Back
पुरी में नबीन पट्टनायक के जन्मदिन पर रक्तदान शिविर और समाज सेवा
SMSanjay Mohapatra
Oct 16, 2025 16:18:52
Puri, Odisha
ବିଜୁ ଜନତା ଦଳର ସଭାପତି ନବିନ ପଟ୍ଟନାୟକଙ୍କ ଆଜି ୭୯ ତମ ଜନ୍ମଦିବସ। ଏହି ଅବସରରେ ନବୀନଙ୍କୁ ସବୁ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ । ନବୀନଙ୍କ ଜନ୍ମଦିନକୁ ଆଜି ଜନସେବାର ସଂକଳ୍ପ ଦିବস ଭାବେ ପାଳନ କରୁଛି ବିଜୁ ଜନତା ଦଳ । ଆଜି ସକାଳୁ ପୁରୀ ବିଜୁ ଜନତାଦଳ ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ସମୂହ ଦୀପଦାନ କରାଯାଇଥିଲା l ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରିବା ସହ ଓଡ଼ିଶାର ପ୍ରିୟ ନେତା ସବୁବେଳେ ସୁସ୍ଥ ରହିଥାନ୍ତୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାଥନା କରାଯାଇଥିଲା l ସେପଟେ ସାରା ରାଜ୍ଯରେ ସ୍ବେଚ୍ଛାକୃତ ଭାବେ ଆୟୋଜନ ହେଉଛି ରକ୍ତଦାନ ଶିବିର l ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ୭୯ତମ ଜନ୍ମ ଦିନ ଅବସରରେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦିକ ସମ୍ମିଳନୀ କକ୍ଷରେ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଛି।
2
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
NKNeeraj Kumar Gaur
FollowOct 16, 2025 20:00:285
Report
NKNeeraj Kumar Gaur
FollowOct 16, 2025 20:00:098
Report
तीन पुलिस अधिकारियों व एक कर्मचारी को ACB/EOW में प्रतिनियुक्ति पर भेजा गया Three Police Officers an
13
Report
NSNITIN SRIVASTAVA
FollowOct 16, 2025 19:00:4110
Report
AMAsheesh Maheshwari
FollowOct 16, 2025 19:00:299
Report
AMAsheesh Maheshwari
FollowOct 16, 2025 19:00:1312
Report
5
Report
AGAdarsh Gautam
FollowOct 16, 2025 18:47:589
Report
RGRupesh Gupta
FollowOct 16, 2025 18:47:4812
Report
NJNEENA JAIN
FollowOct 16, 2025 18:47:3614
Report
NJNEENA JAIN
FollowOct 16, 2025 18:47:2110
Report
AOAjay Ojha
FollowOct 16, 2025 18:46:586
Report
AJAvinash Jagnawat
FollowOct 16, 2025 18:46:4010
Report
PSPrince Suraj
FollowOct 16, 2025 18:46:187
Report
PSPrashant Shukla
FollowOct 16, 2025 18:46:077
Report