Back
कोर्ट के निर्देश के Kendujhar जिला मुख्य चिकित्साधिकारी के खिलाफ आह्वान, महिला स्वास्थ्य कर्मी हड़ता...
AMABHAYA MOHANTY
Mar 07, 2026 10:32:17
Keonjhar, Odisha
କୋର୍ଟ ର ନିର୍ଦ୍ଦେଶକୁ ମାନୁ ନାହାନ୍ତି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କାର୍ୟ ବନ୍ଦ ଆନ୍ଦୋଳନ ଚେତାବନୀ ଦେଲେ ବହୁମୁଖୀ ମହିଳା ସ୍ବାସ୍ଥ୍ୟକର୍ମୀ ସଂଘ । ଏଲ-୨ ରୁ ଏଲ-୧ ପଦୋନ୍ନତି ଦାବିରେ ବହୁମୁଖୀ ମହିଳା ସ୍ବାସ୍ଥ୍ୟକର୍ମୀ ସଂଘ ପକ୍ଷରୁ ସୋମବାର ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଜନହିତକାରୀ ସ୍ବାସ୍ଥ୍ୟ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ସମୟନୁଯାୟୀ ପ୍ରଚଳନ କରାଯାଉଥିବା ସ୍ବାସ୍ଥ୍ୟ ଯୋଜନାକୁ ଗୁରୁତ୍ବ ଦେଆଯାଉଛି । ସରକାରଙ୍କ ଦ୍ବାରା କ୍ୟାଡର ପୁର୍ଣ୍ଣଘଠନ ଅନୁମୋଦନ କଲାପରେ ତଥା ସରକାର ଙ୍କ ପତ୍ର ସଂଖ୍ୟା- (୩୫୪୫୫) ତା-୧୯.୧୨.୨୪ ରେ ଏଲ-୨ ରୁ ଏଲ୍-୧ ପଦୋନ୍ନତି ଦେବାକୁ ନିର୍ଦ୍ଧେଶନାମା ଜାରି କରାସରିଛି । ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ d ବାରା ପ୍ରଭିଜନାଲ ଗ୍ରେଡେସନ ଲିଷ୍ଟ ପ୍ରସ୍ତୁତ ହୋଇ ସାରିଛି । ତାହା ଡିଏଚ୍ ଏସ୍ (ଓ)ଙ୍କ ପତ୍ର ସଂଖ୍ୟା ୫୦୮ ୨୦.୦୧.୨୦୨୫ ଏବଂ ଡିଏଚ୍(ଓ) ଙ୍କ ପତ୍ର ସଂଖ୍ୟା ୧୮୨୫ ତା-୨୮.୦୩.୨୫ ରେ ଅନୁମୋଦନ ଲାଭ କରି ଜିଲ୍ଲା କାର୍ଯ୍ୟାଳୟ ଦ୍ବାରା ପର୍ଯ୍ୟାୟ କ୍ରମେ ପ୍ରଭିଜନାଲ ଏବଂ ଫାଇନାଲ ଗ୍ରେଡେସନ ଲିଷ୍ଟ ପ୍ରକାଶ ପାଇବା ପରେ ୨୯.୦୫.୨୦୨୫ ରେ ଫାଇନାଲ ଗ୍ରେଡେସନ ଲିଷ୍ଟ ଜିଲ୍ଲା ସ୍ତରରେ ଅନୁମୋଦନ କରାଯାଇଥିଲା । ଏହାକୁ ନେଇ କୋର୍ଟର ଦ୍ବାରସ୍ଥ ହୋଇଥିଲେ ଜୁନିଅର ମହିଳା କର୍ମିୀମାନେ ତେବେ ଗତ ଜାନୁଆରୀ ୨୮ରେ କୋର୍ଟର ଶୁଣାଣି ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ସପକ୍ଷରେ ଯାଇଥିଲା । ତେବେ କୋର୍ଟର ଆଦେଶ ପାଇବା ପରେ ମଧ୍ୟ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ ଅଧିକାରୀ ଆଜି ପର୍ଯ୍ୟନ୍ତ ପଦୋନ୍ନତି ଦେଲେ ନାହିଁ । ଇତି ମଧ୍ୟରେ ଅନେକ ମହିଳା ସ୍ବାସ୍ଥ୍ୟକର୍ମୀ ମାନେ ଅବସର ନେଇ ସାରିଛନ୍ତି । ଏଣୁ ଯଦି ଡିପିସି ବସାଇ ସେମାନଙ୍କୁ ପଦୋନ୍ନତି ଦିଆ ନଯାଏ , ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଥିବା ବହୁମୁଖୀ ମହଳା ସ୍ବାସ୍ଥ୍ୟକର୍ମୀ ଚେତାବନୀ ଦେଇଛନ୍ତି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
MKMohammed Khan
FollowMar 07, 2026 11:50:090
Report
WMWaqar Manzoor
FollowMar 07, 2026 11:50:000
Report
SBShowket Beigh
FollowMar 07, 2026 11:49:490
Report
SKSumit Kumar
FollowMar 07, 2026 11:49:390
Report
DMDILEEP MISHRA
FollowMar 07, 2026 11:49:260
Report
AAAkshay Anand
FollowMar 07, 2026 11:49:16Noida, Uttar Pradesh:a renowned woodworker and sculptor in Vietnam created the ultimate toy car for his children
0
Report
DKDARSHAN KAIT
FollowMar 07, 2026 11:49:070
Report
AAAkshay Anand
FollowMar 07, 2026 11:48:23Noida, Uttar Pradesh:good nap you know it's been a good nap when.
0
Report
SVShweta Verma
FollowMar 07, 2026 11:48:070
Report
AAAkshay Anand
FollowMar 07, 2026 11:47:38Noida, Uttar Pradesh:using physics to escape the pit.
0
Report
RKRANJEET Kumar OJHA
FollowMar 07, 2026 11:46:510
Report
MSManuj Sharma
FollowMar 07, 2026 11:46:200
Report
0
Report