Back
कार्तिक पूर्णिमा पर श्री जगन्नाथ मंदिर में सोने के वस्त्रों से अलंकरण, भक्तों भीड़
SMSanjay Mohapatra
Nov 05, 2025 16:03:39
Puri, Odisha
ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ ବା ସୁନାଭେଶ ଅନୁଷ୍ଟ୍ଥିତ ହୋଇଥିଲା।ଅବକାଶ ନୀତି ଶେଷ ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ସୁନାବେଶରେ ସଜ୍ଜିତ କରାଯାଇଥିବା ବେଳେ ଲକ୍ଷାଧିକ ଭକ୍ତ ଦର୍ଶନ କରି ପୂର୍ଣ ଲାଭ କରିଛନ୍ତି।ଅନ୍ୟପକ୍ଷରେ ଆଜି ସକାଳୁ ବିଭିନ୍ନ ପୁସ୍କରଣୀ ଓ ମହୋଦଧି ରେ ଶ୍ରଦ୍ଧାଳୁ ମାନେ ପରମ୍ପରା ଅਨୁସାରେ ଡଙ୍ଗା ଭସାଇ ଥିବା ନଜରକୁ ଆସିଥିଲା।ସେହିପରି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ବ୍ୟାପକ ପୋଲିସ ଫୋର୍ସ Μୃତୟନ କରାଯାଇଥିବା ଜଣାପଡିଛି।
ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି ସହ ଟ୍ରାଫିକ ନିୟନ୍ତ୍ରଣ upper କଡାୟାଯାଇଥିଲା। ନାୟକ ପ୍ଲାଜା ଛକରୁ ବ୍ୟାରିକେଡ ଦେଇ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ବ୍ୟାରିକେଡ ରେ ଭକ୍ତଙ୍କ ବસିବା ସହ ସେଡ଼ ଓ ପାନୀୟ ଜଳ ର ବ୍ୟବସ୍ଥା କରଯାଇଥିଲା। ଭକ୍ତଙ୍କ ଭିଡ଼କୁ ନଜରରେ ରଖି ଗତ କାଲି ଚତୁର୍ଦଶୀ ତିଥିରେ ମହାପ୍ରଭୁଙ୍କର ପਹୁଡ଼ ନୀତି କରାଯାଇନଥିଲା; ଉପଯୁକ୍ତ ସମନ୍ୱୟ ରକ୍ଷା କରାଯାଇ ନୀତି କାନ୍ତିକୁ ଶୃଙ୍ଖଳିତ କରାଯାଇଛି ସେହିପରି ଆଜି ଶ୍ରୀକ୍ଷେତ୍ରରେ ମହୋଦାଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭസାଇବା ଓ ବୁଡ଼ ପକାଇବା ପାଇଁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମେତ ବ୍ରତଧାରୀ ଓ ହବିଷ୍ୟାଳିଙ୍କ ସମାଗମ ବଡି ଭୋରରୁ ପରିଲକ୍ଷିତ ହୋଇଥିଲା। ଭକ୍ତ ମାନେ ଡଙ୍ଗା ଭସାଇବା ହବିଷ୍ୟ ବ୍ରତ ଉଦଯାପିତ କରିଥିବା ବେଳେ ଉତ୍କଳୀୟ ବିଧି ପାଳନ କରି ଖୁସି ବ୍ୟକ୍ତ କରିଥିଲେ।
ବାଇଟ୍-ରବିନାରାୟଣ ପୂଜାପଣ୍ଡା, ପୂଜାପଣ୍ଡା ସେବାୟତ
ବାଇଟ୍- ଭକ୍ତ
ବାଇଟ୍- ଭକ୍ତ
ବାଇଟ୍- ଦିବ୍ଯାଙ୍ଗ ଭକ୍ତ
(ଫାଭିଓ) ଆ କା ମା ବୈ ଡାକ ସହ ମହା କାର୍ତିକ ମାସର ପରି ସମାପ୍ତି ଘଟିଥିବା ବେଳେ ପୁଣି ଆର ବର୍ଷକୁ ଅପେକ୍ଷା。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
MDMahendra Dubey
FollowNov 05, 2025 18:04:030
Report
BPBHUPESH PRATAP
FollowNov 05, 2025 18:03:370
Report
BPBHUPESH PRATAP
FollowNov 05, 2025 18:03:200
Report
BPBHUPESH PRATAP
FollowNov 05, 2025 18:02:520
Report
VAVINEET AGARWAL
FollowNov 05, 2025 18:02:400
Report
BPBHUPESH PRATAP
FollowNov 05, 2025 18:02:030
Report
Daranagar, Uttar Pradesh:महिला की मौत से परिजनों मे मचा कोहराम
पुलिस ने शव को कब्जे मे लेकर पोस्टमार्टम के लिए भेजा
घटना की जांच पड़ताड़ मे जुटी पुलिस
सरायअकिल थाना के बैरगांव की घटना
0
Report
Daranagar, Uttar Pradesh:दोनों पक्षो में जमकर चले लाठी डंडे
मौके पर पहुंचे पुलिस कर्मियों से भी हुई झड़प
पुलिस ने घायलों को अस्पताल भेजा
पुलिस ने कई लोगों को मौके से हिरासत में लिया
संदीपन घाट थाना के परऊमिया का पूरा का मामला
0
Report
KCKULDEEP CHAUHAN
FollowNov 05, 2025 17:46:230
Report
JPJai Pal
FollowNov 05, 2025 17:46:050
Report
BPBHUPESH PRATAP
FollowNov 05, 2025 17:45:470
Report
AMAsheesh Maheshwari
FollowNov 05, 2025 17:45:360
Report
AGAbhishek Gour
FollowNov 05, 2025 17:45:130
Report
0
Report