Back
जगतसिंहपुर थाने में हत्याकांड के मुख्य आरोपी दिनेश नायक ने आत्मसमर्पण किया
NBNARAYAN BEHERA
Feb 11, 2026 07:47:42
Paradeep, Odisha
Anchor - ଜଗତସିଂହପୁର ସଦର ଥାନାରେ ଆତ୍ମସମର୍ପଣ କରିଛି ହତ୍ୟାକାରୀ ଦିନେଶ ନାୟକ।ଭୂବନେଶ୍ୱର ନୀଳାଦ୍ରି ବିହାର ସତ୍ୟବ୍ରତ ହତ୍ୟା କାଣ୍ଡ ମାମଲାରେ ଅଭିଯୁକ୍ତ ହତ୍ୟାକାରୀ ଦିନେଶ ଗତକାଲି ରାତି ୯ ଟାରେ ଜଗତସିଂହପୁର ସଦର ଥାନାରେ ଆତ୍ମସମର୍ପଣ କରିଛି । ତ୍ରିକୋଣୀୟ ପ୍ରେମ ନେଇ ଘଟିଥିବା ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦିନେଶ ନାୟକ ର ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅରିଲୋ ଗାଁରେ । ଗତ ରାତିରେ ଦିନେଶ ଚାଲି ଚାଲି ଆସି ଜଗତସିଂହପୁର ସଦର ଥାନାରେ ପହଁଚିଥିଲା । ପରେ ଦାୟିତ୍ୱରେ ଥିବା ଡିସିଓଙ୍କୁ ଭେଟି bhUBANEshwar NIlaDrI BihaR matarHitya ଘଟଣା ସମ୍ପର୍କ କୁ ନେଇ ନିଜେ ମର୍ଡର କରିଛି ବୋଲି କହିବା ସହିତ ଥାନାରେ ସରେଣ୍ଡର କରିବି ବୋଲ୍ କହିଥିଲା । ଏହି ଖବର ପାଇବା ମାତ୍ରେ କମିଶନରେଟ ପୋଲିସ ଜଗତସିଂହପୁରେ ପହଁଚି ଦିନେଶକୁ ପଚରା ଉଚରା କରିବା ସହିତ ଦିନେଶ କୁ ଭୂବନେଶ୍ୱର ନିଆ ଯାଇଥିବା ଜଣାପଡ଼ିଛି । ତେବେ ନୀଳାଦ୍ରି ବିହାର ସତ୍ୟବ୍ରତ ହତ୍ୟାକାଣ୍ଡ ଘଟଣାରେ ଆହୁରି ଅଧିକ ତଥ୍ୟ ମିଳିବୁ ବୋଲି ଆଶା କରାଯାଉଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RSRanajoy Singha
FollowFeb 11, 2026 09:16:530
Report
ADAnup Das
FollowFeb 11, 2026 09:16:410
Report
FWFAROOQ WANI
FollowFeb 11, 2026 09:16:280
Report
SKSantosh Kumar
FollowFeb 11, 2026 09:13:31Noida, Uttar Pradesh:LUCKNOW (UP): SHIVPAL SINGH YADAV (SAMAJWADI PARTY) ON UP FINANCE MINISTER SURESH KUMAR KHANNA PRESENTS UP BUDGET 2026-27
0
Report
KSKamal Solanki
FollowFeb 11, 2026 09:12:320
Report
PPPraveen Pandey
FollowFeb 11, 2026 09:12:170
Report
NJNEENA JAIN
FollowFeb 11, 2026 09:11:230
Report
AMALI MUKTA
FollowFeb 11, 2026 09:10:290
Report
RMRAJESH MISHRA
FollowFeb 11, 2026 09:10:160
Report
SHSAYED HUSSAIN AKHTAR
FollowFeb 11, 2026 09:09:540
Report
AKAtul Kumar
FollowFeb 11, 2026 09:09:350
Report
NSNivedita Shukla
FollowFeb 11, 2026 09:09:25Noida, Uttar Pradesh:Always listen to your intuition
0
Report
SKSantosh Kumar
FollowFeb 11, 2026 09:09:130
Report
RJRahul Joshi
FollowFeb 11, 2026 09:08:570
Report