Back
पारादीप में गोचर ज़मी को लेकर तनाव, तहसीलदार और ग्रामीणों के बीच तकरार
NBNARAYAN BEHERA
Dec 20, 2025 13:13:36
Paradeep, Odisha
ଗୋଚର ଜମିରେ ବୁଲା ଯାଇଥିବା ବାଡ କୁ ଉଛେଦ ବେଳେ ଉତେଜନା। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲ ଅଧିନ ନିମିଢୀ ଗାଁରେ ଗୋଚର ଜମିକୁ ଅନାବାଦୀ କହି ବିକ୍ରି କାରାଯାଇଥିଲା। ଏହି ଘଟଣା ସମ୍ପର୍କରେ କିଛିଦିନ ପୂର୍ବରୁ ଖବର ପ୍ରସାରଣ କରାଯାଇଥିଲା। ହେଲେ ଗ୍ରାମବାସୀ ମାନେ ଖବର ପ୍ରସାରଣ ପରେ ଗ୍ରାମବାସୀଙ୍କ ପକ୍ଷରୁ ସେଠାରେ ବାଡ ବୁଲାଇ ଗଛ ଲଗା ଯାଇଥିଲା। ହେଲେ ଆଜି କୁଜଙ୍ଗ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଲଗା ଯାଇଥିବା ବାଡକୁ ଉଛେଦ କରି ଫେରୁଥିବା ସମୟରେ ଉତେଜନା ଦେଖାଦେଇଛି। କିଛି ସମୟ ପାଇଁ ଜେସିପି ଗାଡି ଓ ତହସିଲଦାର ଗାଡିକୁ ଅଟକ ରଖିଥିଲେ ନିମିଢୀ ଗ୍ରାମର ଗ୍ରାମବାସୀ। ଏନେଇ ଘଟଣା ସ୍ଥଳରେ ଲକଥାନା ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ଜେସିପି ମେସିନ ଓ ତହସିଲଦାରଙ୍କୁ ଛାଡିଥିଲେ। ଘଟଣା କୁ ନେଇ ଉତେଜନା ଦେଖାଦେଇଥାବା ବେଳେ ଆଲୋଚନା ପାଇଁ ଗ୍ରାମବାସୀ ମାନେ ଲକଥାନା ପହଞ୍ଚିଥିଲେ ମଧ୍ୟ ଆଲୋଚନା ବିଫଳ ହୋଇଥିବା ଜଣାପଡିଛି।ତେବେ ନିମିଢୀ ଗ୍ରାମରେ ଥିବା ଗୋଚର ଜମିକୁ ଅନାବାଦୀ ଯାଗା ଦର୍ଶାଇ ଗ୍ରାମକମିଟି ତରଫରୁ ଡିସିମିଲ୍ ପଛା ୧ଲକ୍ଷ ୪୦ହଜାର ଟଙ୍କାରେ ବିକ୍ରି କରାଯାଇଥିଲା। ଏହି ଗୋଚର ରେ ଅନେକ ଲୋକ ଗୃହ ନିର୍ମାଣ କରିଥିବା ବେଳେ ତହସିଳଦାର ସେମାନଙ୍କୁ ପ୍ରଥମେ ୭ଦିନିଆ ନୋଟିସ ଜାରୀ କରିବା ସହ ବାଡ ବୁଲା ଯାଇଥିବା ଯାଗା କୁ ଉଛେଦ କରିଥିଲେ। ଅନ୍ୟପଟେ ଦୁଇଦିନ ହେବ ଗୋଚରରେ ଗ୍ରାମବାସୀଙ୍କ ପକ୍ଷରୁ ବାଡ ବୁଲାଯାଇ ଗଛ ଲଗା ଯାଇଥିଲା। ଆଜି କ'ଣ ପାଇଁ ତହସିଲଦାର ଲଗା ଯାଇଥିବା ଗଛ ଓ ବାଡକୁ ଭାଙ୍ଗି ලେ ବୋଲି ତାକୁ ନେଇ ଉତେଜନା ଦେଖା ଦେଇଥିଲା।
ବାଇଟ -୧- ସ୍ବରୂପ ନନ୍ଦନ ବେହେରା۔ ( ତହସିଲଦାର, କୁଜଙ୍ଗ)
ବାଇଟ -୨- ପରିକ୍ଷୀତ ସେନାପତି। ( ଗ୍ରାମବାସୀ )
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RSRAhul Sisodia
FollowDec 20, 2025 16:02:37Noida, Uttar Pradesh:Razdhan Top, Bandipora पर हिमपात का वीडियो
0
Report
PKPradeep Kumar
FollowDec 20, 2025 16:01:450
Report
AKAshok Kumar1
FollowDec 20, 2025 16:01:21Noida, Uttar Pradesh:NOIDA (UP): NOIA POLICE ARRESTS FAKE BANK EMPLOYEES/ VISUALS/ SHAVYA GOYAL (ADCP, NOIDA) S/B & REAX
0
Report
MPMahesh Pareek
FollowDec 20, 2025 16:01:040
Report
DIDamodar Inaniya
FollowDec 20, 2025 16:00:400
Report
0
Report
ASAmit Singh
FollowDec 20, 2025 15:51:250
Report
MKMUKESH KUMAR
FollowDec 20, 2025 15:50:550
Report
VRVikash Raut
FollowDec 20, 2025 15:50:260
Report
PSPrince Suraj
FollowDec 20, 2025 15:50:050
Report
RRRakesh Ranjan
FollowDec 20, 2025 15:49:470
Report
RKRANJEET Kumar OJHA
FollowDec 20, 2025 15:49:110
Report
DSDM Seshagiri
FollowDec 20, 2025 15:48:490
Report
PSPramod Sharma
FollowDec 20, 2025 15:48:300
Report