Back
केन्दुझर में 40 हजार रुपए रिश्वत मामले में विजिलांस ने अधिकारी गिरफ्तार
AMABHAYA MOHANTY
Nov 20, 2025 07:50:08
Keonjhar, Odisha
ଆଙ୍କର: ୪୦ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ କେନ୍ଦୁଝର ଅବକାରୀ Superintendent ଏବଂ ଚମ୍ପୁଆ ଅବକାରୀ କାର୍ଯ୍ୟାଳୟର ASI ଭିଜିଲାନସ୍ ଦ୍ୱାରା ଗିରଫ । ଜଣେ ବିଦେଶୀ ମଦ ଦୋକାନୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ କେନ୍ଦୁଝର ଅବକାରୀ Superintendent ସୀତାରାଣୀ ପଟ୍ଟାୟତ ଓ ଚମ୍ପୁଆ ଅବକାରୀ କାର୍ଯ୍ୟାଳୟର ASI ବିଜୟ କୁମାର ମହାନ୍ତଙ୍କୁ ଗିରଫ କରିଛି ଭିଜିଲାନସ୍ । ଏହାପରେ ସୀତାରାଣୀ ପଟ୍ଟାୟତଙ୍କର ୩ଟି ଠିକଣା ଓ ବିଜୟ କୁମାର ମହାନ୍ତଙ୍କର ୨ଟି ଠିକଣାରେ ଭିଜିଲାନସ୍ ଚଢ଼ାଉ ଜାରି ରଖିଛି l ଗତ ୪ମାସ ପୂର୍ବରୁ କେନ୍ଦୁଝର ଅବକାରୀ ଅଧିକ୍ଷକ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ବ୍ୟବସାୟ ସଠିକ୍ ଢ଼ଙ୍ଗରେ ଚଳାଇବା ପାଇଁ ବିଦେଶୀ ମଦ ଦୋକାନୀ ମାଲିକଙ୍କ ଠାରୁ ଲାଞ୍ଚ ମାଗୁଥିଲେ ସୀତାରାଣୀ l ଅନ୍ୟ ଉପାୟ ନପାଇ ଚମ୍ପୁଆର ଜଣେ ବିଦେଶୀ ମଦ ଦୋକାନୀ ଭିଜିଲାନସ୍ ର ଦ୍ୱାରସ୍ଥ ହୋଇଥିଲେ । ଆଜି ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, ଉଭୟଙ୍କୁ ଗିରଫ କରିଥିଲା ଭିଜିଲାନସ୍ ବିଭାଗ । ଏହାପରେ,ଆୟ ବହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୀତାରାଣୀ ପଟ୍ଟାୟତଙ୍କର ୩ଟି ଠିକଣା ଓ ବିଜୟ କୁମାର ମହାନ୍ତଙ୍କର ୨ଟି ଠିକଣାରେ ଭିଜିଲାନସ୍ ଚଢ଼ାଉ ଜାରି ରଖିଛି l ଏହି ମାମଲାରେ ବାଲେଶ୍ଵର ଭିଜିଲାନସ୍ ବିଭାଗ ତରଫରୁ ଉଭୟଙ୍କ ବିରୋଧରେ କେସ୍ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।
ବାଇଟ-ଅରୁଣ କୁମାର ନାଇକ (ଏସପି ' ଭିତିଲାନ୍ସ )
187
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
DBDevender Bhardwaj
FollowNov 20, 2025 09:10:560
Report
VTVinit Tyagi
FollowNov 20, 2025 09:10:440
Report
AMALI MUKTA
FollowNov 20, 2025 09:10:210
Report
0
Report
LSLaxmi Sharma
FollowNov 20, 2025 09:10:010
Report
DKDAVESH KUMAR
FollowNov 20, 2025 09:09:4540
Report
BSBhanu Sharma
FollowNov 20, 2025 09:09:2870
Report
LSLaxmi Sharma
FollowNov 20, 2025 09:09:1361
Report
BDBabulal Dhayal
FollowNov 20, 2025 09:08:5317
Report
HKHARI KISHOR SAH
FollowNov 20, 2025 09:08:2879
Report
AMANIL MOHANIA
FollowNov 20, 2025 09:07:4520
Report
ARAmit Raj
FollowNov 20, 2025 09:07:2865
Report
84
Report
AKAshok Kumar1
FollowNov 20, 2025 09:05:5019
Report
AMALI MUKTA
FollowNov 20, 2025 09:05:3514
Report