Back
खोर्द्धा रोड रेलमंडल में यात्री सुरक्षा के लिए विशेष ट्रेन सेवाओं की शुरुआत
SMSURYA MOHANTY
Oct 22, 2025 13:03:46
Khordha, Odisha
ପାର୍ବଣ ସମୟରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପକ୍ଷରୁ ଟ୍ରେନ ପରିଚାଳନା ସହ ଯାତ୍ରୀ ପରିସେବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି, ଯାତ୍ରୀ ସୁରକ୍ଷା, ସମୟନିଷ୍ଠା o ସୁବିଧା ପ୍ରଦାନ ହେଉଛି ମୁଖ୍ୟ ଲକ୍ଷ୍ୟ । ଭୁବନେଶ୍ୱର:- ପାର୍ବଣ ସମୟରେ ଯାତ୍ରୀ ଭିଡ଼କୁ ନିୟନ୍ତ୍ରଣ କରିବା ସହ ଯାତ୍ରୀ ସୁରକ୍ଷା o ପରିଷ୍କାର ପରିଚ୍ଛନତା ସହ ବିଭିନ୍ନ jāତ୍ରୀ ପରିସେବା o ଯାତ୍ରୀ ଭିଡ଼ ନିୟନ୍ତ୍ରଣକୁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳକ ବ୍ୟାପକ ପ୍ରସ୍ତୁତି କରିଅଛି । ଭାରତୀୟ ରେଳ ଦେଶ ବ୍ୟାପୀ ଯାତ୍ରୀଙ୍କୁ ସୁରକ୍ଷିତ, ସୁବିଧାଜନକ o ସମୟୋପଯୁକ୍ତ ଯାତ୍ରା ପ୍ରଦାନ ପାଇଁ ମହାଅଭିଆନ ଆରମ୍ଭ କରିଛି। ଆଜି ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଠାରେ ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ପି କେ ବେହେରା ଏହି ସୂଚନା ଦେଇଛନ୍ତି ।
*ଯାତ୍ରୀ ପରିଚାଳନା o ଭିଡ଼ ନିୟନ୍ତ୍ରଣ -*
ଭାରତ ସରକାରଙ୍କ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ ଦିଲ୍ଲୀରେ ଥିବା ଜାତୀୟ ରେଳ wାର ରୁମ୍ ମାଧ୍ୟମରେ ଦେଶ ସାରା ଯାତ୍ରୀ ଗତିବିଧି o ସେବା ନିରୀକ୍ଷଣ କରୁଛନ୍ତି। ଏହା ସହିତ ଖୋର୍ଦ୍ଧା ରୋଡ଼ o ଭୁବନେଶ୍ୱର ମୁଖ୍ୟାଳୟ କାର୍ଯ୍ୟାଳୟରେ ମଧ୍ୟ ଉପ-ୱାର୍ ରୁମ୍ ସଂଚାଳିତ ହେଉଛି, ଯେଉଁଠାରେ ବରିଷ୍ଠ ଅଧିକାରୀମାନେ ଲଗାତାର ଯାତ୍ରୀ ଭିଡ଼ o ସେବା ପରିଚାଳନା ଉପରେ ନିରୀକ୍ଷଣ କରୁଛନ୍ତି।
ମୁଖ୍ୟ ଷ୍ଟେସନଗୁଡିକରେ CCTV ମନିଟରିଂ ସିଷ୍ଟମ୍ ଦ୍ୱାରା ଭିଡ଼ ନିୟନ୍ତ୍ରଣ o ସୁରକ୍ଷା ସୁନିଶ୍ଚିତ କରାଯାଉଛି।
*ଭିଡ଼ ନିୟନ୍ତ୍ରଣ o ଯାତ୍ରୀ ସୁବିଧା*
ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର o ଖୋର୍ଦ୍ଧା ରୋଡ଼ ଭଳି ମୁଖ୍ୟ ଷ୍ଟେସନଗୁଡିକରେ ସଠିକ୍ ଧାଡ଼ି ପ୍ରଣାଳୀ (Queue System) ଲାଗୁ କରାଯାଇଛି।
