Back
रत्नभंडार की गिनती शुरू, 3D मैपिंग व वजन मापन के साथ तैयारी पूरी
SMSanjay Mohapatra
Mar 25, 2026 17:30:30
Puri, Odisha
Ratnabhandar Inventory Start
ରତ୍ନ ଭଣ୍ଡାର ଗଣତି ଆରମ୍ଭ ହୋଇଛି। ଅନୁମୋଦିତ ଏସଓପି ଅନୁସାରେ ଗଣତି ଶ୍ରୀମନ୍ଦିରରେ ବ୍ୟବହୃତ ଭଣ୍ଡାର ଭାବେ ପରିଚିତ ଚଳନ୍ତି ଭଣ୍ଡାର ର ଅଳଙ୍କାର ଗଣତି ଶେଷ ହୋଇଛି । କିଛି ଅଳଙ୍କାର ଯାହା ଶ୍ରୀଅଙ୍ଗରେ ଲାଗି ହୋଇଛି
ରତ୍ନ ଚିତା ବାହୁ ଭୁଜ
ଗଣତି ହୋଇ ପାରିନାହିଁ। 12 ଟା 9 ରେ ହିଁ ଆରମ୍ଭ ହୋଇଥିଲା ଗଣତି। 6 ଟା 10 ପର୍ଯ୍ୟନ୍ତ 6 ଘଣ୍ଟା
ନୀତି କାନ୍ତି ପାଇଁ କିଛି ସମୟ ବିରତି ରହିଥିଲା । ପ୍ରତ୍ୟେକ ଅଳଙ୍କାର ର ଓଜନ ମାପ ହୋଇଛି। ଭିଡ଼ିଓ ଓ ଫୋଟୋ ଗ୍ରାଫୀ
3d mapping ପ୍ରଥମ ଥର ହୋଇଛି ।ଅଧିକୃତ ବ୍ୟକ୍ତି ସ୍ବଚ୍ଛତା ସହ ଏ କାର୍ଯ୍ୟ ସମ୍ପାଦିତ କରିଛନ୍ତି ଗଣତି,ଓଜନ ମାପ,ଫୋଟୋ,3D mapping ପରେ ପୁନର୍ବାର ଭଣ୍ଡାର ମେକାପ ଙ୍କୁ ମଣତି କରି ଦିଆଯାଇଥିଲା । ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ୍ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କମାଣ୍ଡର ଙ୍କ ସହ ଯୋଗାଯୋଗ ହୋଇଛି ।ଯେଉଁ ଦିନ ନୀତି ବହୁଳ ନଥିବ ସେଦିନ ପରବର୍ତ୍ତୀ ପର୍ଯ୍ୟାୟ ଗଣତି ହେବ । ଯାହା 1978 ତାଲିକା ରେ ଥିଲା
ତାହା ମେଳକ କରି ଭଣ୍ଡାର ମେକାପ ଙ୍କ ଜିମା ଦିଆଯାଇଛି।ବାହାର ଭଣ୍ଡାର ଗଣତି ପାଇଁ ସମୟ ସୂଚନା ପରବର୍ତ୍ତୀ ପର୍ଯ୍ୟାୟରେ ସୂଚନା ଦିଆଯିବ। ଆଜି 6 ଘଣ୍ଟା ମଧ୍ୟରେ ପଳଯାତି ଚଳନ୍ତି ଭଣ୍ଡାର ର ଓଜନ ମାପ ମେଳକ କରାଯାଇଛି। 1978 ତାଲିକା ବ୍ୟତୀତ ଯାହା BI ଅନ୍ୟ ଦୁର୍ମୁଲ୍ୟ ଦ୍ରବ୍ୟ ଚଳନ୍ତି ଭଣ୍ଡାର ରେ ଯାହା ଥିଲା ସବୁର ଆଜି ମେଳକ ହୋଇଛି ।
ବାଇଟ୍- ଡକ୍ଟର ଅରବିନ୍ଦ ପାଢି,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାਸକ
ବାଇଟ୍- ଏକ୍ସ ଜଷ୍ଟିସ ବିଶ୍ୱନାଥ ରଥ, ଅଧ୍ୟକ୍ଷ ରତ୍ନଭଣ୍ଡାର ତଦାରଖ କମିଟି
ବାଇଟ୍- ଦିବ୍ୟଜ୍ୟୋତି ପରିଡା, জିଲ୍ଲାପାଳ
ବାଇଟ୍- ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ,ପୂର୍ବତନ ପରିଚାଳନା କମିଟି ସଦସ୍ୟ
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
0
Report
948
Report
PKPradeep Kumar
FollowMar 25, 2026 18:02:46867
Report
MGMOHIT Gomat
FollowMar 25, 2026 18:02:34915
Report
NTNagendra Tripathi
FollowMar 25, 2026 18:02:20907
Report
VKVijay1 Kumar
FollowMar 25, 2026 18:01:59927
Report
RKRakesh Kumar Bhardwaj
FollowMar 25, 2026 18:01:28914
Report
RKRakesh Kumar Bhardwaj
FollowMar 25, 2026 18:01:12838
Report
RKRakesh Kumar Bhardwaj
FollowMar 25, 2026 18:00:56885
Report
DSDurag singh Rajpurohit
FollowMar 25, 2026 18:00:40784
Report
AAAkshay Anand
FollowMar 25, 2026 17:48:42Noida, Uttar Pradesh:Bravo… the goose handled it like a boss.
1054
Report
DSDurag singh Rajpurohit
FollowMar 25, 2026 17:48:131062
Report