Back
पश्चिम ओड़िशा विकास परिषद के स्थायी अध्यक्ष पद पर नियुक्ति अब तक नहीं
ANAJAY NATH
Mar 22, 2026 11:33:52
Sambalpur, Odisha
ଆଉ କେବେ ପୂରଣ ହେବ ପଶ୍ଚିମ ଓଡିଶା ବିକାଶ ପରିଷଦ ର ସ୍ଥାୟୀ ଅଧ୍ୟକ୍ଷ ପଦ ? ପଶ୍ଚିମ ଓଡ଼ିଶାରେ କେବେ ହେବ WODC ର କାର୍ଯ୍ୟାଳୟ?୧୯୯୯ ମସିହାରେ ପଶ୍ଚ୍ଚିମ ଓଡିଶା ବାସୀଙ୍କର ମୌଳିକ ସମସ୍ୟାର ସମାଧାନ ପାଇଁ ୧୦ ଟି ଜିଲ୍ଲା କୁ ନେଇ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହୋଇଥିଲା |ଲକ୍ଷ ଥିଲା ସନ୍ତୁଳନ ରକ୍ଷା କରିବା |କିନ୍ତୁ ସନ୍ତୁଳନ କଣ ହେବ ବିକାଶ ପରିଷଦ ଗଠନ ହେବାର ୨୭ ବର୍ଷ ବିତିଗଲେ ମଧ୍ୟ ମୌଳିକ ସମସ୍ୟା ରେ ଘାଣ୍ଟି ହେଉଛନ୍ତି ଅଂଚଳ ବାସୀ |ବିକାଶ ପରିଷଦ ଗଠନ ହେବା ପରେ ତାହା ଭୁବନେଶ୍ୱର ରୁ ପରିଚାଳିତ ହେଉଛି |ପଶ୍ଚିମ ଓଡ଼ିଶାରେ ନାହ୍ଁଁ ବିକାଶ ପରିଷଦ ର କାର୍ଯ୍ୟାଳୟ |ତା ସହ ଦୁଇ ବର୍ଷ ହେବ ନୁଆଁ ବିଜେପି ସରକାର ରାଜ୍ୟ ଭାର ସମ୍ଭାଳୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ଅଧ୍ୟକ୍ଷ ପଦ ନିଯୁକ୍ତ କରି ପାରି ନାହାନ୍ତି |ଏନେଇ ପଶ୍ଚିମାଞ୍ଚଲ ରେ ଏକ ପ୍ରକାର ବିରୋଧଭାସ ଦେଖିବାକୁ ମିଳୁଛି |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
CSChandrashekhar Solanki
FollowMar 22, 2026 12:33:580
Report
NSNivedita Shukla
FollowMar 22, 2026 12:33:190
Report
IKIsateyak Khan
FollowMar 22, 2026 12:33:010
Report
RSRajkumar Singh
FollowMar 22, 2026 12:32:440
Report
TCTanya chugh
FollowMar 22, 2026 12:32:240
Report
KCKULDEEP CHAUHAN
FollowMar 22, 2026 12:32:000
Report
PKPravesh Kumar
FollowMar 22, 2026 12:31:480
Report
MTMD. TARIQ
FollowMar 22, 2026 12:31:320
Report
PPPraveen Pandey
FollowMar 22, 2026 12:31:220
Report
ASAJEET SINGH
FollowMar 22, 2026 12:31:090
Report
JPJai Prakash
FollowMar 22, 2026 12:30:450
Report
0
Report