Back
बड़बिल पुलिस ने दुर्दांत डकैती के आरोपी सिकू कुमार को एनकाउंटर के बाद अस्पताल भेजा
AMABHAYA MOHANTY
Feb 01, 2026 08:50:21
Keonjhar, Odisha
ଆଙ୍କର: ଦୁର୍ଦ୍ଧାନ୍ତ ଡକାୟତକୁ ଏନକାଉଣ୍ଟର୍ କଲା ବଡ଼ବିଲ୍ ପୋଲିସ । କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଡ଼କାୟତିରେ ସମ୍ପୃକ୍ତ ଥିବା ଦୁର୍ଦ୍ଦାନ୍ତ ଡ଼କାୟତ ସିପୁ କୁମାର କୁ ପୋଲିସ ର ଏନକାଉଣ୍ଟର୍ । ବିହାର, ପାଟଣା, ପିପାରା ରୁ ସିପୁ କୁମାର ନେଇଥିଲା ପୋଲିସ । ଆଜି ସକାଳେ, ବଡ଼ବିଲ୍ ର ଟାଙ୍କୁରା ନିକଟ ଏକ ଜଙ୍ଗଲରେ ଫେରାର୍ ହେଉଥିବା ସମୟରେ ସିପୁ ପ୍ରଥମେ ପୋଲିସ ଉପରକୁ ୨ରାମଣ୍ଡ ଗୁଳି ଚଳାଇଥିଲା । ପୋଲିସର ପାଲଟା ଗୁଳିମାଡ଼ରେ ଆହତ ସିପୁ କୁ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାର ଡ଼ାହାଣ ଗୋଡ଼ ଆଣ୍ଠୁ ਪାଖରେ ଗୁଳି ବାଜିଛି । ତା'ଠାରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି । ଦୁର୍ଦ୍ଦାନ୍ତ ଡ଼କାୟତ ସିପୁ, ହତ୍ୟା, ସଶସ୍ତ୍ର ଡ଼କାୟତି, ଚୋରୀ ଭଳି ମାମଲାରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟରେ ସମ୍ପୃକ୍ତ ଥିଲା । ବଡ଼ବିଲ୍ SDPOଙ୍କର ସୂଚନା ଅନୁଯାୟୀ, ବିହାର ସିପାରା ଅଞ୍ଚଳରୁ ଡ଼କାୟତ ସିପୁ କୁ ବଡ଼ବିଲ୍ ପୋଲିସ୍ ଗିରଫ କରି ତା'ଠାରୁ ନගଦ ୨୦ହଜାର ଟଙ୍କା ଓ ଏକ ବାଇକ୍ ଜବତ ହୋଇଥିଲା । ତାକୁ ନେଇ ବଡ଼ବିଲ୍ ଆସୁଥିବା ପୋଲିସ୍ । ଡ଼କାୟତ ସିପୁର କହିବା ଅନୁଯାୟୀ, ନୂଆମୁଣ୍ଡି ନିକଟ ଝାଡ଼ଖଣ୍ଡର ଟାଙ୍କୁରା ଜଙ୍ଗଲରେ ସେ ବ୍ୟାଙ୍କର ଲୁଟ୍ ସୁନା ଲୁଚାଇ ରଖିଥିଲା । ହେଲେ, ସେହି ଜଙ୍ଗଲରେ ସେ ଲୁଚାଇଥିବା ଏକ ବନ୍ଧୁକରୁ ପୋଲିସ ଉପରକୁ ୨ ରାୌଣ୍ଡ ଗୁଳି ଚଳାଇ ଫେରାର୍ ହେବାକୁ ଚେଷ୍ଟା କରୁଥିଲା । ପରେ ପୋଲିସର ପାଲଟା ଗୁଳିରେ ଆହତ ହୋଇଥିଲା ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PKPRASHANT KUMAR1
FollowFeb 01, 2026 10:16:530
Report
NKNished Kumar
FollowFeb 01, 2026 10:16:330
Report
RKRaj Kishore
FollowFeb 01, 2026 10:16:220
Report
KJKamran Jalili
FollowFeb 01, 2026 10:16:100
Report
ASAshok Singh Shekhawat
FollowFeb 01, 2026 10:15:530
Report
ASAmit Singh01
FollowFeb 01, 2026 10:15:330
Report
SHSAYED HUSSAIN AKHTAR
FollowFeb 01, 2026 10:15:200
Report
0
Report
SDShankar Dan
FollowFeb 01, 2026 10:07:390
Report
RJRahul Joshi
FollowFeb 01, 2026 10:07:220
Report
DDDeepak Dwivedi
FollowFeb 01, 2026 10:07:060
Report
PKPushpender Kumar
FollowFeb 01, 2026 10:06:44Noida, Uttar Pradesh:हरदोई के मुस्लिम समुदाय के रिएक्शन
0
Report
JPJai Prakash
FollowFeb 01, 2026 10:06:090
Report
SSSUNIL SINGH
FollowFeb 01, 2026 10:05:540
Report
NGNakibUddin gazi
FollowFeb 01, 2026 10:05:280
Report