Back
केन्दुझर जिले में आदिवासी बच्चों के लिए शिक्षा योजना पर सवाल, अधिकारी जवाबदेही मांगें
AMABHAYA MOHANTY
Nov 13, 2025 08:42:41
Keonjhar, Odisha
ଆଙ୍କର - କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ରୂପେ ପରିଚିତ। ଏହି ଜିଲ୍ଲାରେ ସାଧାରଣ ବର୍ଗ ଙ୍କ ତୁଳନାରେ ଆଦିବାସୀ ମାନଙ୍କ ସଂଖ୍ୟା ଅଧିକ। ଏଥିନିମନ୍ତେ ଆଦିବାସୀ ଛୁଆ ମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାର କରିଛନ୍ତି ଏକାଧିକ ଯୋଜନା। ବାସ୍ତବରେ ଏହା କେତେ କାଯ୍ୟକାରି ହେଉଛି ତାହା ହେଉଛି ପ୍ରଶ୍ନବାଚୀ। ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ କୁ ଆସିବାପ୍ରତି ଆକୃଷ୍ଟ କରିବା ନିମନ୍ତେ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ସରକାର ଯେଉଁଥିରେ ଛାତ୍ରଛାତ୍ରୀ ମାନେ ପାଠପଢା ସହ ପୋଷାକ, ରହିବା ଖାଇବା ପରି ସୁବ୍ୟବସ୍ଥା ମାನ କରିଛନ୍ତି। କିନ୍ତୁ କିଛି ଅସାଧୁ ଶିକ୍ଷକ ଏବଂ ବିଭାଗୀୟ କର୍ମଚାରୀ ମାନେ ମିଶି ହଷ୍ଟେଲରେ ରହୁଥିବା ଶିକ୍ଷାର୍ଥୀ ମାନଙ୍କର ଖାଦ୍ୟ ପାଇଁ ଉଦ୍ଦିଷ୍ଟ ଟଙ୍କାକୁ ହରିଲୁଟ କରୁଥିବା ସୂଚନା ଅଧିକାର କର୍ମୀ ସରଜ ମହାନ୍ତ କହିଛନ୍ତି । ସରଜ ଙ୍କ କହିବା କଥା ସେ ସୂଚନା ଅଧିକାର ଆଇନର ଆଧାରରେ କେନ୍ଦୁଝର ଜିଲ୍ଲାର ଏସ୍ ଏଷ୍ଡି ଅଧିନସ୍ଥ ଅସନପାଟ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପୋଷାକ ଏବଂ ଖାଦ୍ୟ ସାମଗ୍ରୀର ଖର୍ଚ ସମ୍ବନ୍ଧୀୟ ସୂଚନା ମାଗିଥିଲେ ହେଲେ ସ୍କୁଲର ପ୍ରଧାନ ଶିକ୍ଷକ ଖାଦ୍ୟ ସାମଗ୍ରୀ କେଉଁଠାରୁ କେତେ ଟଙ୍କା ବ୍ୟୟରେ କିଣାକିଣି ହୋଇଛି। ତାହାର ତଥ୍ୟ ଦେଇ ହେବନାହିଁ ବୋଲି କହିଥିଲେ। ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିପାରିଲା ନାହିଁ। ତେଣୁ ସରଜ ମହାନ୍ତ ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବାସହ ଦୁର୍ନୀତି ନିବାରଣ ବିଭାଗର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।
1
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
WMWaqar Manzoor
FollowNov 13, 2025 10:29:270
Report
RSRAKESH SINGH
FollowNov 13, 2025 10:29:180
Report
KNKuldeep Nageshwar Pawar
FollowNov 13, 2025 10:28:44Noida, Uttar Pradesh:संघ प्रमुख की बाइट और दिग्विजय सिंह की बाइट
0
Report
0
Report
GLGautam Lenin
FollowNov 13, 2025 10:27:560
Report
DKDeepesh Kumar
FollowNov 13, 2025 10:27:37Noida, Uttar Pradesh:कार की डिग्गी में सोने का वीडियो
0
Report
0
Report
RMRam Mehta
FollowNov 13, 2025 10:27:250
Report
SKSantosh Kumar
FollowNov 13, 2025 10:25:450
Report
MMManoj Mallia
FollowNov 13, 2025 10:24:480
Report
ANAJAY NATH
FollowNov 13, 2025 10:24:390
Report
PPPREMANANDA PUJARI
FollowNov 13, 2025 10:24:150
Report
PPPREMANANDA PUJARI
FollowNov 13, 2025 10:23:560
Report