Back
कटक में 2025 बालियात्रा के प्लॉट नीलामी के लिए पंजीकरण शुरू, छोटे कारोबारियों के लिए
SMSURYA MOHANTY
Oct 14, 2025 08:16:44
Khordha, Odisha
କଟକ:- ଚଳିତ ବର୍ଷ 2025 ବାଲିଯାତ୍ରା ପାଇଁ ତଳ ପଡିଆ ଠାରେ ପଞ୍ଜିକରଣ ଶେଷ ହେବା ପରେ ସୋମବାର ଠାରୁ ପ୍ଲଟ ୟାବଣ୍ଟନ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ । 3 ଟି ସ୍ଥାନରେ ଏହି ନିଲାମ ପ୍ରକ୍ରିୟା ଚାଲିଛି। ବାରବାଟି ପାଲେସ ସମେତ କଟକ ସଦର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଠାରେ ଯାତ୍ରାର ତଳ ପଡ଼ିଆରେ ପ୍ଲଟ ଆବଣ୍ଟନ ପାଇଁ ନିଲାମ ଡାକ ହେଉଛି। ଷ୍ଟଲ ପାଇଁ ପଞ୍ଜୀକରଣ କରିଥିବା ବ୍ୟବସାୟୀ ଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ 600 ପ୍ଲଟ ନିଲାମ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି। ତଳ ପଡ଼ିଆରେ 60 ଏକର ରୁ ଉର୍ଦ୍ଧ୍ବ ଜମିରେ ପ୍ଲଟ ଆବଣ୍ଟନ କରାଯିବ। ଯେଉଁ ପ୍ଲଟ ପାଇଁ ଏକାଧିକ ବ୍ୟବସାୟୀ ପଞ୍ଜିକରଣ କରିଥିବେ ତାହାକୁ ନିଲାମ ପ୍ରକ୍ରିୟା ରେ ସାମିଲ କରାଯିବ। ନିଲାମର ପ୍ରତି ଡାକ ରେ ବର୍ଗ ଫୁଟ ପିଛା 5 ଟଙ୍କା କିମ୍ବା 5 ଟଙ୍କାର ଗୁଣିତକ ଲେଖାଁଏ ବୃଦ्धି ପାଇବ। ଛୋଟ ବ୍ୟବସାୟୀଙ୍କ ପାଇଁ 80 ବର୍ଗ ଫୁଟ ଜାଗାରେ 15000 ଟଙ୍କା ହିସାବ ରେ ଯୋଗାଇ ଦିଆଯିବ। ଚଳିତ ବର୍ଷ ବାଲିଯାତ୍ରାକୁ ଉପର ପଡ଼ିଆରେ ଆୟୋଜନ ପାଇଁ ମାନ୍ୟବର ହାଇକୋର୍ଟ ଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ଜିଲ୍ଲା ପ୍ରଶାସନ ଏହାକୁ ଗ୍ରହଣ କରି ଉପର ବାଲିଯାତ୍ରା ପଡ଼ିଆରେ ପ୍ଲଟ ଆବଣ୍ଟନ ପାଇଁ ନିଷ୍ପତି ନେଇଛି। କେବଳ ଛୋଟ ବ୍ୟବସାୟୀଙ୍କ ଉପର ପଡ଼ିଆରେ ପ୍ଲଟ ଆବଣ୍ଟନ କରାଯିବ। ବାଲିଯାତ୍ରାରେ ତଳ ପଡ଼ିଆ ଓ ଉପର ପଡ଼ିଆରେ ପ୍ରଶାସନ ପକ୍ଷରୁ କେତେକ କଟକଣା ଜାରି କରିଥିବାରୁ ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନଭେମ୍ବର ମାସ 5 ତାରିଖ ଠାରୁ ବାଲିଯାତ୍ରା ଆରମ୍ଭ ହୋଇ ଏକ ସପ୍ତାହ ଚାଲିବ। ଇତି ମଧ୍ୟରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଖୁଣ୍ଟି ପୋତା ଦୃତ ଗତିରେ ଆଗେଇ ଚାଲିଛି。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
VRVIJAY RANA
FollowOct 14, 2025 11:31:460
Report
AMAsheesh Maheshwari
FollowOct 14, 2025 11:31:300
Report
RRRakesh Ranjan
FollowOct 14, 2025 11:31:050
Report
OBOrin Basu
FollowOct 14, 2025 11:30:570
Report
2
Report
AMALI MUKTA
FollowOct 14, 2025 11:28:290
Report
KNKumar Nitesh
FollowOct 14, 2025 11:28:140
Report
0
Report
IKIsateyak Khan
FollowOct 14, 2025 11:27:410
Report
AMAsheesh Maheshwari
FollowOct 14, 2025 11:27:250
Report
RKRishikesh Kumar
FollowOct 14, 2025 11:27:160
Report
RRRakesh Ranjan
FollowOct 14, 2025 11:27:010
Report
TSTripurari Sharan
FollowOct 14, 2025 11:26:470
Report
SKSanjay Kumar Verma
FollowOct 14, 2025 11:26:350
Report
ADAnup Das
FollowOct 14, 2025 11:25:010
Report