Back
Kendujhar के सरकारी SSD हाई स्कूल में अल्बेन्डाज़ोल लेने से 25 से अधिक छात्र अस्वस्थ
AMABHAYA MOHANTY
Feb 11, 2026 06:30:45
Keonjhar, Odisha
ଯାତୀୟ କୂର୍ମି ନାଶକ ଦିବସରେ କୁର୍ମୀ ବଟିକା ଖାଇ ଅସୁସ୍ଥ ହେଲେ ୨୫ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ
ଜାତୀୟ କୁର୍ମି ନାସକ ଦିବସରେ ଅଘଟଣ । କୁର୍ମୀ ବଟିକା ଖାଇ ୨୫ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅସୁସ୍ଥ । କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ୍ ଦେହୁରିପାଶି ସରକାରୀ SSD ହାଇସ୍କୁଲରେ ଘଟିଛି ଘଟଣା । ସମସ୍ତ ଛାତ୍ରଛାତ୍ରୀ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି । ଛାତ୍ରଛାତ୍ରୀଙ୍କୁ ଆଶ୍ରମରେ ସକାଳ ଖାଇବା ଖାଇ ଘଟଗାଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ALBENDAZOLE 400mg ର ବଟିକା ଦିଆଯାଇଥିଲା । ବଟିକା ଖାଇବାର କିଛି ସମୟ ପରେ ଛାତ୍ରଛାତ୍ରୀ ମାନେ ଅସୁସ୍ଥ ହେବାରୁ ତାଙ୍କୁ ଘଟଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ଛାତ୍ରଛାତ୍ରୀ ମାନେ ହେଲେ ମାନସୀ ଖଣ୍ଡା, ଶମ୍ଭୁ ମୁଣ୍ଡା, ପ୍ରିୟା ମୁଣ୍ଡା, ଛୋଟରାୟ ଟୁଡୁ, ଅମିତ୍ ମାଢ଼ୀ, ଚାନ୍ଦିନୀ ମୁଣ୍ଡା, ମିତାଳୀ ବାନ୍ଦ୍ରା, ଲକ୍ଷ୍ମୀ ମୁଣ୍ଡା, ବିକାଶ ମୁଦି, ଇତ୍ୟାଦି ସମସ୍ତ ପ୍ରଥମ , ଦ୍ଵିତୀୟ, ତୃତୀୟ ଶ୍ରେଣୀ ର ଅସୁସ୍ଥ ଛାତ୍ରଛାତ୍ରୀ ମାନଙ୍କୁ ଘଟଗାଁ ସ୍ଵାସ୍ଥ୍ୟ କେନ୍ଦ୍ର ତରଫରୁ ଚିକିତ୍ସା କରାଯାଉଛି。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
MKMukesh Kumar
FollowFeb 11, 2026 07:52:550
Report
DCDhruv Chaudhary
FollowFeb 11, 2026 07:52:36Noida, Uttar Pradesh:AAP MP Ashok Mittal on Delhi death
0
Report
RRRakesh Ranjan
FollowFeb 11, 2026 07:52:11Noida, Uttar Pradesh:वह दिन भर गायें रात भर गायें सर नीचे करके गायें, सर ऊपर करके गायें उनको मुबारकवंदे मातरम मैंडेटरी करने पर सरकार पर भड़के समाजवादी पार्टी सांसद अफजाल अंसारी
0
Report
VRVIJAY RANA
FollowFeb 11, 2026 07:51:230
Report
APAshwini Pandey
FollowFeb 11, 2026 07:50:470
Report
BPBramh Prakash Dubey
FollowFeb 11, 2026 07:50:300
Report
YSYatnesh Sen
FollowFeb 11, 2026 07:50:060
Report
ABAmit Bhardwaj1
FollowFeb 11, 2026 07:49:400
Report
RVRajat Vohra
FollowFeb 11, 2026 07:49:150
Report
DDDeepak Dwivedi
FollowFeb 11, 2026 07:48:070
Report
KSKartar Singh Rajput
FollowFeb 11, 2026 07:47:580
Report
NBNARAYAN BEHERA
FollowFeb 11, 2026 07:47:420
Report
1
Report
MTMD. TARIQ
FollowFeb 11, 2026 07:46:360
Report
ADASHISH DWIVEDI
FollowFeb 11, 2026 07:46:240
Report