Back
जगतसिंहपुर में विजिलांस के छापे: चार जगहों पर नगद–गहने व बैंक डिपॉजिट जब्त
NBNARAYAN BEHERA
Dec 20, 2025 13:16:17
Paradeep, Odisha
ଜଗତସିଂହପୁର ସଦର ଥାନା ଚାଟରା ସ୍ଥିତ ବାସ ଭବନ ଓ ସରକାରୀ କାର୍ଯ୍ୟାଳୟ ସରକାରୀ ବାସ ଭବନ ଓ ତିର୍ତ୍ତୋଲ ଥାନା ସାମନ୍ତରାୟ ପୁର ଗାଁ ସ୍ଥିତ ପୈତୃକ ବାସ ଭବନ ଆଦି ୪ ଟି ସ୍ଥାନରେ ଏକା ସାଙ୍ଗରେ ଚଢ଼ାଉ ଜାରି ରହିଛି । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ବାସ ବୁକ ଜବତ ସୁନା ଗହଣା ଓ ନଗଦ ଟଙ୍କା,ଏଟିଏମ କାର୍ଡ ଜବତହୋଇଥିବାର ଜଣାଯାଇଛି। ସକାଳ ୬ଟା ରୁ ୪ଟି ସ୍ଥାନରେ ଏକା ସାଙ୍ଗରେ ଚଢ଼ାଉ ବେଳେ ଦିନ ୧୨ ଟା ବେଳ ସୁଦ୍ଧା ୨ଶହ ଗ୍ରାମ ସୁନା, ୩ ଲକ୍ଷ ୫୦ ହଜାର ଟଙ୍କା ନଗଦ କ୍ୟାସ, ଜଗତସିଂହପୁର ରେ ୨ ଟା ପ୍ଲଟ ଓ କଟକରେ ଗୋଟିଏ ପ୍ଲଟ ଠାବ କରାଯାଇଛି । ବିଭିନ୍ନ ବ୍ୟାଙ୍କରେ 50 ଲକ୍ଷ ଟଙ୍କାରୁ ଉର୍ଦ୍ଧ ବ୍ୟାଙ୍କ ଜମାରାଶି ଥିବାର ମଧ୍ୟ ଠାବ କରାଯାଇଛି । ସେହିପରି ମୋଟ ସ୍ଥାବର, ଅସ୍ଥାବର ସମ୍ପତି ମୂଲ୍ୟ ପାୟ 3କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଆରପରେ ଆଉ ଅଧିକ ତଦନ୍ତ ପରେ ଆଉ କେତେ ସମ୍ପତି ରହିଛି ତାହା ଆଗକୁ ଜଣାପଡିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି । ଚଢ଼ାଉ ସମୟରେ ଭିଜିଲାନ୍ସ ଦ୍ୱାରା ଅଟକ ଥିବା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟ ଙ୍କୁ କଟକା ନିଆଯାଇ ଅଧିକ ଜେରା କରାଯିବ ବୋଲି ସୂଚନା ମିଳିଛି । ୪ଟି ସ୍ଥାନରେ ହେଉଥିବା ଏହି ଚଢ଼ାଉ ରେ ଦୁଇ ଜଣ ଅତିରିକ୍ତ ଏସି,୫ ଜଣ ଡିଏସପି ଓ ୮ ଜଣ ଇନ୍ସପେକ୍ଟର ଙ୍କ ସହ ଅନ୍ୟାନ୍ୟ ସହାୟକ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RTRAJENDRA TIWARI
FollowDec 20, 2025 16:03:100
Report
RSRAhul Sisodia
FollowDec 20, 2025 16:02:37Noida, Uttar Pradesh:Razdhan Top, Bandipora पर हिमपात का वीडियो
0
Report
PKPradeep Kumar
FollowDec 20, 2025 16:01:450
Report
AKAshok Kumar1
FollowDec 20, 2025 16:01:21Noida, Uttar Pradesh:NOIDA (UP): NOIA POLICE ARRESTS FAKE BANK EMPLOYEES/ VISUALS/ SHAVYA GOYAL (ADCP, NOIDA) S/B & REAX
0
Report
MPMahesh Pareek
FollowDec 20, 2025 16:01:040
Report
DIDamodar Inaniya
FollowDec 20, 2025 16:00:400
Report
0
Report
ASAmit Singh
FollowDec 20, 2025 15:51:250
Report
MKMUKESH KUMAR
FollowDec 20, 2025 15:50:550
Report
VRVikash Raut
FollowDec 20, 2025 15:50:260
Report
PSPrince Suraj
FollowDec 20, 2025 15:50:050
Report
RRRakesh Ranjan
FollowDec 20, 2025 15:49:470
Report
RKRANJEET Kumar OJHA
FollowDec 20, 2025 15:49:110
Report
DSDM Seshagiri
FollowDec 20, 2025 15:48:490
Report