Back
संबलपुर में राष्ट्रीय नाटक उत्सव श्री रंग समागम 2026 तीन दिनों के लिए शुरू
ANAJAY NATH
Mar 14, 2026 12:18:27
Sambalpur, Odisha
ସମ୍ବଲପୁର ରେ ମାର୍ଚ୍ଚ ୨୧ ରୁ ୨୩ ଜାତୀୟ ନାଟ୍ୟ ଉତ୍ସବ - ଶ୍ରୀରଙ୍ଗ ସମାଗମ|ଶ୍ରୀକଲଚରାଲ ଏସୋସିଏସନ୍, ସମ୍ବଲପୁର ଆନୁକୂଳ୍ୟରେ ଚଳିତ ମାର୍ଚ୍ଚ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ତପସ୍ୱିନୀ ପ୍ରେକ୍ଷାଳୟ (ପାନ୍ଥ ନିବାସ ନିକଟ) ଠାରେ ଆୟୋଜିତ ହେବ ଜାତୀୟ ନାଟ୍ୟ ଉତ୍ସବ ‘ଶ୍ରୀରଙ୍ଗ ସମାଗମ’ -୨୦୦୬ । ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଥିବା ବେଳେ ଏଥିରେ ସହଯୋଗ କରୁଛନ୍ତି ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ଼ ।
ତିନି ଦିନବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ଜାତୀୟ ନାଟ୍ୟ ଉତ୍ସବରେ ପ୍ରତ୍ୟେକ ସନ୍ଧ୍ୟା ୭ଘ. ସମୟରେ କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ଅତି ସଂକ୍ଷିପ୍ଟ ସଭା କାର୍ଯ୍ୟ ପରେ ପରେ ପ୍ରତ୍ୟେକ ଗୋଟିଏ ପୂର୍ଣ୍ଣାଙ୍ଗ ନାଟକ ପ୍ରଦର୍ଶିତ ହେବ ।
ଉଦ୍ଘାଟନୀ ସନ୍ଧ୍ୟାରେ ଲାବଣ୍ୟ ଥିଏଟର ଭୁବନେଶ୍ୱର ଦ୍ୱାରା ପ୍ରଦର୍ଶିତ ହେବ ଡ. ନାରାୟଣ ସାହୁଙ୍କ ରଚିତ ଓ ସତ୍ୟ ଜୋନାଙ୍କ ନିର୍ଦେଶିତ ଓଡ଼ିଆ ନାଟକ ‘ଅନାଗତ’ ।
ଦ୍ୱିତୀୟ ଦିନ ଅର୍ଥାତ୍ ୨୨ ମାର୍ଚ୍ଚରେ ଇନ୍ଷ୍ଟିଚ୍ୟୁଟ ଅଫ୍ ଫେକ୍ଚୁଏଲ ଥିଏଟର ଆର୍ଟସ୍, କୋଲାକାତା ପଶ୍ଚିମବଙ୍ଗ ଦ୍ୱାରା ବଙ୍ଗଳା ନାଟକ ‘ଡଲିଆ’ ପ୍ରଦର୍ଶିତ ହେବ ।
ରବୀନ୍ଦ୍ରନାଥ ଟେଗୋରଙ୍କ ମୂଳ କାହାଣୀକୁ ନାଟ୍ୟ ରୂପ ଦେଇଛନ୍ତି ହୃଷିକେଶ ସୁଲଭ ଓ ନିର୍ଦେଶନା ଦେଇଛନ୍ତି ଦେବାଶିଷ ଦତ୍ତ ।
ତେଣୁ ୨୩ ତାରିଖ ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହେବ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ନିର୍ଦେଶିତ ଓ ରଚିତ ସମ୍ବଲପୁରୀ ନାଟକ ‘ଦାମୁର୍’, ଯାହାକୁ ପରିବେଷଣ କରିବେ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ, ଖରିଆର, ନୂଆପଡ଼ା ଓଡ଼ିଶା ।
୨୦ ତାରିଖ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ସମୟରେ ଏକ ନାଟ୍ୟ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହେବ ।
ଏହି ଜାତୀୟ ନାଟ୍ୟ ଉତ୍ସବ ଅବସରରେ ଚଳିତ ବର୍ଷ ଓଡ଼ିଶାର ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ସମ୍ବଲପୁରର ବିଶିଷ୍ଟ ଅଭିନେତା o ନିଦେ୍ର୍ଦଶକ ଶ୍ରୀ ପ୍ରଦୀପ କୁମାର ପଣ୍ଡାଙ୍କୁ ‘ଶ୍ରୀ ନାଟ୍ୟ ସମ୍ମାନ’ ପ୍ରଦାନ କରାଯିବାକୁ ସ୍ଥିରୀକୃତ ହୋଇଥିବା ବେଳେ ଅଭିନେତ୍ରୀ ସାଧନା ବହିଦାରଙ୍କ ସ୍ମୃତିରେ ‘ସାଧନା ସମ୍ମାନ’ ପ୍ରଦାନ କରାଯିବ ବରଗଡ଼ର ବିଶିଷ୍ଟ ଅଭିନେତ୍ରୀ କନକ ଡନ୍ସନାଙ୍କୁ ।
