Back
Kendujhar के मंदिरों में दुर्गा पूजा: मां तारिणी की स्वर्णिम शोभा
AMABHAYA MOHANTY
Sept 29, 2025 12:04:10
Keonjhar, Odisha
ଆଙ୍କର: ଦୁର୍ଗାପୂଜା ଅବସରରେ ଆଜିଠାରୁ ପ୍ରକମ୍ପିତ ହେଉଛି କେନ୍ଦୁଝର ଜିଲ୍ଲା ଘଟଗାଁର ମାତାରିଣୀଙ୍କ ପୀଠ । ଏହି ଅବସରରେ ଆଜି ପ୍ରତ୍ୟୁଷରୁ ମାଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବା ପରେ ସକାଳ ଆଳତୀ ଅନୁଷ୍ଠିତ ହୋଇଥିଲା । ଏହାପରେ ମା ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି । ଆଜି ମହାସପ୍ତମୀରୁ ବିଜୟା ଦଶମୀ ଯାଏ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ମା ତାରିଣୀ । ଅନ୍ୟପଟେ, ମନ୍ଦିର ପରିସରରେ ପୂଜା ପାଉଛନ୍ତି ଦେବୀ ଦୁର୍ଗା ଦଶଭୂଜାଙ୍କର କାନ୍ତ କମନୀୟ ମୃଣ୍ମୟୀ ମୂର୍ତ୍ତି । ଦଶହରାରେ ଗୋଟିଏ ପଟେ, ପୀଠାସୀନ ଦେବୀ ଓ ଅନ୍ୟପଟେ, ମା ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତିଙ୍କ ମଧ୍ୟରେ ଅପୂର୍ବ ସମନ୍ବୟ ପରିଲକ୍ଷିତ ହୋଇଛି । ଗୋଟିଏ ପଟେ ଶ୍ରଦ୍ଧାଳୁ, ମାତାରିଣୀଙ୍କ ସୁନାବେଶ ଓ ଅନ୍ୟପଟେ ମନ୍ଦିର ପରିସରରେ ଦେବୀ ଦୁର୍ଗାଙ୍କୁ ଦର୍ଶନ କରି କୃପାଲାଭ କରୁଛନ୍ତି.
ବାଇଟ
1
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
RSRAKESH SINGH
FollowSept 29, 2025 14:20:160
Report
BKBRAJESH KUMAR
FollowSept 29, 2025 14:20:010
Report
KCKumar Chandan
FollowSept 29, 2025 14:19:51Ranchi, Jharkhand:रांची
Slug
ZBJ_RNC_CHANDAN_WT_R
हरमू इलाके में भव्य और आकर्षक पूजा पंडाल में श्रद्धालुओं का तांता लगा हुआ है। इसकी भव्यता सबको लुभा रहा है।
4
Report
DKDeepesh Kumar
FollowSept 29, 2025 14:19:430
Report
DKDeepesh Kumar
FollowSept 29, 2025 14:19:360
Report
NSNivedita Shukla
FollowSept 29, 2025 14:19:220
Report
TSTHANESHWAR SAHU
FollowSept 29, 2025 14:18:430
Report
AKAshok Kumar1
FollowSept 29, 2025 14:18:250
Report
JSJAMNJAY SINHA
FollowSept 29, 2025 14:18:140
Report
HGHarish Gupta
FollowSept 29, 2025 14:17:570
Report
SSsubhash saheb
FollowSept 29, 2025 14:17:450
Report
KSKumar Shashivardhan
FollowSept 29, 2025 14:17:320
Report
NTNeeraj Tripathi
FollowSept 29, 2025 14:17:150
Report
RSRAJEEV SHARMA
FollowSept 29, 2025 14:16:590
Report