Back
साहियत का दूसरा दिन: मंदिरों में पुजारियों और नृत्य की परंपरा जारी
SMSanjay Mohapatra
Mar 29, 2026 13:34:32
Puri, Odisha
ସାହିଯାତର ଆଜି ହେଉଛି ଦ୍ଵିତୀୟ ଦିନ । ରାବଣ ସୈନ୍ୟବଳ କଳନା କଲେ ନାକ-କାନ । ସାହିଯାତ ପର୍ବର ଥିଲା ଦ୍ଵିତୀୟ ଅର୍ଘ୍ୟ । ମାଟିମଣ୍ଡପ ସାହି ଉତ୍ତରକାଳୀ ଆଖେଡ଼ାରୁ ବିଳମ୍ବିତ ରାତିରେ ନିଶାଣ ବାହାରିଥିଲା । ଦକ୍ଷିଣକାଳୀ ମନ୍ଦିରରେ ନିଶାଣ ପହଞ୍ଚିବା ପରେ ପୂଜାର୍ଚ୍ଚନା ହୋଇଥିଲା । ଉତ୍ତରକାଳୀ ଆଖଡ଼ାରୁ ସ୍ଥାନିକ ଭୂଆସିକା ତଥା ପଲଟନ ବାହାରିଥିଲା । ଆଠ ସାହି ଆଖଡ଼ାର ମୁରବିମାନେ ମାଟିମଣ୍ଡପ ସାହିର ବାଦି ସାହି କାଳିକାଦେବୀ ସାହିକୁ ଯାତରେ ବାହାରିଥିଲା । ବୀରବାଦ୍ୟ ରେ ନାଗାନୃତ୍ୟ ଦେଖିବା ଲାଗି ସାହିଯାତର ଦ୍ବିତୀୟ ଦିନ ସାହି ଗଳିକନ୍ଦିରେ ପ୍ରବଳ ଭିଡ ଜମିଥିଲା ।
ବାଇଟ୍- ରବିନ୍ଦ୍ର ବେହେରା, ନାଗା ମେଢ
ବାଇଟ୍- ଶୁଭଙ୍କର ଦାସ, କାଳୀମେଢ
(ଭିଓ୨) ସେପଟେ ଏହି ପାରମ୍ପରିକ ଦୃଶ୍ୟ ଦେଖିବା ପାଇଁ ଜମିଥିଲେ ସାହିବାସିନ୍ଦା। ନିଜ ପିଣ୍ଡା ଉପରେ ବସି ରହି ବିଳମ୍ବିତ ରାତି ପର୍ୟ୍ୟନ୍ତ ମେଢ଼ ଓ ସାହିଯାତର ଆଗମନକୁ ଅପେକ୍ଷା କରି ରହିଥିଲେ। ଯାତରେ ଆକର୍ଷଣ ସାଜିଥିଲେ ନାକ ଓ କାନ ତଥା ସୁବାହୁ ଓ ମାରୀଚ। ହରଚଣ୍ଡୀ ସାହିର ‘ଯଜ୍ଞ ରକ୍ଷା’ ପର୍ବ ପ୍ରଦର୍ଶିତ ହୋଇଥିଲା ।
ବାଇଟ୍- ଲକ୍ଷ୍ମୀ କାନ୍ତ ରଥ, ସାହି ମୁରବୀ
(ଫାଭିଓ) ସାହିଯାତ ଶ୍ରୀମନ୍ଦିର ପରମ୍ପରାର ଏକ ଅନନ୍ଯ ପରମ୍ପରା । ଏହା ଶ୍ରୀମନ୍ଦିର ପରମ୍ପରା ସହିତ ଜଡିତ । ସାହିଯାତ ଦେଇଥାଏ ଶ୍ରୀକ୍ଷେତ୍ରକୁ ଏକ ସ୍ୱତନ୍ତ୍ର ପରିଚୟ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
BPBHUPESH PRATAP
FollowMar 29, 2026 14:48:320
Report
SPSANDIP PRAMANIK
FollowMar 29, 2026 14:47:040
Report
WMWaqar Manzoor
FollowMar 29, 2026 14:46:420
Report
MPMAHESH PARIHAR1
FollowMar 29, 2026 14:46:320
Report
RIRamawatar Isran
FollowMar 29, 2026 14:46:180
Report
RKRANJAN KUMAR
FollowMar 29, 2026 14:46:090
Report
NMNitesh Mishra
FollowMar 29, 2026 14:45:460
Report
MMMRITYUNJAI MISHRA
FollowMar 29, 2026 14:45:290
Report
PKPankaj Kumar
FollowMar 29, 2026 14:45:190
Report
0
Report
429
Report
VVvirendra vasinde
FollowMar 29, 2026 14:34:34523
Report
GPGovind Prasad Pandey
FollowMar 29, 2026 14:34:19Noida, Uttar Pradesh:BENGALURU (KARNATAKA): PM NARENDRA MODI APPRECIATES DR. H.S. NAGARAJA'S EDUCATION INVENTION 'ANVESHANA' ON MANN KI BAAT/ VISUALS / DR. H.S. NAGARAJA (EDUCATION INNOVATOR) S/B
324
Report
AMALI MUKTA
FollowMar 29, 2026 14:34:06342
Report
PKPradeep Kumar
FollowMar 29, 2026 14:33:52362
Report