Back
कार्तिक पूर्णिमा पर भक्तों की भीड़: मंदिरों में भक्तिभाव और दान-धर्म दिखा
ANAJAY NATH
Nov 05, 2025 13:32:50
Sambalpur, Odisha
ଆଜି ପବିତ୍ର କାର୍ତିକ ପୂର୍ଣମୀ| ଏହି ଅବସରରେ ଏ ଧରାଧାମ ର ପରିବେଶ ଚାରିଆଡେ ଭକ୍ତିମయ| ସମ୍ବଲପୁର ମଧ୍ୟ ଏହି ଭକ୍ତିମୟ ପରିବେଶ ରୁ ବାଦ ପଡି ନାହିଁ | ପବିତ୍ର କାର୍ତ୍ତିକ ପୂର୍ଣମୀ ଅବସରରେ କେଉଁଠି ଭଜନ କୀର୍ତନ ହେଉଛି ତ କେଉଁଠି ମହାନଦୀ ଘାଟରେ ବୋଇତ ବନ୍ଦାଣ ହେଉଛି ତ କେଉଁଠି ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମନ୍ଦିରରେ ଦିଅଁ ଦର୍ଶନ କରିବା सହ ପ୍ରସାଦ ସେବନ ମଧ୍ୟ କରୁଛନ୍ତି | ଆଜି ବଡି ଭୋର ସକାଳୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସହ ଭଜନ କୀର୍ତନ ରେ ସାମିଲ ହୋଇଥିଲେ|ମାନ୍ୟତା ରହିଛି କାର୍ତିକ ମାସ ହେଉଛି ସବୁଠାରୁ ପୁଣ୍ୟ ମାସ |ମାସ ସାରା ପୂଜାଧ୍ବଜା ଦାନ ଧର୍ମ ରେ ବ୍ୟତୀତ କରିବା କଥା କିନ୍ତୁ ଆଜିକାଲି ସମୟରେ ବ୍ୟସ୍ତ ତମ ଜୀବନ ରେ ମାସ ସାରା ନ ହେଲେ ମଧ୍ୟ ଗୋଟିଏ ଦିନ ଏହି ପୂର୍ଣମୀ ଦିନ ରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦାନ ଧର୍ମ,ମନ୍ଦିର ଦର୍ଶନ,ବୋଇତ ବନ୍ଦାଣ କରୁଛନ୍ତି|ଏହା ଦ୍ୱାରା ପରିବାର ରେ ସୁଖ ସମୃଦ୍ଧି ବିରାଜମାନ ହୋଇଥାଏ ବୋଲି କୁହାଯାଏ|
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
NSNiroj Satapathy
FollowNov 05, 2025 15:03:560
Report
NTNagendra Tripathi
FollowNov 05, 2025 15:03:140
Report
ASAVNISH SINGH
FollowNov 05, 2025 15:02:420
Report
ASAVNISH SINGH
FollowNov 05, 2025 15:02:290
Report
HBHeeralal Bhati
FollowNov 05, 2025 15:02:030
Report
GSGajendra Sinha
FollowNov 05, 2025 15:01:290
Report
0
Report
AYAMARJEET YADAV
FollowNov 05, 2025 15:01:090
Report
NMNitesh Mishra
FollowNov 05, 2025 15:00:530
Report
NMNitesh Mishra
FollowNov 05, 2025 15:00:250
Report
0
Report
ASAshutosh Sharma1
FollowNov 05, 2025 14:54:210
Report
OBOrin Basu
FollowNov 05, 2025 14:53:540
Report
PSPradeep Soni
FollowNov 05, 2025 14:53:390
Report
ACAshish Chauhan
FollowNov 05, 2025 14:53:220
Report