Back
श्री मन्दिर में बैनकालीग नीति: शाम छह से रात दस बजे तक दर्शन बंद
SMSanjay Mohapatra
Mar 05, 2026 09:01:40
Puri, Odisha
() ଆଜି ଗୁରୁବାର ଚୈତ୍ର କୃଷ୍ଣ ଦ୍ବିତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦିବ୍ୟ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନିତି ଅନୁଷ୍ଠିତ ହେବ ଏଥିପାଇଁ ସଂନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଆପାତତଃ ୪ଘଣ୍ଟା ଶ୍ରୀବିଗ୍ରହଙ୍କ ଦର୍ଶନ ବନ୍ଦ ରହିବ । ଦ୍ଵିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଏହା ନୀତି ଆରମ୍ଭ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । हिंदी, ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହେବ । ବନକଲାଗି ନୀତି ପରେ ମହାପ୍ରଭୁଙ୍କର ମହାସ୍ନାନ ହେବ । ଏହାପରେ ରାତି ୧୦ଟା ପରେ ପୁଣି ମହାପ୍ରଭୁଙ୍କ ନିତି କାନ୍ତି ଆରମ୍ଭ ହେବା ସହ ଦର୍ଶନ ଆରମ୍ଭ ହେବ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
ASAshok Singh Shekhawat
FollowMar 05, 2026 10:20:290
Report
SGSatpal Garg
FollowMar 05, 2026 10:20:090
Report
MPManish Purohit
FollowMar 05, 2026 10:19:280
Report
RNRajesh Nilshad
FollowMar 05, 2026 10:19:120
Report
SPSatya Prakash
FollowMar 05, 2026 10:19:030
Report
VRVIJAY RANA
FollowMar 05, 2026 10:18:530
Report
SSSHAILENDAR SINGH THAKUR
FollowMar 05, 2026 10:18:290
Report
DKDAVESH KUMAR
FollowMar 05, 2026 10:18:110
Report
AAAkshay Anand
FollowMar 05, 2026 10:17:390
Report
ASASHISH SRIVASTAVA SUL
FollowMar 05, 2026 10:17:260
Report
HDHARSH DWIVEDI
FollowMar 05, 2026 10:17:030
Report
KSKartar Singh Rajput
FollowMar 05, 2026 10:16:480
Report
DCDhruv Chaudhary
FollowMar 05, 2026 10:15:540
Report