Back
पान दिवस मनाकर कालम परिवार ने सांस्कृतिक धरोहर उजागर की
ANAJAY NATH
Feb 27, 2026 04:49:50
Sambalpur, Odisha
କଲମ ପରିବାର ତରଫରୁ ଆୟୋଜିତ ହେଲା ପାନ ଦିବସ |ଚାରି ବର୍ଷ ହେବ ଏହି ଦିନ ଫେବୃଆରୀ ୨୬ ତାରିଖ କୁ ସମ୍ବଲପୁର କଲମ ପରିବାର ତରଫରୁ ପାନ ଦିବସ ଭାବ ରେ ପାଳନ କରାଯାଉଛି |ଏହି ଅବସରରେ ସମସ୍ତ ଙ୍କୁ ପାନ ଦିଆଯିବା ସହ ପାନ କୁ ନେଇ କବିତା ଆବୃତ୍ତି କରାଯାଇଥିଲା |ପୂର୍ବ ଭଳି ଆଉ ପାନ ଦୋକାନ ପ୍ରାୟତଃ ବନ୍ଦ ହେବା କୁ ବସିଲାଣି |କାଁ ଭାଁ ସହରାଞ୍ଚଳ ରେ ପାନ ଦୋକାନ ରହିଥିବା ବେଳେ ଏବେ ଗ୍ରାମାଞ୍ଚଳ ର ମଧ୍ୟ ସମାନ ସ୍ଥିତି | ଭାରତୀୟ ସଂସ୍କୃତି ଓ ପରମ୍ପରା ର ପରିଚୟ ହେଉଛି ପାନ |ସେ ଅତିଥି ସତ୍କାର ହେଉ କିମ୍ବା ବିବାହ ବ୍ରତ ସବୁଠି ପାନ ର ଉପଯୋଗ ରହିଛି | ପୂଜା ପାଇଁ ଭଗବାନ ଙ୍କ ଠାରେ ମଧ୍ୟ ପାନ ର ବ୍ୟବହାର ହୋଇଥାଏ |ତଥାପି ଆଉ ଆଗ ଭଳି ପାନ ର ବ୍ୟବହାର କମି କମି ଯାଉଛି |ସେଥିପାଇଁ ଏଭଳି ପ୍ରୟାସ ବୋଲି କହିଛନ୍ତି ଆୟୋଜକ | Bite - ସିଦ୍ଧିସ୍ୱରୂପା ପାଢ଼ୀ,କବୟିତ୍ରୀ Bite - ସୁଷମା ହୋତା,
Bite - ଡକ୍ଟର ଶ୍ୟାମ ସୁନ୍ଦର ଧର, ସଂସ୍କୃତି ଗବେଷକ Bite - ତଫିଜୁଲ ହୋସେନ,କଲମ ପରିବାର
END
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ANAbhishek Nirla
FollowFeb 27, 2026 06:04:470
Report
JPJai Pal
FollowFeb 27, 2026 06:04:350
Report
PKPravesh Kumar
FollowFeb 27, 2026 06:04:220
Report
MSMAYUR SHUKLA
FollowFeb 27, 2026 06:04:040
Report
CSChandrashekhar Solanki
FollowFeb 27, 2026 06:03:550
Report
JGJugal Gandhi
FollowFeb 27, 2026 06:02:470
Report
PSPramod Sharma
FollowFeb 27, 2026 06:02:260
Report
RVRajat Vohra
FollowFeb 27, 2026 06:02:120
Report
SKSantosh Kumar
FollowFeb 27, 2026 06:01:480
Report
JGJugal Gandhi
FollowFeb 27, 2026 06:01:300
Report
JGJugal Gandhi
FollowFeb 27, 2026 06:01:150
Report
0
Report
LSLaxmi Sharma
FollowFeb 27, 2026 06:00:540
Report
SKSantosh Kumar
FollowFeb 27, 2026 06:00:310
Report
WMWaqar Manzoor
FollowFeb 27, 2026 05:45:110
Report