Back
गोनासिका में बारुणी स्नान से श्रद्धालुओं को आशीर्वाद
AMABHAYA MOHANTY
Mar 19, 2026 08:47:55
Keonjhar, Odisha
ଆଙ୍କର: ଗୁପ୍ତଗଙ୍ଗା ଗୋନାସିକାରେ ବାରୁଣୀ ସ୍ନାନ କରି ପ୍ରଭୁ ବ୍ରହ୍ମେଶ୍ୱରଙ୍କ କୃପାଲାଭ କଲେ ଶ୍ରଦ୍ଧାଳୁ । ଗୁପ୍ତଗଙ୍ଗା ଭାବେ ପରିଚିତ ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ଗୋନାସିକା ପୀଠରେ ଆଜି ପବିତ୍ର ବାରୁଣୀ ସ୍ନାନ ଅବସରରେ ଶ୍ରଦ୍ଧାଳୁଙ୍କର ସମାଗମ ଦେଖିବାକୁ ମିଳିଥିଲା । ଗୋନାସିକାରୁ ଦେଖିବା ଏହି ରିପୋର୍ଟ ।
ଭି.ଓ.୧-କେନ୍ଦୁଝରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁପ୍ତଗଙ୍ଗା ଗୋନାସିକା । Պୂଣ୍ୟତୋୟା ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ଗୋନାସିକା ପୀଠ ଆଜି ହୋଇ ଉଠିଥାଲା ଚଳଚଞ୍ଚଳ । ପବିତ୍ର ବାରୁଣୀ ସ୍ନାନ ଅବସରେ ଶ୍ରଦ୍ଧାଳୁମାନେ ପ୍ରଭୁ ବ୍ରହ୍ମେଶ୍ଵରଙ୍କ ପୀଠ ନିକଟ ଦେବକୁଣ୍ଡରେ ବୁଡ଼ ପକାଇ ପ୍ରଭୁଙ୍କ ଆଶିଷଲାଭ କରିଥିଲେ । ଅମୃତବେଳା ସକାଳ ୧୦ଟା ୩୦ମିନିଟ୍ ପରେ ଦେବକୁଣ୍ଡରେ ବୁଡ଼ ପକାଇ ପିଣ୍ଡଦାନ କରିଥିଲେ ।
ବାଇଟ ୧-ପୂଜକ ।
ବାଇଟ ୨-ଶ୍ରଦ୍ଧାଳୁ ।
ଭି.ଓ.୨-ପବିତ୍ର ବାରୁଣୀ ସ୍ନାନ ଠାରୁ ଏଠାରେ ୪ଦିନ ଆରମ୍ଭ ହୋଇଛି ପ୍ରସିଦ୍ଧ ବାରୁଣୀ ମେଳା । ଜୁଆଙ୍ଗ ଜନଜାତି ବସବାସ କରୁଥିବା ବଣଜଙ୍ගଲ, ପାହାଡ ଘେରା ପରିବେଶରେ ଏଠାକାର ବାରୁଣୀ ମେଳାର ଆନନ୍ଦ ଉଠାଇବାକୁ ଛୁଟିଆସନ୍ତି ପର୍ଯ୍ୟଟକ । ମେଳାରେ ବିଭିନ୍ନ ମନୋହରୀ ଦୋକାନ, ମୀନାବଜାର ବୁଲିବା ସହ, ଦୋଳି ଖେଳି, ଫାଷ୍ଟଫୁଡ଼ ଏବଂ ଅପେରା ର ମଜା ଉଠାଇଥାନ୍ତି ପର୍ଯ୍ୟଟକ । ଏଠାରେ ବାରୁଣୀ ସ୍ନାନ ଓ ବାରୁଣୀ ମେଳାକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ୨୪ଘଣ୍ଟିଆ ପୋଲିସ ମୁତୟନ କରାଯାଇଛି ।
ବାଇଟ ୩-ଶ୍ରଦ୍ଧାଳୁ ।
ବାଇଟ ୪- ସ୍ଥାନୀୟ ବାସିନ୍ଦା ।
ଫାଭିଓ-ଗୁପ୍ତଗଙ୍ଗା ଗୋନାସିକା ଭଳି ବଣଜଙଗଲ ଘେରା ପ୍ରାକୃତିକ ପରିବେଶରେ ଶ୍ରଦ୍ଧାଳୁମାନେ ବାରୁଣୀ ବୁଡ଼ ପକାଇବା ସହ, ଆସନ୍ତା ୪ଦିନ ଧରି ବାରୁଣୀ ମେଳା ବୁଲିବାର ଆନନ୍ଦ ଉଠାଇବେ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ADAnup Das
FollowMar 19, 2026 10:04:380
Report
PKPRINCE KUMAR KUSHWAHA
FollowMar 19, 2026 10:04:240
Report
NJNEENA JAIN
FollowMar 19, 2026 10:04:050
Report
VRVIJAY RANA
FollowMar 19, 2026 10:03:420
Report
AMANIL MOHANIA
FollowMar 19, 2026 10:03:190
Report
0
Report
DKDARSHAN KAIT
FollowMar 19, 2026 10:03:040
Report
JRJAIDEEP RATHEE
FollowMar 19, 2026 10:02:370
Report
NSNAVEEN SHARMA
FollowMar 19, 2026 10:02:150
Report
DSDanvir Sahu
FollowMar 19, 2026 10:01:570
Report
AKAMAN KAPOOR
FollowMar 19, 2026 10:01:460
Report
ANAnil Nagar1
FollowMar 19, 2026 10:01:250
Report
AVArun Vaishnav
FollowMar 19, 2026 10:01:150
Report
SPSatya Prakash
FollowMar 19, 2026 10:00:100
Report
692
Report