Back
जंगल में आग से नेशनल हाईवे पर धुआं, वन विभाग अलर्ट
AMABHAYA MOHANTY
Feb 28, 2026 06:37:12
Keonjhar, Odisha
ହୁହୁ ହୋଇ ଜଳୁଛି ଜଙ୍ଗଲ ।
ଆଙ୍କର: ହୁହୁ ହୋଇ ଜଳୁଛି ଜଙ୍ଗଲ । ଫଳରେ ୪୯ ନମ୍ବର ଜାତୀୟ ରାଜପଥ ପୁରା ଧୂଆଁମୟ ହୋଇଯାଇଛି । ଜାତୀୟ ରାଜପଥ କଡ଼ରୁ ଆରମ୍ଭ ହୋଇଥିବା ଏହି ନିଆଁ ଆଖି ପିଛୁଳାକେ ଜଙ୍ଗଲ ଭିତରକୁ ବ୍ୟାପିଯାଉଛି l କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ବିଟ୍ ବାଉଁଶୁଳୀ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ବ୍ଲୋୟର୍ ସାହାଯ୍ୟରେ ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ବନ କର୍ମଚାରୀ । ନିଆଁ ଲାଗି ଜଙ୍ଗଲର ଅନେକ ଉପକାରୀ ବୃକ୍ଷଲତା ନଷ୍ଟ ହୋଇଯାଇଥିବା ବେଳେ, ଜଙ୍ଗଲର ଜୀବଯନ୍ତୁ, ସରୀସୃପଙ୍କ ଜୀବନ ସଙ୍କଟରେ ପଡିବା ଆଶଙ୍କା କରାଯାଉଛି । ଜଙ୍ଗଲରେ ନିଆଁ ଲାଗିବାର କାରଣ ଏଯାଏ ସ୍ପଷ୍ଟ ହୋଇ ନଥିବା ବେଳେ, କୌଣସି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି । କୌଣସି ପରିସ୍ଥିତିରେ ମଧ୍ୟ ଜଙ୍ଗଲରେ ନିଆଁ ନଲଗାଇବାକୁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିବା ବେଳେ, ଜଙ୍ଗଲରେ ଏଭଳି ନିଆଁ ଲଗାଇବା ବନ ବିଭାଗକୁ ଚିନ୍ତାରେ ପକାଇଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
DKDAVESH KUMAR
FollowFeb 28, 2026 07:46:26New Delhi, Delhi:अरविंद केजरीवाल ने AAP नेता मनीष सिसोदिया और संजय सिंह के साथ कनॉट प्लेस के प्राचीन हनुमान मंदिर में पूजा-अर्चना की
0
Report
ASAshok Singh Shekhawat
FollowFeb 28, 2026 07:46:000
Report
SNShashi Nair
FollowFeb 28, 2026 07:45:490
Report
NANasim Ahmad
FollowFeb 28, 2026 07:45:410
Report
ANAJAY NATH
FollowFeb 28, 2026 07:45:290
Report
ABAmit Bhardwaj1
FollowFeb 28, 2026 07:33:370
Report
RKRupesh Kumar
FollowFeb 28, 2026 07:33:300
Report
HSHITESH SHARMA
FollowFeb 28, 2026 07:33:190
Report
SPSohan Pramanik
FollowFeb 28, 2026 07:33:080
Report
SKShrawan Kumar Soni
FollowFeb 28, 2026 07:32:550
Report
KSKashish Singh
FollowFeb 28, 2026 07:32:030
Report
AKAjay Kumar Rai
FollowFeb 28, 2026 07:31:480
Report
BPBHUPESH PRATAP
FollowFeb 28, 2026 07:31:420
Report
KSKULWANT SINGH
FollowFeb 28, 2026 07:31:230
Report
