Back
पुरी कांग्रेस के नए जिला अध्यक्ष राजेश कुमार मिश्र ने रणनीति तय की
SMSanjay Mohapatra
Oct 05, 2025 11:57:24
Puri, Odisha
() ପୁରୀର ଜିଲା କଂଗ୍ରେସ ସଭାପତି ଭାବେ ରାଜେଶ ମିଶ୍ରଙ୍କୁ ଦାୟିତ୍ୱ ମିଳିଲା ପରେ ଆଜି ବିଧିବଦ୍ଧ ଭାବେ କଂଗ୍ରେସ ପକ୍ଷରୁ ତାଙ୍କୁ ଶୁଭେଛା ଓ ସମ୍ଭର୍ଧନା କାର୍ଯ୍ୟକ୍ରମ କରାଯାଇଥିଲା । ନବ କାଲି ନିଯୁକ୍ତ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଁ ରାଜେଶ କୁମାର ମିଶ୍ରଙ୍କ ଦାୟିତ୍ଵ ଗ୍ରହଣ, ସମ୍ବର୍ଦ୍ଧନା ଓ କଂଗ୍ରେସ ଦଳର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କଂଗ୍ରସ କାର୍ଯ୍ୟଳୟ ଇନ୍ଦିରା ଭବନରେ ଅନୁଷ୍ଠିତ ହୋଇଯାଇଛି । ସେଥିରେ ଜିଲାରେ କଂଗ୍ରେସ ଏକ ପ୍ରମୁଖ ବିରୋଧୀ ଦଳର କାର୍ଯ୍ୟ କରିବା ସହ ଇଣ୍ଡିମେଣ୍ଟର ଷ୍ଟାଫ୍ସମସ୍ତ ଦଳକୁ ନେଇ କାର୍ଯ୍ୟ କରାଯିବ । ସୁରକ୍ଷାବାହୀ ସମସ୍ତ ପୁରୀ ବାସୀଙ୍କର ପ୍ରମୁଖ ସମସ୍ୟା ହେଉଛି ନିଜ ଭିଟାମାଟିର ସମସ୍ୟା । ସେ ନେଇ ପୁରୀର କଂଗ୍ରସ କମିଟି ପକ୍ଷରୁ ଏକ ଟିମ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟି ଯୁନିଫର୍ମ ପଲିସିକୁ ଲାଗୁ କରି ଖୁବ ଶୀଘ୍ର ଏହି ଜମିଜମା ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ନିଆଯିବ। ପୁଣି ଶ୍ରୀମନ୍ଦିରରେ ୪ ଦ୍ୱାରରେ ପୁରୀ ବାସୀଙ୍କ ଦର୍ଶନ ଓ ସୁବିଧା, ଭକ୍ତଙ୍କୁ ସୁବିଧାରେ ଦର୍ଶନ ସହ ଦୋକାନୀ ଭାଇମାନଙ୍କ ସମସ୍ୟା କିଭଳି ପୁରଣ ହେବା ସେ ନେଇ ଆଗାମୀ ଦିନରେ ଆନ୍ଦୋଳନ ସହ ପ୍ରଶାସନକୁ ଅଚଳ କରିବା ପାଇଁ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛନ୍ତି ଜିଲା କଂଗ୍ରେସ ସଭାପତି ।
ବାଇଟ୍-ଇଂ ରାଜେଶ କୁମାର ମିଶ୍ର , ଜିଲା କଂଗ୍ରେସ ସଭାପତି
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
ASARUN SINGH
FollowOct 05, 2025 14:04:220
Report
PKPravesh Kumar
FollowOct 05, 2025 14:04:090
Report
ACAshish Chaturvedi
FollowOct 05, 2025 14:03:590
Report
AOAjay Ojha
FollowOct 05, 2025 14:03:490
Report
DSDevendra Singh
FollowOct 05, 2025 14:03:390
Report
SKSundram Kumar
FollowOct 05, 2025 14:03:310
Report

0
Report
DSDevendra Singh
FollowOct 05, 2025 14:02:480
Report
MSMrinal Sinha
FollowOct 05, 2025 14:02:380
Report
MKMUKESH KUMAR
FollowOct 05, 2025 14:02:230
Report
ASAmit Singh
FollowOct 05, 2025 14:01:560
Report
NKNished Kumar
FollowOct 05, 2025 14:01:400
Report
MKMANTUN KUMAR ROY
FollowOct 05, 2025 14:01:290
Report
ANAbhishek Nirla
FollowOct 05, 2025 14:01:100
Report