Back
केन्दुझर जिले के बांधों पर विदेशी पक्षियों की संख्या बढ़ी; प्रवासी पक्षी आकर्षण बने
AMABHAYA MOHANTY
Feb 17, 2026 07:03:12
Keonjhar, Odisha
ଆଙ୍କର: ଏବର୍ଷ କେନ୍ଦୁଝର ଜିଲ୍ଲାରେ ବଢ଼ିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା l ଜିଲ୍ଲାରେ ଏବର୍ଷ ଅଧିକ ଶୀତ ପଡ଼ିବା ସହିତ, ଅଧିକ ଦିନ ଧରି ଶୀତ ଲାଗି ରହିଛି । ଜିଲ୍ଲାର ବିଭିନ୍ନ ଜଳାଶୟମାନଙ୍କରେ ପକ୍ଷୀମାନେ ନିଜକୁ ସୁରକ୍ଷିତ ମଣୁଥିବାରୁ ଧୀରେ ଧୀରେ ବଢ଼ୁଛି ଏଭଳି ପକ୍ଷୀଙ୍କର ସଂଖ୍ୟା । ଏବର୍ଷ ଜିଲ୍ଲାର ୨୧ଟି ଜଳାଶୟକୁ ୩୬ ପ୍ରକାର ର ୫,୦୩୯ଟି ବିଦେଶାଗତ ପକ୍ଷୀ आସିଥିବା ଜଣାପଡ଼ିଛି l ଏଥିରେ ୫ଟି ସ୍ୱତନ୍ତ୍ର ପ୍ରଜାତିର ପକ୍ଷୀଥିବା DFO ସୂଚନା ଦେଇଛନ୍ତି । କେବଳ ଗ୍ରାମାଞ୍ଚଳର ଜଳାଶୟ ନୁହେଁ, ବରଂ ସହରାଞ୍ଚଳରେ ଥିବା ଜଳାଶୟ ମାନଙ୍କରେ ମଧ୍ୟ ଅଧିକ ମାତ୍ରାରେ ବିଦେଶାଗତ ପକ୍ଷୀଙ୍କର ଆଗମନ ହୋଇଥିବା ସେ କହିଛନ୍ତି । କେନ୍ଦୁଝରରୁ ଦେଖିବା ଏହି ରିପୋର୍ଟ ।
ଭି.ଓ.୧-କେନ୍ଦୁଝର ସହର ମଧ୍ୟରେ ରହିଛି ରାଜାରାଜୁଡ଼ା ସମୟର ବଡ଼ଶାସନ ପୋଖରୀ । ୯ରୁ ୧୦ ଏକର ପରିମିତ ଏହି ବିଶାଳ ପୋଖରୀ, ଦୀର୍ଘ ବର୍ଷ ଧରି ପାଲଟିછି ବିଦେଶାଗତ ପକ୍ଷୀଙ୍କର ବାସସ୍ଥଳୀ । ଏଥିମଧ୍ୟରୁ, କିଛି ପକ୍ଷୀଙ୍କର ଲାଲ୍ ଥଣ୍ତ ଥିବା ବେଳେ, ଅନ୍ୟ କିଛି ପକ୍ଷୀଙ୍କର ଧଳା ଥଣ୍ଣ ଦେଖିବାକୁ ମିଳିଛି । ଅନ୍ୟ କିଛି ପକ୍ଷୀଙ୍କର ମୁଣ୍ଡରେ ରହିଛି ଲାଲ୍ ଚୂଳ । ପୋଖରୀରେ ଦଳ ଥିବା କାରଣରୁ ଏହି ପକ୍ଷୀମାନେ ଅଧିକ ସମୟ ପାଣିରେ ବୁଡ଼ି ପାଣି ଭିତର ଜୀବ, ଯନ୍ତୁ, ପୋକ ଆଦି ଖାଉଛନ୍ତି । ଏହାପରେ, ପାଣି ଉପରକୁ ଉଠି ନିଜ ନିଜ ମଧ୍ୟରେ ଖେଳିବା, ଉଡ଼ିବା ଦେଖିବାକୁ ମିଳୁଛି । ଜିଲ୍ଲାର ଅନ୍ୟ ସ୍ଥାନରେ ଏଭଳି ବିରଳ, ବିଦେଶାଗତ ପକ୍ଷୀମାନେ ଦଳ, ଦଳ ହୋଇ ପୋଖରୀରେ ବୁଲୁଥିବା ଦୃଶ୍ୟ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି l ଜିଲ୍ଲାରେ ଏଯାଏ ଥଣ୍ଡା ଅନୁଭୂତ ହେଉଥିବା କାରଣରୁ ଏହି ପକ୍ଷୀମାନେ ବିଭିନ୍ନ ଜଳାଶୟ ମାନଙ୍କରେ ବସା ବାନ୍ଧିଥିବା ଦେଖିବାକୁ ମିଳିଛି ।
ବାଇଟ ୧- ଧର୍ମେନ୍ଦ୍ର ସାହୁ, ସ୍ଥାନୀୟ ବାସିନ୍ଦା ।