ସେହିପରି ‘ଡ. ପଞ୍ଚାନନ ମିଶ୍ର ସ୍ମୃତି ସମ୍ମାନ’ରେ ସମ୍ମାନିତ ହେବେ ଚର୍ଚ୍ଚିତ ମଞ୍ଚ ଅଭିନେତା ସୁନ୍ଦରଗଡ଼ର ଶ୍ରୀ ବିଜୟ କୁମାର ମହାରଣା ।
ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ନିଃଶୁଳ୍କ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
GPGovind Prasad Pandey
FollowMar 14, 2026 13:33:290
Report
BPBHUPESH PRATAP
FollowMar 14, 2026 13:33:15Greater Noida, Uttar Pradesh:ग्रेटर नोएडा के बीटा 2 थाना क्षेत्र में दबंगों ने गाड़ी हटाने के विवाद में जमकर मारपीट की।
0
Report
KKKRISNDEV KUMAR
FollowMar 14, 2026 13:33:03Noida, Uttar Pradesh:बीजेपी के प्रदेश मंत्री अभिजात मिश्र ने सीएम योगी को लिखी चिट्ठी ।और SI भरती के प्रश्नों में गलत संदर्भ में पंडित शब्द के इस्तेमाल पर आपत्ति जताते हुए कार्रवाई की मांग की
0
Report
कृष्णनगर के स्वास्थ्य कर्मियों ने 11 लाख इनसेंटिव धोखाधड़ी का आरोप, डेटा अपलोड नहीं होने से प्रदर्शन
ADAnup Das
FollowMar 14, 2026 13:32:440
Report
KKKRISNDEV KUMAR
FollowMar 14, 2026 13:32:29Noida, Uttar Pradesh:crocodile ptc Ajay kashyap zee media bareilly
0
Report
NTNagendra Tripathi
FollowMar 14, 2026 13:31:510
Report
GPGovind Prasad Pandey
FollowMar 14, 2026 13:31:28Noida, Uttar Pradesh:If you want to rule this world, then it is very important to have compassion in your heart, that too towards the mute animals
0
Report
KKKRISNDEV KUMAR
FollowMar 14, 2026 13:31:180
Report
GPGovind Prasad Pandey
FollowMar 14, 2026 13:31:100
Report
KKKRISNDEV KUMAR
FollowMar 14, 2026 13:30:570
Report
0
Report
BTBrajesh Tiwari
FollowMar 14, 2026 13:30:430
Report
0
Report
GPGovind Prasad Pandey
FollowMar 14, 2026 13:30:34Noida, Uttar Pradesh:Teachers like him make every school better
0
Report