Back
संबलपुर के मानेश्वर ब्लॉक में 100 रुपए में पोषणीय कैफे, छात्र-छात्राओं को सस्ते भोजन
ANAJAY NATH
Oct 31, 2025 13:54:14
Sambalpur, Odisha
ମାତ୍ର ୧୦୦ ଟଙ୍କା ରେ ମଟନ ମିଲ|ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ ଧମା ଠାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ରେ ହୋଇଥିବା ସୁଭଦ୍ରା କାଫେ ରେ ମିଳୁଛି ଆମିଷ ଭୋଜନ ମାତ୍ର ଶହେ ଟଙ୍କା ରେ | ସେ ମାଛ ହେଉ କି ମାଂସ,ମାତ୍ର ଶହେ ଟଙ୍କା ହେଉଛି ମାତ୍ର ଗୋଟିଏ ମିଲ ର ମୂଲ୍ୟ |ଏହାର ପରିଚାଳନା କରୁଛନ୍ତି ମା ମେଟାକାନି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା |ଆଗରୁ ସେମାନେ ପନିପରିବା ଚାଷ ସହ ଅନ୍ୟାନ୍ୟ ବ୍ୟବସାୟ କରୁଥିଲେ,କିନ୍ତୁ କ୍ଷତି ସହୁଥିଲେ| ମିଶନ ଶକ୍ତି ବିଭାଗ ତାଙ୍କୁ କାଫେ ଖୋଲିବା ପାଇଁ ପ୍ରେରଣା ଯୋଗାଇଥିଲେ| ଅଗଷ୍ଟ ଏକ ତାରିଖ ରୁ ଆରମ୍ଭ ହୋଇଥିବା ଏହି କାଫେ ଏବେ ଛାତ୍ରଛାତ୍ରୀ ଙ୍କ ସହ ପର୍ଯ୍ୟଟକ ଙ୍କ ପାଇଁ ଭଲ ଚାଲୁଥିବା ସୂଚନା ମିଳିଛି| ପାଖରେ ପ୍ରସିଦ୍ଧ ବକ୍ର ମନ୍ଦିର ହୁମା ଓ ମା ମେଟାକାନି ଙ୍କ ମନ୍ଦିର ରହିଛି| ପର୍ଯ୍ୟଟନ ର ସୁବିଧା ମଧ୍ୟ ରହିଛି| ତା ସହ ଅନତି ଦୂରରେ ରହିଛି ମା ଝଡ଼େଶ୍ୱରୀ ମହାବିଦ୍ୟାଳୟ| ଛାତ୍ରଛାତ୍ରୀ ଙ୍କୁ ଅତି ସୁଲଭ ମୂଲ୍ୟ ରେ ୩୦ ଟଙ୍କା ରେ ମଧ୍ୟ ଖାଦ୍ୟ ଯୋଗାଉଛି ଏହି କାଫେ| ତା ସହ ଆମିଷ ଖାଦ୍ୟ ମଧ୍ୟ ମାତ୍ର ଶହେ ଟଙ୍କା ରେ ଦିଆଯାଉଛି| ଏବେ ପୂର୍ବ ଅପେକ୍ଷା ଭଲ ରୋଜଗାର ହେଉଥିବା କହିଛନ୍ତି ମା ମେଟାକାନି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ|
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
कोरबा के पासरखेत में 13 फीट का विशालकाय किंग कोबरा: ग्रामीणों में दहशत, वन विभाग ने किया सुरक्षित रे
0
Report
0
Report
SJSantosh Jaiswal
FollowOct 31, 2025 19:03:020
Report
ADASHISH DWIVEDI
FollowOct 31, 2025 19:02:470
Report
KLKANHAIYA LAL SHARMA
FollowOct 31, 2025 19:02:310
Report
RKRampravesh Kumar
FollowOct 31, 2025 19:02:130
Report
RKRakesh Kumar Bhardwaj
FollowOct 31, 2025 19:01:530
Report
PCPranay Chakraborty
FollowOct 31, 2025 19:01:380
Report
HHHarvinder Harvinder
FollowOct 31, 2025 19:01:230
Report
VKVIJAY KUMAR2
FollowOct 31, 2025 19:00:560
Report
NCNITIN CHAWRE
FollowOct 31, 2025 19:00:410
Report
NCNITIN CHAWRE
FollowOct 31, 2025 19:00:160
Report
RKRakesh Kumar
FollowOct 31, 2025 18:48:450
Report
HBHemang Barua
FollowOct 31, 2025 18:48:220
Report
VKVIJAY KUMAR2
FollowOct 31, 2025 18:48:080
Report
 Dr Kamal Kishor Sharma
Dr Kamal Kishor Sharma Shiv Srivastava
Shiv Srivastava