Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Khordha752057

ଖୋର୍ଦ୍ଧା:-ତରାବୋଇ ପଞ୍ଚାୟତର ୪ଟିଗ୍ରାମ ଖୋର୍ଦ୍ଧା ପୌର ପରିଷଦରେ ମିଶୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି

SURYA NARAYAN MOHANTY
Jul 03, 2025 06:40:40
Khordha, Odisha
ଖୋର୍ଦ୍ଧା:- ତରାବୋଇ ପଞ୍ଚାୟତର ୪ଟି ଗ୍ରାମ ଖୋର୍ଦ୍ଧା ପୌର ପରିଷଦରେ ମିଶୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ, ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ଓ ପୂର୍ବତନ ସରପଞ୍ଚ ସିରା ଅବରାରଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଦେଲେ ସ୍ମାରକପତ୍ର।
0
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|

Advertisement
Advertisement