Back
26 जनवरी से गोणासिका केंदुझर महोत्सव शुरू, मुख्यमंत्री उद्घाटन करेंगे
AMABHAYA MOHANTY
Dec 25, 2025 10:03:58
Keonjhar, Odisha
ଆଙ୍କର: ଗୋନାସିକା କେନ୍ଦୁଝର ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୨୬ ତାରିଖରେ ଗୋନାସିକା କେନ୍ଦୁଝର ମହୋତ୍ସବୁକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଶାଲ ସିଂହ । ଦରବାର ହଲ୍ ଠାରେ ଆଜି ଏସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି । ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ଗୋନାସିକା କେନ୍ଦୁଝର ମହୋତ୍ସବ ଏବଂ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା । ୨୬ ତାରିଖୁ ୩ୃ ତାରିଖ ଯାଏ ୫ଦିନ ଧରି ଚାଲିବାକୁ ଥିବା ଗୋନାସିକା କେନ୍ଦୁଝର ମହୋତ୍ସବର ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦେବାକୁ ଥିବା ବେଳେ, ଉଦଯାପନୀ ଉତସବରେ ଯୋଗଦେବେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ । ୧୦ ଦିନ ଧରି ଚାଲିବାକୁ ଥିବା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଆସନ୍ତା ୪ ଜାନୁଆରୀ ଯାଏ ଚାଲିବ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୨ଶହ ଷ୍ଟଲ୍ ରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ନିଜର ସାମଗ୍ରୀ ବିକ୍ରୀ କରିବାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ଜନସାଧାରଣଙ୍କ ସହଯୋଗରେ ଶାନ୍ତି ଶୃଙଖଳାର ସହିତ ଗୋନାସିକା କେନ୍ଦୁଝର ମହୋତ୍ସବ ଏବଂ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜିତ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଜିଲ୍ଲାପାଳ ବିଶାଲ ସିଂହ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
1
Report
JSJitendra Soni
FollowDec 25, 2025 11:23:270
Report
KHKHALID HUSSAIN
FollowDec 25, 2025 11:23:120
Report
PSPreeti Srivastava
FollowDec 25, 2025 11:22:41Lucknow, Uttar Pradesh:बीजेपी मनीष शुक्ला बाइट ऑन केजीएमसी केस
0
Report
MGMOHIT Gomat
FollowDec 25, 2025 11:22:140
Report
KJKamran Jalili
FollowDec 25, 2025 11:21:120
Report
SKSunny Kumar
FollowDec 25, 2025 11:21:020
Report
DBDEBASHISH BHARATI
FollowDec 25, 2025 11:20:440
Report
NJNarendra Jaiswal
FollowDec 25, 2025 11:20:230
Report
0
Report
KJKamran Jalili
FollowDec 25, 2025 11:19:530
Report
AJAvinash Jagnawat
FollowDec 25, 2025 11:19:410
Report
MGMOHIT Gomat
FollowDec 25, 2025 11:19:270
Report
PPPraveen Pandey
FollowDec 25, 2025 11:18:040
Report
