Back
Paradip की शुभश्री प्रधान ने 52kg वर्ग में गोल्ड जीतकर ओड़िशा को गौरवान्वित किया
NBNARAYAN BEHERA
Oct 05, 2025 11:34:40
Paradeep, Odisha
Anchor -ଏସିଆନ୍ ଗେମ୍ ରେ ଓଡ଼ିଶାରୁ ପ୍ରତିନିଧି ତ୍ବ କରିବେ ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ ର ଏକମାତ୍ର ଖେଳାଳୀ ଶୁଭଶ୍ରୀ ପ୍ରଧାନ। ଏନେଇ ପାରାଦୀପ ଗଡ ପଞ୍ଚାୟତ ତରଫରୁ ଶୁଭଶ୍ରୀ ଙ୍କୁ ସୁଭେତ୍ସା ଜଣାଇଛନ୍ତି। ଗତ ୨୨ରୁ ୨୬ତାରିଖ ପର୍ଯ୍ୟନ୍ତ ହିମାଚଳ ସାଲାନ୍ ଠାରେ ଆୟୋଜିତ ଜାତୀୟ ଜୁନିୟର କିକ୍ ବକ୍ସିଂ ପ୍ରତିଯୋଗିତାରେ ପାରାଦୀପ ଗଡ ର ଏକମାତ୍ର ଝିଅ ସୁଭଶ୍ରୀ ପ୍ରଧାନ ଏସିଆନ୍ ଗେମ୍ ପାଇଁ ମନୋନୀତ ହୋଇଛନ୍ତି।
ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ,ଇଣ୍ଡିଆନ ଅଲମ୍ପିକ ଆସୋସିଏସନ ଏବଂ ୱାକୋ ଆମେଚର କିକ ବକ୍ସିଂ ରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ପ୍ରଦେଶ ରୁ ୭୧୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାର ୨୯ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେଥି ମଧ୍ୟରୁ ଜଗତସିଂହପୁର ଜିଲ୍ଲାରୁ ଏକମାତ୍ର ଖେଳାଳି ଶୁଭଶ୍ରୀ ସମସ୍ତ ରାଜ୍ୟର ଖେଳାଳୀ ଙ୍କୁ ପରାସ୍ତ କରି ୫୨କିଗ୍ରା ଵର୍ଗ ରିଙ୍ଗ ଫାଇଟ ରେ ସ୍ବର୍ଣ୍ଣ ପଦକ ହାସଲ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି।ଆଗକୁ ସେ ଏସିଆନ୍ ଗେମ୍ ପାଇଁ ଓଡ଼ିଶାରୁ ପ୍ରତିନିଧି ତ୍ବ କରିବା ପାଇଁ ଯାଉଛନ୍ତି। ଏଥିପାଇଁ ଶୁଭଶ୍ରୀ ତାଙ୍କର ଅଭ୍ୟାସ ଜାରି ରଖିଛନ୍ତି ବୋଲି କହିବା ସହିତ ତାଙ୍କର କୋଚ୍ ଙ୍କୁ ଶ୍ରେୟ ଦେଇଛନ୍ତି। ଜଗତସିଂହପୁର ଜିଲ୍ଲା ତଥା ନିଜ ଗ୍ରାମ ପାଇଁ ଗୌରବ ଆଣିଥିବା ରୁ ତାଙ୍କୁ ବିଭିନ୍ନ ଆଡୁ ସୁଭେତ୍ସା ର ସୁଅ ଛୁଟୁଛି।
ବାଇଟ-୧-
ବାଇଟ-୨-
ବାଇଟ-୩-
ବାଇଟ-୪-
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RJRakesh Jaiswal
FollowOct 05, 2025 14:32:270
Report
KSKartar Singh Rajput
FollowOct 05, 2025 14:32:110
Report
ACAshish Chaturvedi
FollowOct 05, 2025 14:31:350
Report
HNHARENDRA NEGI
FollowOct 05, 2025 14:31:060
Report
DKDeepesh Kumar
FollowOct 05, 2025 14:30:410
Report
MKMohammad Khan
FollowOct 05, 2025 14:30:250
Report
RSRAhul Sisodia
FollowOct 05, 2025 14:30:120
Report
3
Report
ASAmit Singh
FollowOct 05, 2025 14:19:221
Report
AAAMIT AGGRWAL
FollowOct 05, 2025 14:18:510
Report
ASARUN SINGH
FollowOct 05, 2025 14:18:42Farrukhabad, Uttar Pradesh:फर्रुखाबाद सनग्लासेस कोचिंग सेंटर धमाके के बाद धुआँ और घायल बच्चों की वीडियो सामने
0
Report
AKAjay Kashyap
FollowOct 05, 2025 14:18:280
Report