RPF o GRP କର୍ମଚାରୀମାନେ 24 ଘଣ୍ଟା ସେବାରେ ନିଯୁକ୍ତ ରଖି ଭିଡ଼ ନିୟନ୍ତ୍ରଣ o ଯାତ୍ରୀ ସୁରକ୍ଷା ନିଶ୍ଚିତ କରୁଛନ୍ତି।
ଅଧିକ ଭିଡ଼ ଥିବା ଷ୍ଟେସନଗୁଡିକରେ Holding Area ବ୍ୟବସ୍ଥା ଦ୍ୱାରା ଯାତ୍ରୀ ଗତିବିଧି ସୁବିଧା ପାଇଁ uପଯୋଗ କରାଯାଉଅଛି।
ଡକାଵାଜି o ପବ୍ଲିକ ଅନାଉନ୍ସମେଣ୍ଟ ମାଧ୍ୟମରେ ଯାତ୍ରୀମାନଙ୍କୁ ଟ୍ରେନ ସମୟସୂଚୀ o ପ୍ଲାଟଫର୍ମ ସୂଚନା ଦିଆଯାଉଛି ସଠିକ ସମୟରେ ଦିଆଯାଉଅଛି।
*ବିଶେଷ ଟ୍ରେନ ସେବା*
ପୂର୍ବତଟ ରେଳ ଦ୍ୱାରା 367 Bिशେଷ ଟ୍ରେନ (18 ଜୋଡ଼ି) ଚଳାଚଳ କରାଯାଉଅଛି o ଯାହା ଉତ୍ସବ ଋତୁ ଯାତ୍ରୀ ଭିଡ଼ ପାଇଁ ଆବଶ୍ୟକ।
ଦୀପାବଳି ସମୟରେ ଦସପଲ୍ଲା–ପୁରୀ ବିଶେଷ ଟ୍ରେନ chଲାଯାଇଥିଲା o ପୁରୀ–ଖୋର୍ଦ୍ଧା ରୋଡ଼ MEMU କୁ ଦସପଲ୍ଲା ପର୍ୟ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।
ଯାତ୍ରୀ ଚାହିଦା oନୁଯାୟୀ ଅଧିକ ଭିଶେଷ ଟ୍ରେନ chଳାପାଇଁ ଯୋଜନା ଚାଲିଛି।
*ପରିଚ୍ଛନ୍ନତା o ସ୍ଵଛ ପରିବେଶ*
Special Campaign 5.0 oଭିତରଗତ ମୁଖ୍ୟ ଷ୍ଟେସନଗୁଡିକରେ ବ୍ୟାପକ ପରିଚ୍ଛନ୍ନତା ଅଭିଯାନ ଚାଲୁରହିଛି।
ପ୍ଲାଟଫର୍ମ, ଅପେକ୍ଷାାଳୟ, ଶୌଚାଳୟ o ପାନୀୟ ଜଳ ସ୍ଥଳଗୁଡିକୁ ପରିଚ୍ଛନତା rଖିବା ପାଇଁ s୍ଥାୟୀ କର୍ମଚାରୀ ଦଳ ନିଯୁକ୍ତ ଅଛନ୍ତି।ପ୍ଲାଷ୍ଟିକ୍ ମୁକ୍ତ ଷ୍ଟେସନ ଅଭିଯୋଗ ମଧ୍ୟ ଚାଲୁରହିଛି।
*ଯାତ୍ରୀ ସୁରକ୍ଷା ବ୍ୟବସ୍ଥା*
RPF o ବାଣିଜ୍ୟ ବିଭାଗ ସଂଯୁକ୍ତ o ଯାତ୍ରୀ o ସାମଗ୍ରୀ ଯାଞ୍ଚ ଅଭିଯାନ କରୁଛନ୍ତି। ଅଗ୍ନିଶୀଳ o ବିସ୍ଫୋରକ drabya nେବାକୁ uିଷେଧ ଜାରି ରହିଛି। ପାର୍ସଲ୍ ଗୋଦାମ, କ୍ଲକ୍ ରୁମ୍, ପ୍ଲାଟଫର୍ମ o jeାତ୍ରୀ ଲଗେଜ୍ ଉପରେ ବିଶେଷ o ଯାଞ୍ଚ ହେଉଛି।
ଯାତ୍ରୀ oସୁବିଧା hେଲେ RPF o 139 helper line ସଂପର୍କ କରିପାରିବେ।
ପରିଚାଳନା o ସେବାଦକ୍ଷତା
ଉଚ୍ଚ ଯାତ୍ରୀ ଭିଡ଼ ସତ୍ୱେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ o ବ୍ୟାପକ ପ୍ରସ୍ତୁତି ଜାରିରଖିଛି ।
Crew o ବ୍ୟବସ୍ଥାପନ, ରେକ୍ ମ୍ୟାନେଜମେଣ୍ଟ o ବିଭାଗୀୟ ସମନ୍ୱୟ ମାଧ୍ୟମରେ ସମସ୍ତ ଟ୍ରେନ o ଚଳାଚଳ ସମୟମାନ୍ୟ ହେଉଛି.