ବାଇଟ ୨- ଭୀମସେନ୍ ସାହୁ(ଚଷମା, ଟୋପି), ସ୍ଥାନୀୟ ବାସିନ୍ଦା ।
ଭି.ଓ. ୨-ଜିଲ୍ଲାର ଥଣ୍ଡା ଜଳବାୟୁ ସାଙ୍ଗକୁ ଏଠାରେ ମିଳୁଥିବା ଖାଦ୍ୟ ପାଇଁ ପକ୍ଷୀମାନେ ଏଠାକୁ ଆସୁଥିବା କହିଛନ୍ତି କେନ୍ଦୁଝର DFO. ଏଥିସହ, ଏହି ପକ୍ଷୀମାନେ ଏଠାରେ ନିଜର ବଂଶବୃଦ୍ଧି ମଧ୍ୟ କରିଥାନ୍ତି । ଏବର୍ଷ ଜିଲ୍ଲାର ୨୧ଟି ଜଳାଶୟରେ ୩୬ଟି ପ୍ରଜାତିର ୫,୦୩୯ଟି ପକ୍ଷୀ ଗଣନା କରାଯାଇଥିବା ସେ କହିଛନ୍ତି । ଗତବର୍ଷ ଅପେକ୍ଷା ଏବର୍ଷ ବିଦେଶାଗତ ପକ୍ଷୀଙ୍କର ସଂଖ୍ୟା ବୃଦ୍ଧି ଘଟିଥିବା କହିଛନ୍ତି DFO. କେବଳ ପୁରୁଣା ପୋଖରୀ ନୁହେଁ, ବିଭିନ୍ନ ବିଭାଗ ଦ୍ୱାରା ତିଆରି ନୂତନ ପୋଖରୀକୁ ମଧ୍ୟ ଏଭଳି ପକ୍ଷୀଙ୍କର ଆଗମନ ଦେଖିବାକୁ ମିଳିଛି । ଏପରିକି, ନିଜକୁ ସୁରକ୍ଷିତ ମଣୁଥିବାରୁ, ସହର ମଧ୍ୟରେ ଥିବା ପୋଖରୀକୁ ଏଭଳି ପକ୍ଷୀମାନେ ଆସି ଦୀର୍ଘ ସମୟ ରହୁଥିବା କହିଛନ୍ତି DFO.
ବାଇଟ ୩-ଇନ୍ଦୁମତି ମିଶ୍ର, ୬ ନମ୍ବର ୱାର୍ଡ କାଉନସିଲର, କେନ୍ଦୁଝରଗଡ଼ ପୌରପାଳିକା ।
ବାଇଟ ୪-ଧନରାଜ ଏଚ୍. D଼ି., DFO, କେନ୍ଦୁଝର
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
FWFAROOQ WANI
FollowFeb 17, 2026 10:21:300
Report
RVRaunak Vyas
FollowFeb 17, 2026 10:21:160
Report
0
Report
GBGovindram Bareth
FollowFeb 17, 2026 10:19:390
Report
NDNEELAM DAS PADWAR
FollowFeb 17, 2026 10:19:240
Report
0
Report
JPJai Prakash
FollowFeb 17, 2026 10:18:070
Report
DCDhruv Chaudhary
FollowFeb 17, 2026 10:17:53Noida, Uttar Pradesh:विपुल गोयल, नागर, गौरव गौतम ने की नितिन नवीन से मुलाकात
0
Report
VSVishnu Sharma1
FollowFeb 17, 2026 10:17:440
Report
SDShankar Dan
FollowFeb 17, 2026 10:17:150
Report
AKAMAN KAPOOR
FollowFeb 17, 2026 10:16:550
Report
KCKumar Chandan
FollowFeb 17, 2026 10:16:350
Report
RMRam Mehta
FollowFeb 17, 2026 10:16:240
Report
PKPradeep Kumar
FollowFeb 17, 2026 10:16:130
Report
JGJugal Gandhi
FollowFeb 17, 2026 10:15:530
Report