Back
परिवारिक विवाद के चलते महिला की हत्या, जांच जारी
AMABHAYA MOHANTY
Oct 03, 2025 08:18:50
Keonjhar, Odisha
ପାରିବାରିକ ବିବାଦ କୁ ନେଇ ସ୍ତ୍ରୀ କୁ ହତ୍ୟା । ହତ୍ୟା କଲେ ଅତିରିକ୍ତ ବିଡ଼ିଓ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ର ଅତିରିକ୍ତ ବିଡ଼ିଓ ଦେବୀ ପ୍ରସାଦ ଜେନା ପାରିବାରିକ କଳହ କୁ ନେଇ ତାଙ୍କ ସ୍ତ୍ରୀ ସୁଦସ୍ୟା ଜେନା ଙ୍କୁ ହତ୍ୟା କରିଛନ୍ତି । ଅଭିଯୋଗ ଅନୁଯାୟୀ କେଉଁଝର ଜିଲ୍ଲା ନନ୍ଦିପଦା ଥାନା ଅଧୀନ ଡଆଁର ଗାଁ ରେ ଅଘଟଣ ଘଟିଛି । ମୃତକ ଙ୍କ ଝିଅ କହିବା ଅନୁଯାୟୀ ଦେବୀ ପ୍ରସାଦ ଜେନା ପାରିବାରିକ କଳହ କु ନେଇ ଝଗଡ଼ା କରିଥିଲେ । ପରେ ଏକ ମାରଣାସ୍ତ୍ର ରେ ସ୍ତ୍ରୀଙ୍କୁ ହାଣି ଥିଲେ , ତେବେ ପ୍ରଥମେ ସାଲିନିଆ ଓ ପରେ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା , ଭଦ୍ରକ ମେଡିକାଲ ରେ ମୃତ ଘୋଷଣା କରାଯାଇଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ASABHISHEK SHARMA1
FollowOct 03, 2025 10:25:580
Report
ASABHISHEK SHARMA1
FollowOct 03, 2025 10:25:430
Report
MSManish Sharma
FollowOct 03, 2025 10:25:320
Report
JSJitendra Soni
FollowOct 03, 2025 10:25:200
Report
ASArvind Singh
FollowOct 03, 2025 10:24:580
Report
ASArvind Singh
FollowOct 03, 2025 10:24:490
Report
ATAnuj Tomar
FollowOct 03, 2025 10:24:33Noida, Uttar Pradesh:DELHI: VICHITRA VEER (DCP AIRPORT DELHI) ON PR OF CANADA AGENT ARRESTED SENDING PEOPLE OUTSIDE INDIA ON FALSE DOCUMENT
0
Report
DBDEVENDRA BISHT
FollowOct 03, 2025 10:24:240
Report
AMABHAYA MOHANTY
FollowOct 03, 2025 10:24:090
Report
DKDAVESH KUMAR
FollowOct 03, 2025 10:23:540
Report
0
Report
NTNagendra Tripathi
FollowOct 03, 2025 10:23:410
Report
VTVinit Tyagi
FollowOct 03, 2025 10:23:290
Report
JSJitendra Soni
FollowOct 03, 2025 10:23:100
Report
KLKANHAIYA LAL SHARMA
FollowOct 03, 2025 10:22:540
Report