*ଜନସଚେତନତା o ଯାତ୍ରୀ ସଂଯୋଗ*
‘ଅମୃତ ସଂଵାଦ’ oଭିଯାନ ମାଧ୍ୟମରେ ଯାତ୍ରୀଙ୍କ ମତାମତ o ପ୍ରସ୍ତାବ ଗ୍ରହଣ କରାଯାଉଛି। p୍ଲାଟଫର୍ମ o oଷ୍ଟେସନରେ ବ୍ୟାପକ ଘୋଷଣା, ପୋଷ୍ଟର o ପ୍ୟାମ୍ଫ୍ଲେଟ୍ ବିତରଣ o ସୁରକ୍ଷା sଚେତନତା bୃଦ୍ଧି କରାଯାଉଛି।
ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପୂର୍ଣ୍ଣ o ପ୍ରସ୍ତୁତ o ଉପଲବ୍ଧি kରାଇବା ପାଇଁ – ଏହି ଉତ୍ସବ ଋତୁରେ ଆମେ ସମସ୍ତେ ମିଶି ସୁରକ୍ଷିତ, s୍ୱଚ୍ଛ o ସୁବିଧାଜନକ o ଯାତ୍ରାକୁ ସୁନିଶ୍ଚିତ kରିବା। ଆମ କର୍ମଚାରୀମାନେ dିନ o ରାତି o ଅବିରତ o ଭାବେ ଯାତ୍ରୀ sେବା ପାଇଁ o ନିଷ୍ଠାପୂର୍ବକ o ଅତିରିକ୍ତ o mଣ୍ଡଳ o ରେଳବାଇ p୍ରବନ୍ଧକ ଶ୍ରୀ ବେହେରା କହିଛନ୍ତି l
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
BSBHUPENDAR SINGH SOLANKI
FollowOct 22, 2025 15:33:170
Report
RKRupesh Kumar
FollowOct 22, 2025 15:33:030
Report
DSDeepesh shah
FollowOct 22, 2025 15:32:480
Report
SKSUSHIL KUMAR BAXLA
FollowOct 22, 2025 15:32:330
Report
DDDeepak Dwivedi
FollowOct 22, 2025 15:32:270
Report
SKSandeep Kumar
FollowOct 22, 2025 15:32:040
Report
RSRAJEEV SHARMA
FollowOct 22, 2025 15:31:500
Report
RSRajkumar Singh
FollowOct 22, 2025 15:31:360
Report
ASASHISH SHRIVAS
FollowOct 22, 2025 15:31:140
Report
KSKAMARJEET SINGH
FollowOct 22, 2025 15:30:590
Report
UCUmesh Chouhan
FollowOct 22, 2025 15:30:440
Report
PSPrashant Shukla
FollowOct 22, 2025 15:30:340
Report
ACAshish Chaturvedi
FollowOct 22, 2025 15:30:180
Report
Muzaffarpur, Bihar:मुजफ्फरपुर कुढ़नी के केरमा खेल मैदान मे कुढ़नी विधानसभा से निर्दलीय प्रत्याशी अमोद शाह ने किया कार्यकर्ताओं के साथ बैठक, सभी वक्ताओं ने अपनी अपनी बाते रखी
2
Report