Back
Paradip में GST 2.0 पर जागरूकता कार्यक्रम: उद्योग जगत और अधिकारी जुटे
NBNARAYAN BEHERA
Oct 11, 2025 11:00:14
Paradeep, Odisha
Anchor - ଜି.ଏସ.ଟି ୨.୦ ସଂସ୍କାର ଉପରେ ଆଲୋଚନା ଓ ସଚେତନତା କାର୍ୟକ୍ରମ ଅନୁଷ୍ଠିତ। ସେପ୍ଟେମ୍ବର ୨୦୨୫ ରେ ପ୍ରଚଳିତ 'ଜି.ଏସ୍.ଟି.' ୨.୦ ଟିକସ ହାରରେ ଅହେତୁକ ହ୍ରାସ ବ୍ୟବସ୍ଥା ଓ ନୂତନ ସଂସ୍କାର ମାଧ୍ୟମରେ ସରଳୀକରଣ ପ୍ରକ୍ରିୟା ଉପରେ ଏକ କର୍ମଶାଳା ପାରାଦୀପ ଅଫିସର୍ସ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ଜି.ଏସ୍.ଟି ୨.୦ ର ମୂଖ୍ୟ ଉଦ୍ଦେଶ୍ୟ ଟିକସ ବ୍ୟବସ୍ଥା କୁ ସରଳୀକରଣ କରିବା_sହିତ ଉପଭୋକ୍ତାଙ୍କ ପାଇଁ ଜିନିଷଦ୍ରବ୍ୟ ର ମୂଲ୍ୟ ହ୍ରାସ କରିବା ଏବଂ ବ୍ୟବସାୟିକ ପରିବେଶକୁ କିପରି ଉନ୍ନତି କରାଯାଇ ପାରିବ ଏହି କର୍ମଶାଳାରେ ବିସ୍ତୃତ ଆଲୋଚନା ହୋଇଯାଇଛି। ଏହି ସଂସ୍କାର ଦ୍ଵାରା ଭାରତୀୟ ar୍ଥନୀତିର ଅଭିବୃଦ୍ଧି କୁ ତ୍ବରାନ୍ବିତ କରା ଯାଇ ପାରିବ। ବାଣିଜ୍ୟକର ଓ ଦ୍ରବ୍ୟ ସେବାକର ମଣ୍ଡଳ ଜଗତସିଂହପୁର ପାରାଦୀପ ଦ୍ବାରା ଆୟୋଜିତ ଏହି କର୍ମଶାଳାରେ ପାରାଦୀପ ବାର ଆସୋସିଏସନ ମିଳିତଭାବେ ଜିଲ୍ଲା ମଣ୍ଡଳ ଶାଖାର ବହୁ କ୍ଷୁଦ୍ର ମଧ୍ୟମ ଓ ବୃହତ ଏକ ନିମ୍ନରେ ଅଧିକାରୀଙ୍କ ୟୁପସ୍ଥିତିରେ ଆଲୋଚନା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ କଟକ -୨ରେଞ୍ଜ ର ଅତିରିକ୍ତ କମିଶନର ମୁକ୍ତିକାନ୍ତ ଆଚାର୍ୟ ଙ୍କ ସମେତ ଓଡିଶା ହାଇକୋର୍ଟ ତଥା ପାରାଦୀପ ବାର ଆସୋସିଏସନ ର ସଭାପତି ତପନ କୁମାର ଦାସ୍ ଅତିଥି ଭାବେ ଯୋଗ ଦେଇଥିଲେ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AOAjay Ojha
FollowOct 12, 2025 08:30:240
Report
HBHemang Barua
FollowOct 12, 2025 08:30:080
Report
Mumbai, Maharashtra:Sanaatan dharm famous preacher pandit Dhirendra Sashtriji visits Siddhivinayak temple,situated in Dadar ( west), Mumbai, Maharashtra, Bharat (lndia) .
1
Report
AMABHAYA MOHANTY
FollowOct 12, 2025 08:21:340
Report
SKSantosh Kumar
FollowOct 12, 2025 08:21:180
Report
FWFAROOQ WANI
FollowOct 12, 2025 08:20:500
Report
RSRavi sharma
FollowOct 12, 2025 08:20:420
Report
SASARIFUDDIN AHMED
FollowOct 12, 2025 08:20:340
Report
BABASHIR AHMED MIR (Sagar)
FollowOct 12, 2025 08:20:240
Report
FWFAROOQ WANI
FollowOct 12, 2025 08:20:170
Report
SKSantosh Kumar
FollowOct 12, 2025 08:20:070
Report
DRDamodar Raigar
FollowOct 12, 2025 08:19:563
Report
NKNaveen Kumar Kashyap
FollowOct 12, 2025 08:19:470
Report
JCJitendra Chaudhary
FollowOct 12, 2025 08:19:040
Report
KCKumar Chandan
FollowOct 12, 2025 08:18:410
Report