Back
आनंदपुर थाने ने कांगारू कोर्ट के आरोपों के साथ 4 लोग गिरफ्तार
AMABHAYA MOHANTY
Oct 27, 2025 12:34:06
Keonjhar, Odisha
Slug- arrest for kangaroo court.
ଆଙ୍କର - ପରକ୍ରିୟା ପ୍ରୀତି ସନ୍ଦେହ ରେ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ମହଙ୍ଗା ପଡିଲା । ଭିଡିଓ ଭାଇରାଲ ପରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଥାନା ଷଡ଼ଙ୍ଗୀ ଗ୍ରାମ ରେ । ଷଡ଼ଙ୍ଗୀ ଗ୍ରାମ ର ଶିଶିର ଶଙ୍ଖୁଆଳ ବିଲରୁ ଧାନ କାଟି ଫେରିବା ବେଳେ ଜଣେ ମହିଳା ନିକଟକୁ ରସି ପିଇବା ପାଇଁ ଯାଇଥିଲା। ଏହି ସମୟରେ ଗ୍ରାମ ର କିଛି ଯୁବକ ମହିଳାଙ୍କ ନିକଟରେ ଏକୁଟିଆ ଶିଶିର କୁ ଦେଖି ସଂପୃକ୍ତ ମହିଳା ସହ ଖରାପ ସମ୍ପର୍କ ଅଛି କହି କବାଟ ବନ୍ଦ କରିଦେଲେ। ପరେ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ଙ୍କୁ ଜଣାଇବା ସହ ଉଭୟଙ୍କୁ ନିର୍ଧુମ ମାଡ଼ ମାରିବା ସହ ଲଙ୍କା ଗୁଣ୍ଡ ଏବଂ ପାଣି ଢ଼ାଳି ବାଡ଼େଇ ଥିଲେ । ପରେ ଉଭୟଙ୍କୁ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇ ଥିବା ନେଇ ଅଭିଯୋଗ ହୋଇଛି। ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ଭିଡିଓ ଭାଇରାଲ ହେଉଛି। ଏନେଇ ଆନନ୍ଦପୁର ଥାନା ସମ୍ପୃକ୍ତ ମହିଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସେହି ଗ୍ରାମରୁ ୨ ଜଣ ମହିଳା ଏବଂ ୨ ଜଣ ପୁରୁଷ ଙ୍କୁ ଗିରଫ କରିଛି ।
ବାଇଟ- ଶିଶିର ସଙ୍ଖୁଆଳ, ଜୋତା ମାଳ ପିନ୍ଧିଥିବା ବ୍ୟକ୍ତି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
HBHemang Barua
FollowOct 27, 2025 15:21:490
Report
ASAkash Sharma
FollowOct 27, 2025 15:21:360
Report
PCPranay Chakraborty
FollowOct 27, 2025 15:20:570
Report
VSVIPIN SHARMA
FollowOct 27, 2025 15:20:470
Report
DRDivya Rani
FollowOct 27, 2025 15:20:020
Report
NZNaveen Zee
FollowOct 27, 2025 15:19:462
Report
0
Report
TCTanya chugh
FollowOct 27, 2025 15:19:320
Report
VKVijay1 Kumar
FollowOct 27, 2025 15:19:230
Report
TCTanya chugh
FollowOct 27, 2025 15:19:140
Report
TCTanya chugh
FollowOct 27, 2025 15:19:030
Report
DGDeepak Goyal
FollowOct 27, 2025 15:18:500
Report
NPNavratan Prajapat
FollowOct 27, 2025 15:18:420
Report
KCKashiram Choudhary
FollowOct 27, 2025 15:18:260
Report
AKAlok Kumar
FollowOct 27, 2025 15:18:07Sithmara, Uttar Pradesh:शाहजहांपुर के राजकीय मेडिकल कॉलेज में महिला तीमारदार से रेप का मामला सामने आया है
एफआईआर दर्ज होने के बाद पुलिस ने आरोपी सफाई कर्मचारी को गिरफ्तार कर जेल भेज दिया है
0
Report
