Back
चिलिका नौका प्रतियोगिता का उद्घाटन, उपमुख्यमंत्री ने शुरू किया
SMSURYA MOHANTY
Jan 07, 2026 08:26:15
Khordha, Odisha
ଚିଲିକା ନୌଚାଳନା
ପ୍ରତିଯୋଗିତା ଆରମ୍ଭ
ଖୋର୍ଦ୍ଧା :-ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ଚିଲିକା ନୌକା ପ୍ରତିଯୋଗିତା ଆଜି ଉଦ୍ଘାଟିତ ହୋଇଯାଇଛି। uପ-ମୁଖ୍ୟମନ୍ତ୍ରୀ ପ୍ରଭତୀ ପରିଡା ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀଙ୍କୁ ନେଇ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଆଗାମୀ ୩ ଦିନ ଧରି ଚାଲିବ । ବାଳୁଗାଁ ନିକଟସ୍ଥ ବଡ଼କୁଳ ପାନ୍ତନିବାସ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠୀ ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗ ଯୋଗ ଦେଇଥିଲେ । ଉପମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ, ଏହି ପଷ୍ଠ ଜାତୀୟ ବାର୍ଡ ମହୋତ୍ସବକୁ ଆଗାମୀ ବର୍ଷରେ ଆନ୍ତର୍ଜାତୀୟସ୍ତରରେ ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ନୌକା ପ୍ରତିଯୋଗିତା ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା I ଜନ ଗହଳିକୁ ଆଖି ଆଗରେ ରଖି ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡାଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ମୁତୟନ ହୋଇଥିଲା । ସୂଚନାଯୋଗ୍ୟ, ଏହି ପ୍ରତିଯୋଗିତାରେ ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀ ଜିଲ୍ଲାର ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀଙ୍କ ୮୧ଟି ଦଳ ଭାଗ ନେଇଛନ୍ତି । ତ୍ୟେକ ଦଳରେ ୧୦ଜଣ ସଦସ୍ୟ କେବଳ ହାତଚଲା ଆହୁଲା ଦ୍ବାରା ଡ଼ଙ୍ଗା ଚଳାଇ ପାରିବେ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
KKKamal Kumar
FollowJan 08, 2026 12:16:310
Report
HSHarish Sharma2
FollowJan 08, 2026 12:15:390
Report
BBBindu Bhushan
FollowJan 08, 2026 12:15:280
Report
UMUJJWAL MISHRA
FollowJan 08, 2026 12:15:060
Report
KAKHURSHEED AALAM
FollowJan 08, 2026 12:13:570
Report
VNVishal Nagesh More
FollowJan 08, 2026 12:13:460
Report
MKMANTUN KUMAR ROY
FollowJan 08, 2026 12:13:120
Report
NMNitesh Mishra
FollowJan 08, 2026 12:12:400
Report
HBHeeralal Bhati
FollowJan 08, 2026 12:12:240
Report
SRSANDEEP RATHORE
FollowJan 08, 2026 12:12:100
Report
RJRahul Joshi
FollowJan 08, 2026 12:11:480
Report
SSSwapnil Sonal
FollowJan 08, 2026 12:11:190
Report
SMSarfaraj Musa
FollowJan 08, 2026 12:11:100
Report
ABAnnu Babu Chaurasia
FollowJan 08, 2026 12:10:450
Report