Back
केन्दुज़हर के गाँव में मुख्यमंत्री ने बीमार सहयोगी के घर जाकर हालचाल लिया
AMABHAYA MOHANTY
Oct 23, 2025 08:59:54
Keonjhar, Odisha
ସ୍ଲଗ- ଦଳିୟ ସହଯୋଗୀଙ୍କ ଦେହ ଅସୁସ୍ଥ ଖବର ପାଇ ଫେରିବା ବାଟରେ ସହଯୋଗୀଙ୍କ ଘରକୁ ଗଲେ ମୁଖ୍ୟମନ୍ତ୍ରୀ ।
ଆଙ୍କର- ମୁଖ୍ୟମନ୍ତ୍ରୀ ହେବ ତ ଏମିତି । ବଡ ପଦରେ ରହି ମଧ୍ୟ ଭୁଲି ନାହାଁନ୍ତି ନିଜ ସହଯୋଗୀଙ୍କୁ । ବଡ ହୃଦୟ ଓ ଉଦାରତାର ପରିଚୟ ଦେଲେ ମୁଖ୍ୟମନ୍ତ୍ରୀ ।
ଏହିଭଳି ଘଟଣା ଘଟିଛି କେନ୍ଦୁଝରର ପଦ୍ମପୁର ଗାଁରେ । ମାନ୍ୟବର ମୁଖ୍ୟମନ୍ତ୍ରୀ ତିନି ଦିନିଆ କେନ୍ଦୁଝର ଗସ୍ତ ସାରି ଭୁବନେଶ୍ଵର ଯିବାକୁ ହେଲିପେଡ଼ କୁ ଯିବା ବାଟରେ ଖବର ପାଇଥିଲେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଯୋଗେନ୍ଦ୍ର କୁମାର ସାହୁଙ୍କ ଦେହ ଅସୁସ୍ଥ ଅଛି । ଖବର ପାଇ ସେ ସଙ୍ଗେ ସଙ୍ଗେ ପଦ୍ମପୁର ଗାଁକୁ ଯାଇ ଯୋଗେନ୍ଦ୍ର ବାବୁଙ୍କ ଘରେ ପହଞ୍ଚିଥିଲେ । ଯୋଗେନ୍ଦ୍ର ବାବୁ ମଧ୍ୟ ପ୍ରାପ୍ତ ବୟସରେ ତାଙ୍କୁ ଦେଖି ବିଛଣାରୁ ଉଠି ଆସି ତାଙ୍କୁ ସ୍ୱାଗତ କରିଥିଲେ । ଯାହାକି ଏକ ଉଦାହରଣ ସୃଷ୍ଟି କରିଛି ବୋଲି ଯୋଗେନ୍ଦ୍ର ବାବୁଙ୍କ ପୁଅ କହିଛନ୍ତଃ
ବାଇଟ-(୧)-ବିଭୁ ଶଙ୍କର ସାହୁ ( ଯୋଗେନ୍ଦ୍ର ବାବୁଙ୍କ ପୁଅ )
1
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
HBHemang Barua
FollowOct 23, 2025 13:05:41Noida, Uttar Pradesh:मुस्लिमों से बातचीत की गई है
मुस्लिमों का कहना है की विहिप है कौन , ये छठ पूजा अब शुरू हुई है क्या , ये देश को बाटने का काम कर रहे है ,
चौपाल
0
Report
PCPranay Chakraborty
FollowOct 23, 2025 13:05:320
Report
HBHemang Barua
FollowOct 23, 2025 13:05:100
Report
HBHemang Barua
FollowOct 23, 2025 13:04:480
Report
JSJitendra Soni
FollowOct 23, 2025 13:04:280
Report
OBOrin Basu
FollowOct 23, 2025 13:03:480
Report
NSNAJEEM SAUDAGAR
FollowOct 23, 2025 13:02:500
Report
NSNAJEEM SAUDAGAR
FollowOct 23, 2025 13:02:280
Report
0
Report
KBKuldeep Babele
FollowOct 23, 2025 13:01:400
Report
PSPramod Sinha
FollowOct 23, 2025 13:01:170
Report
JSJitendra Soni
FollowOct 23, 2025 13:00:450
Report
SHSAYED HUSSAIN AKHTAR
FollowOct 23, 2025 13:00:250
Report
RVRaunak Vyas
FollowOct 23, 2025 13:00:120
Report
4
Report