ |ଦୀର୍ଘ ଆଠ ନ ବର୍ଷ ହେବ ଛତ୍ରପୁର କନଫରେନ୍ସ ରେ ଅଲ ଓଡିଶା ଲୟର୍ସ ଏସୋସିଏସନ ଦୁଇ ଭାଗ ଙ୍କୁ ଏକାଠି କରି ଗୋଟିଏ ଦଳ କରି ସେତୁ ବାନ୍ଧିବା ର ଦାୟିତ୍ୱ ନେଇଛି ସମ୍ବଲପୁର ବାର ଏସୋସିଏସନ | କିଭଳି ଭାବେ ଦୁଇ ଦଳ ଙ୍କୁ ଏକାଠି କରି ସେତୁ ବାନ୍ଧିବା ର ଦାୟିତ୍ୱ ନେଇଛି ସମ୍ବଲପୁର ବାର ଏସୋସିଏସନ |ଆଜି ସମ୍ବଲପୁର ବାର କାର୍ଯ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କୁହାଯାଇଛି ଯେ ଗୋଟିଏ ଦଳ ନିଜେ ସମ୍ବଲପୁର ରେ ଉପସ୍ଥିତ ରହିଥିବା ବେଳେ ଅନ୍ୟ ଦଳ ଫୋନ ମାଧ୍ୟମରେ ସହମତି ପ୍ରକାଶ କରିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ବାର ଏସୋସିଏସନ ସଭାପତି ପ୍ରଦୀପ ବହିଦାର |ସେ ଆଶା କରିଛନ୍ତି ଖୁବ ଶୀଘ୍ର ଲିଖିତ ପ୍ରତିଶ୍ରୁତି ମଧ୍ୟ ମିଳିଯିବ |ଆଉ ଯଦି ସମ୍ବଲପୁର ବାର ଏସୋସିଏସନ ର ଉଦ୍ୟମ ରେ ଯଦି ରାଜ୍ୟ ରେ ଗୋଟିଏ ଅଲ ଓଡିଶା ବାର ଏସୋସିଏସନ ହୁଏ ତା ହେଲେ ଏଥର ସମ୍ବଲପୁର ରେ ଅଲ ଓଡିଶା ଲୟର୍ସ କନଫରେନ୍ସ ହୁଏ ବୋଲି ସୂଚନା ଦିଆଯାଇଛି |
Byte - ପ୍ରଦୀପ ବହିଦାର, ସଭାପତି,ସମ୍ବଲପୁର ବାର ଏସୋସିଏସନ
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
मुख्यमंत्री विष्णुदेव साय ने दीपावली मिलन समारोह में दिव्यांग बच्चों के साथ बांटी खुशियां CM Vishnud
0
Report
DMDILEEP MISHRA
FollowOct 26, 2025 18:09:271
Report
SSSAPPA SAHIL NAHERUDINBHAI
FollowOct 26, 2025 18:09:170
Report
DBDevender Bhardwaj
FollowOct 26, 2025 18:09:060
Report
VKVijay1 Kumar
FollowOct 26, 2025 18:08:190
Report
LSLaxmi Sharma
FollowOct 26, 2025 18:08:020
Report
RSRAJEEV SHARMA
FollowOct 26, 2025 18:07:490
Report
VPVinay Pant
FollowOct 26, 2025 18:07:330
Report
RZRajnish zee
FollowOct 26, 2025 18:07:220
Report
DBDURGESH BISEN
FollowOct 26, 2025 18:07:080
Report
MDMahendra Dubey
FollowOct 26, 2025 18:06:440
Report
0
Report
RKRANJAN KUMAR
FollowOct 26, 2025 18:06:290
Report
SYSHRIPAL YADAV
FollowOct 26, 2025 18:06:140
Report
RKRaj Kishore Soni
FollowOct 26, 2025 18:06:010
Report
