Back
Hindi headline: बड़बिल बैंक डकैती मामले में 2 और आंतरिक डकैते गिरफ्तार, डकैती mastermind पकड़ा गया
AMABHAYA MOHANTY
Feb 16, 2026 06:01:39
Keonjhar, Odisha
ବଡ଼ବିଲ ଜିଲା ବଡ଼ବିଲ ମହାରାଷ୍ଟ୍ର ବ୍ୟାଙ୍କ ଡକାୟତି ମାମଲାରେ ଆଉ ୨ଜଣ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ଗିରଫ କଲା ବଡ଼ବିଲ ଥାନା ପୋଲିସ । ଏମାନଙ୍କୁ ଗିରଫ କରିବା ପରେ ବଡ଼ବିଲ ସହର ମୁଖ୍ୟରାସ୍ତାରେ ଚଲାଇ ଚଲାଇ ନେଲା ପୋଲିସ । ଏମାନଙ୍କୁ ବଡ଼ବିଲ ବାଟାଛକରୁ ଥାନାଛକ ଯାଇ ଚଲାଇ ଚଲାଇ ନେଇଛି ବଡ଼ବିଲ ଥାନା ପୋଲିସ । ଏମାନଙ୍କୁ ଦେଖିବାକୁ ରାସ୍ତାରେ ଲୋକଙ୍କର ଭିଡ଼ ଜମିଥିଲା l ଗତକାଲି ଏହି ମାମଲାରେ ବିହାରର ପାଟଣା ଅଞ୍ଚଳରୁ ଏହି ୨ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଗିରଫ ଦୁଇଜଣ ହେଲେ ସନ୍ତୋଷ କୁମାର ଓ ବିନୋଦ କୁମାର । ଗତ ଜାନୁଆରୀ ୧୯ତାରିଖରେ ବଡ଼ବିଲ ମହାରାଷ୍ଟ୍ର ବ୍ୟାଙ୍କ ଶାଖାରୁ ବନ୍ଧୁକ ମୁନରେ ୫ କୋଟିରୁ ଉର୍ଧ୍ବ ଟଙ୍କାର ସୁନା ଅଳଙ୍କାର ଓ ୮ଲକ୍ଷ ନଗଦ ଟଙ୍କା ଲୁଟି ନେଇଥିଲେ ମୁଖାପିନ୍ଧା ଡକାୟତ । ଏହି ମାମଲାରେ ପୂର୍ବରୁ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SBShowket Beigh
FollowFeb 16, 2026 07:30:550
Report
SPSatya Prakash
FollowFeb 16, 2026 07:30:460
Report
GPGYANENDRA PRATAP
FollowFeb 16, 2026 07:30:310
Report
CSChandrashekhar Solanki
FollowFeb 16, 2026 07:30:140
Report
0
Report
VAVINEET AGARWAL
FollowFeb 16, 2026 07:22:080
Report
ASABDUL SATTAR
FollowFeb 16, 2026 07:21:510
Report
AKAshok Kumar1
FollowFeb 16, 2026 07:21:400
Report
AOAjay Ojha
FollowFeb 16, 2026 07:21:310
Report
SKSantosh Kumar
FollowFeb 16, 2026 07:21:100
Report
BABASHIR AHMED MIR (Sagar)
FollowFeb 16, 2026 07:20:540
Report
SGSANJEEV GIRI
FollowFeb 16, 2026 07:20:420
Report
SKSantosh Kumar
FollowFeb 16, 2026 07:20:220
Report
MDMahendra Dubey
FollowFeb 16, 2026 07:19:370
Report
SSShailendra SINGH BAGHEL
FollowFeb 16, 2026 07:19:140
Report