Back
केन्दु झर कोर्ट को बम से उड़ाने की धमकी भरी ईमेल मिली, पुलिस जांच शुरू
AMABHAYA MOHANTY
Mar 04, 2026 11:46:06
Keonjhar, Odisha
ଆଙ୍କର: କେନ୍ଦୁଝର ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ବୋମାରେ ଉଡ଼ାଇବାକୁ କୋର୍ଟଙ୍କ E- mail କୁ ଆସିଲା ଧମକପୂର୍ଣ୍ଣ ଚିଠି । Dog-Squard ଓ Bomb-Squard ଦ୍ଵାରା ପୋଲିସର ତନାଘନା ଜାରି । ହେଲେ, ଏଥିରେ ବମ୍ ର କୌଣସି ସୁରାକ୍ ମିଳି ନଥିବା କହିଛନ୍ତି ସଦର SDPO. ଆଜି କେନ୍ଦୁଝର ଜିଲ୍ଲା ଦୌରାଜଜ୍ କୋର୍ଟଙ୍କ ଇ-ମେଲ୍ କୁ ବମ୍ ରେ କୋର୍ଟକୁ ଭଡ଼ାଇ ଦେବାକୁ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା l ଏହାପରେ ଏନେଇ ଟାଉନ୍ ଥାନାରେ ଏକ ଏତଲା ଦାୟର୍ କରାଯାଇଥିଲା । ଏହାପରେ Dog-Squard, ଵୋମା ନିଷ୍କ୍ରିୟକାରୀ ଦଳ କୋର୍ଟରେ ପହଞ୍ଚି କୋର୍ଟ ଭିତର ଓ ବାହାରେ ତଦନ୍ତ କରିଥିଲେ । ହେଲେ, ଏଯାଏ କୌଣସି ସନ୍ଦେହଜନକ ପଦାର୍ଥ ମିଳି ନଥିବା ସୂଚନା ଦେଇଛନ୍ତି ସଦର SDPO. ଅନ୍ୟପଟେ, ଏଭଳି ଗୁଜବ ସୃଷ୍ଟିକାରୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦୁଝର ବାର୍ ଆସୋସିଏସନ୍ ର ସଭାପତି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
GYGAUKARAN YADU
FollowMar 11, 2026 19:00:360
Report
KKKamal Kumar
FollowMar 11, 2026 19:00:230
Report
DKDebojyoti Kahali
FollowMar 11, 2026 18:49:390
Report
PSPIYUSH SHUKLA
FollowMar 11, 2026 18:49:260
Report
DKDeepesh Kumar
FollowMar 11, 2026 18:48:560
Report
RKRupesh Kumar
FollowMar 11, 2026 18:48:470
Report
DKDeepesh Kumar
FollowMar 11, 2026 18:48:130
Report
DKDeepesh Kumar
FollowMar 11, 2026 18:47:550
Report
0
Report
RKRupesh Kumar
FollowMar 11, 2026 18:46:030
Report
ANAbhishek Nirla
FollowMar 11, 2026 18:45:360
Report
0
Report
0
Report
MTMadesh Tiwari
FollowMar 11, 2026 18:30:360
Report