Back
केन्दुझर में प्रेमी ने प्रेमिका को पाने के लिए आत्महत्या की धमकी दी, टावर पर चढ़ा युवक
AMABHAYA MOHANTY
Dec 04, 2025 07:22:22
Keonjhar, Odisha
କେନ୍ଦୁଝର ରେ ହତାସ ପ୍ରେମିକ ର ଉନ୍ମତ କାଣ୍ଡ ଆଙ୍କର କେନ୍ଦୁଝର ରେ ହାତାସ ପ୍ରେମିକର ଉନ୍ମକ୍ତ କାଣ୍ଡ, ' ହତାସ ପ୍ରେମିକର ମନେ ପଡିଲା ଅଶି ଦଶକରେ ଶୋଲେ ସିନେମା ର କଥା 1 ଯେପରି ବୀରୁବାସନ୍ତି କୁ ପାଇବାକୁ ପାଣି ଟାଙ୍କିରେ ଚଢ଼ି ବାସନ୍ତି କୁ ମନାଇବାକୁ ଚେଷ୍ଟା କରିଥିଲେ । ସେହି ପରି ଆଜି ଜଣେ ହତାସ ପ୍ରେମୀକ ନିଜ ପ୍ରେମିକା କୁ ପାଇବା ପାଇଁ କେନ୍ଦୁଝର ଟାଉନ ଥାନା ଜୁଡ଼ିଆ ଘାଟି ନିକଟ ଏକ ନୂତନ ନିର୍ମାଣଧିନ ଏକ ବିଦ୍ୟୁତ ଟାୱାର ଉପରେ ଚଢିଆତ୍ମହତ୍ୟା ଧମକ । ପ୍ରେମିକ ଜଣକ ସାହାରପଡ଼ା ଅଞ୍ଚଳର ହୋଇଥିବା ବେଳେ ପ୍ରେମିକା ଜଣକ ବାଂଶପାଳ ବ୍ଳକ ର ଯାତ୍ରା ଅଞ୍ଚଳର l ଆଜି ସକାଳେ ଯୁବକ ଜଣକ ଆସି ବିଦ୍ୟୁତ ଖୁଣ୍ଟରେ ଚଢ଼ି ତା ସହ କଥା ନ ହେଲେ ଆତ୍ମହତ୍ୟା କରିଦେବାକୁ ଧମକ ଦେଇଥିଲେ | ଖବର ପାଇ ପୋଲିସ ଓ ଆగ୍ନୀଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଯୁବତୀ ଓ ଘର ଲୋକଙ୍କ ସହ ମୋବାଇଲ ରେ କଥା କରାଇଥା ପରେ ଯୁବକ ତଳକୁ ଓହ୍ଲାଇଥିଲେ । ପୋଲିସ ଯୁବକ ଙ୍କୁ ଥାନା କୁ ନେଇ ଅଧିକ ପଚରା ଉଚରା କରୁଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
HBHemang Barua
FollowDec 04, 2025 08:04:140
Report
BKBRAJESH KUMAR
FollowDec 04, 2025 08:03:500
Report
MSMrinal Sinha
FollowDec 04, 2025 08:03:260
Report
DKDARSHAN KAIT
FollowDec 04, 2025 08:03:080
Report
PPPraveen Pandey
FollowDec 04, 2025 08:02:500
Report
HBHemang Barua
FollowDec 04, 2025 08:02:200
Report
AAAkshay Anand
FollowDec 04, 2025 08:01:440
Report
SSandeep
FollowDec 04, 2025 08:01:440
Report
NBNARAYAN BEHERA
FollowDec 04, 2025 08:01:240
Report
RSRavi sharma
FollowDec 04, 2025 08:00:290
Report
AKAjay Kumar Rai
FollowDec 04, 2025 08:00:190
Report
0
Report
0
Report
HDHARSH DWIVEDI
FollowDec 04, 2025 07:58:020
Report
MMMohammad Muzammil
FollowDec 04, 2025 07:57:440
Report